Flipkart ଆଣିଲା ଅବିଶ୍ୱସନୀୟ ଅଫର : ୧୦୦ ଟଙ୍କାରୁ କମରେ କିଣନ୍ତୁ ଏହି ଚମତ୍କାର 4G ସ୍ମାର୍ଟଫୋନ,ଜାଣନ୍ତୁ ଅଫର ବିଷୟରେ ପୁରା ସୂଚନା

0

Get real time updates directly on you device, subscribe now.

ସାମସଙ୍ଗ ଗ୍ୟାଲେକ୍ସି F12 :-

ସାମସଙ୍ଗର ଏହି 64GB ଵାଲା ସ୍ମାର୍ଟଫୋନ ୧୨,୯୯୯ ଟଙ୍କା ବଦଳରେ ୧୧,୪୯୯ ଟଙ୍କାରେ ବିକ୍ରି ହେଉଛି | ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଏହାର ପେମେଣ୍ଟ କଲେ ଆପଣଙ୍କୁ ୫୭୫ ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ଏକ୍ସଚେଞ୍ଜ ଅଫରର ପୁରା ଲାଭ ମିଳିଲେ ଆପଣଙ୍କୁ ଏହି ଡ଼ିଲରେ ୧୦,୯୦୦ ଟଙ୍କାର ଡ଼ିସକାଉଣ୍ଟ ପରେ ଏହି ଫୋନ ୨୪ ଟଙ୍କାରେ ମିଳିଯିବ |

ରିଅଲମି C21Y :-

ରିଅଲମିର ଏହି 4G ସ୍ମାର୍ଟଫୋନର ମୂଲ୍ୟ ୧୦,୯୯୯ ଟଙ୍କା ଅଟେ, କିନ୍ତୁ ସେଲରେ ଏହା ୪% ଡ଼ିସକାଉଣ୍ଟ ପରେ ୧୦,୪୯୯ ଟଙ୍କାରେ ମିଳୁଛି | ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଏହାର ପେମେଣ୍ଟ କଲେ ଆପଣଙ୍କୁ ୫୨୫ ଟଙ୍କାର ଡ଼ିସକାଉଣ୍ଟ ମିଳିବ ଏବଂ ଏକ୍ସଚେଞ୍ଜ ଅଫର ଦ୍ୱାରା ୯,୯୫୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିଯିବ | ଯଦି ଦୁଇଟିଯାକ ଅଫରର ପୁରା ଲାଭ ମିଳିଯାଏ, ତେବେ ଏହି ଫୋନର ମୂଲ୍ୟ ଆପଣଙ୍କ ପାଇଁ କେବଳ ୨୪ ଟଙ୍କା ହୋଇଯିବ |

ପୋକୋ C31 :-

64GB ର ଷ୍ଟୋରେଜ ଵାଲା ପୋକୋର ଏହି 4G ସ୍ମାର୍ଟଫୋନ ୧୧,୯୯୯ ଟଙ୍କା ବଦଳରେ ୮,୯୯୯ ଟଙ୍କାରେ ମିଳୁଛି | ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଏହାର ପେମେଣ୍ଟ କଲେ ଆପଣଙ୍କୁ ୪୫୦ ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ଏକ୍ସଚେଞ୍ଜ ଅଫରର ପୁରା ଲାଭ ମିଳିଗଲେ ୮,୪୫୦ ଟଙ୍କାର ଡ଼ିସକାଉଣ୍ଟ ମିଳିଯିବ | ଏହିପରି ଆପଣ ଏହି ଫୋନକୁ ମାତ୍ର ୯୯ ଟଙ୍କାରେ କିଣିପାରିବେ |

ଇନଫିନିକ୍ସ ହଟ 11S :-

୧୩,୯୯୯ ଟଙ୍କାର ଏହି 4G ଫୋନକୁ ଆପଣ ସେଲରେ ୧୦,୪୯୯ ଟଙ୍କାରେ କିଣିପାରିବେ | ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଏହାର ପେମେଣ୍ଟ କଲେ ଆପଣଙ୍କୁ ୫୨୫ ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ଏକ୍ସଚେଞ୍ଜ ଅଫରର ପୁରା ଲାଭ ମିଳିଗଲେ ୯,୯୫୦ ଟଙ୍କାର ଡ଼ିସକାଉଣ୍ଟ ମିଳିଯିବ | ଏହିପରି ଆପଣ ଏହି ଫୋନକୁ ମାତ୍ର ୨୪ ଟଙ୍କାରେ ଘରକୁ ନେଇଯାଇ ପାରିବେ |

ମାଇକ୍ରୋମ୍ୟାକ୍ସ IN ନୋଟ 1 :-

ମାଇକ୍ରୋମ୍ୟାକ୍ସର ଏହି ଚାରିଟି କ୍ୟାମେରା ଥିବା ଫୋନ ଆପଣଙ୍କୁ ୧୫,୪୯୯ ଟଙ୍କା ବଦଳରେ ୯,୪୯୯ ଟଙ୍କାରେ ମିଳିଯିବ | ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି ଏହାର ପେମେଣ୍ଟ କଲେ ଆପଣଙ୍କୁ ୪୭୫ ଟଙ୍କାର କ୍ୟାସବ୍ୟାକ ମିଳିବ ଏବଂ ଏକ୍ସଚେଞ୍ଜ ଅଫରର ପୁରା ଲାଭ ମିଳିଗଲେ ୮,୯୫୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିଯିବ | ଏହିପରି ଆପଣ ଏହି ଫୋନକୁ ମାତ୍ର ୭୪ ଟଙ୍କାରେ ହିଁ କିଣିପାରିବେ |

Leave A Reply

Your email address will not be published.