ଫେସବୁକରେ ଯଦି କରୁଛନ୍ତି ଏଭଳି କାର୍ଯ୍ୟ ତେଵେ ହୋଇ ଯାଆନ୍ତୁ ସାବଧାନ,ନିଜେ ମାର୍କ ଜୁକରବର୍ଗ ଦେଲେ ବଡ ଚେତାବନୀ

0

Get real time updates directly on you device, subscribe now.

ଫେସବୁକ ଆଜି ଦୁନିଆରେ ବ୍ୟବହାର କରାଯାଉଥିବା ସୋସିଆଲ ନେଟୱର୍କିଙ୍ଗ ମଧ୍ୟ ମୁଖ୍ୟ ଅଟେ|ଏହାକୁ ନେଇ ସମୟ ଅନ୍ତରାଳେ କିଛି ନା କିଛି ଅପଡେଟ୍ ଆସିଥାଏ|ଲାଟେଷ୍ଟ ଅପଡେଟ ଏହା ଯେ ଫେସବୁକ ପ୍ରତିଷ୍ଠାତା ଜୁକରବର୍ଗ ୟୂଜର୍ସକୁ ସାବଧାନ କରାଇଛନ୍ତି|ଆସନ୍ତୁ ଜାଣିବା ଏହି ଫିଚର ସମ୍ପର୍କରେ ଯାହା ସମ୍ପର୍କରେ ନିଜେ ଫେସବୁକ ଫାଉଣ୍ଡର ସୂଚନା ଦେଇଛନ୍ତି|

ସାଧାରଣତଃ ଲୋକମାନଙ୍କ ଅଭ୍ୟାସରେ ଦେଖାଯାଏ ଯେ ଫେସବୁକ ମେସେଞ୍ଜର ବା ୱଟସ୍ଆପରେ ଯଦି ଲିକରୁ ହଟି ଚାଟ ହୋଇଥାଏ ବା କୈାଣସି ଖାସ ଚାଟକୁ ୟୁଜର ସ୍କ୍ରିନସଟ ନେଇଯାଏ |ବା ବେଳେବେଳେ ଚାର୍ଟ ର ସ୍କ୍ରିନସଟକୁ ନେଇ ଲୋକେ ଭାଇରାଲ କରିଦେଇଥାନ୍ତି|

ଏହା ଉପରେ ଲଗାମ ଲଗାଇବାକୁ ଫେସବୁକ ନୁଆ ଫିଚର ଲଞ୍ଚ କରିଛନ୍ତି|ଫେସବୁକ ଫାଉଣ୍ଡର ଚାର୍ଟ ବା ସ୍କ୍ରିନସଟ ନେଉଥିବା ୟୁଜରକୁ ନିଜେ କହିଛନ୍ତି|

ଏଵେ ଚାଲନ୍ତୁ ଦେଖିବା କ’ଣ ରହିଛି ଫେସବୁକ ର ନୂଆ ଫିଚର ସମ୍ପର୍କରେ ଯେଉଁଥିରେ ଚାର୍ଟ ବା ସ୍କ୍ରିନସଟ ନେଲେ ୟୁଜର ପାଖକୁ ନୋଟିଫିକେସନ ଯିବ|ଏଵେ ଫେସବୁକରେ ମଧ୍ୟ ୱଟସଆପ ଭଳି ଏଣ୍ଡ ଟୁ ଏଣ୍ଡ ଏନସ୍କ୍ରିପ୍ସନ ସୁବିଧା ମିଳିବ|

ଫେସବୁକର ଏହି ଫିଚର ସମ୍ପର୍କରେ ମାର୍କ ଜୁକରବର୍ଗ ନିଜେ ବିସ୍ତାର ସହ ବତାଇଛନ୍ତି|ସେ କହିଛନ୍ତି ଚାର୍ଟର ସ୍କ୍ରିନସଟ ନେବା ସାଧାରଣ କିନ୍ତୁ ଏପର୍ଯ୍ୟନ୍ତ ଜଣାପଡୁ ନଥିଲା ଯେ ଆପଣଙ୍କ ଚାର୍ଟର ସ୍କ୍ରିନସଟ ନିଆଯାଉଛି|ଏବେ ଯଦି କିଏ ଚାର୍ଟର ସ୍କ୍ରିନସଟ ନେଵ ତେଵେ ଅପର ବ୍ୟକ୍ତିକୁ ଫେସବୁକ ତରଫରୁ ନୋଟିଫିକେସନ ଦିଆଯିବ|

Leave A Reply

Your email address will not be published.