‘ପୁଷ୍ପା’ ଫିଲ୍ମ ରୁ ପ୍ରେରଣା ପାଇଁ ଯୁବକ ଜଣକ 2.45 କୋଟି ଟଙ୍କାର ଲାଲ ଚନ୍ଦନ ସ୍ମଗଲ କଲା, କିନ୍ତୁ ପୋଲିସ ହାତରେ ଧରା ପଡ଼ିଗଲା….
ବର୍ତ୍ତମାନ ଦିନରେ ପୁଷ୍ପା ମୁଭିର ଚର୍ଚ୍ଚା ବହୁତ ଜୋରରେ ହେଉଛି। ଏହି ଫିଲ୍ମରେ ଅଲୁ ଅର୍ଜୁନ ଶାନଦାର ଅଭିନୟ କରିଛନ୍ତି। ହଲିଉଡ଼ ହେଉ କିମ୍ବା ବଲିଉଡ଼, ସୋସିଆଲ ମିଡ଼ିଆ ଇଂଫ୍ଲୁଏନ୍ସର ସମସ୍ତେ ଏହି ଫିଲ୍ମ ଦ୍ୱାରା ବହୁତ ଅଧିକ ପ୍ରଭାବିତ ହୋଇଛନ୍ତି। ସୋସିଆଲ ମିଡ଼ିଆର ପ୍ରତ୍ୟେକ ରିଲରେ ଏହି ଫିଲ୍ମର ଏକ ରିଲ ଆପଣଙ୍କୁ ଦେଖିବାକୁ ମିଳିଯିବ। ଜଣେ ବ୍ୟକ୍ତି ଏହି ଫିଲ୍ମରୁ ଏତେ ପ୍ରେରିତ ହୋଇଗଲେ କି, ସେ ଲାଲ ଚନ୍ଦନ ସ୍ମଗଲିଙ୍ଗ କରିବା ଆରମ୍ଭ କରିଦେଲେ। ଏହାପରେ ପୋଲିସ ଯୁବକକୁ ଧରିନେଲେ କିନ୍ତୁ ଏହି ଯୁବକର କାହାଣୀ ଶେୟର କରାଯାଉଛି।
ପୁଷ୍ପା, ପୁଷ୍ପା ରାଜ ମେ ଝୁକେଗା ନହିଁ:-
ପୁଷ୍ପା ଫିଲ୍ମ ଦେଖି ୟାସିନ ଇନାୟତୁଲା କୁ ଲାଲ ଚନ୍ଦନ ସ୍ମଗଲ କରିବାର ଆଇଡ଼ିଆ ଆସିଲା ,ସେ ମୋଟ ଅଢେଇ କୋଟିର ଲାଲ ଚନ୍ଦନ ଗାଡ଼ିରେ ଲଦିଲା ଓ ଏହାଉପରେ ଫଳ ଓ ପନିପରିବା ଲୋଡ଼ କରିଦେଲା କିନ୍ତୁ ପୋଲିସ ତାକୁ ସାଙ୍ଗଲି ଠାରେ ଧରିଥିଲା। ଏବେ ୟାସିନ ଝୁକେଗା ଭି ଓ ପୈର ପକଡେଗା ଭି।
ବିଚରା ଧରା ପଡ଼ିଗଲା:-
पुष्पा फ़िल्म देखकर यासीन इनायतुल्ला को लाल चंदन स्मगल करने का आईडिया आया और उसने करीब ढाई करोड़ का लाल चंदन गाड़ी में लादा और उसके ऊपर फल और सब्जियाँ लोड कर दीं।
महाराष्ट्र पुलिस ने सांगली के पास यासीन इनायतुल्ला को पकड़ लिया है।
अब यासीन झुकेगा भी और पैर भी पकड़ेगा। pic.twitter.com/F9l4Z5eTR9— हम लोग We The People (@humlogindia) February 3, 2022
ଗୋଟିଏ ଜଙ୍ଗଲରେ ଏକ ସ୍ମଗଲର ଥିଲା, ଯାହାର ନାମ ୟାସିନ ଇନାୟତୁଲା। ସେ ପୁଷ୍ପା ଦେଖି ପ୍ରେରିତ ହେଲା। କହିଲା ଅଟକିବି ନି, 2.45 କୋଟି ଟଙ୍କାର ଲାଲ ଚନ୍ଦନ ସ୍ମଗଲ କରିବାକୁ ଗଲା। ଏହାପରେ ମହାରାଷ୍ଟ୍ର ପୋଲିସ ସାଙ୍ଗଲି ପାଖରେ ତାକୁ ଧରି ଅଭିନନ୍ଦନ ଜଣାଇଲେ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଘଟଣାରେ ଯୁବକର ନାମ ୟାସିନ ଇନାୟାତୁଲା କୁହାଯାଉଛି। ସେ ପୁଷ୍ପା ଦେଖି ପ୍ରେରିତ ହୋଇଯାଇଥିଲା। ପ୍ରେରିତ ହୋଇ ସେ 2.45 କୋଟି ଟଙ୍କାର ଲାଲ ଚନ୍ଦନ ସ୍ମଗଲିଂ କରିଦେଲା ଓ ଏହାକୁ ଟ୍ରକରେ ଲଦି ବିକ୍ରି କରିବାକୁ ଚାଲିଗଲା। କିନ୍ତୁ ତା’ସହ ଅନ୍ୟାୟ ହୋଇଗଲା ଓ ସେ ପୋଲିସ ଦ୍ୱାରା ବାଟରେ ଧରା ପଡ଼ିଗଲା।