ଛୋଟ ଡ୍ରେସରେ ମହିଳା ପୋଲିସ କର୍ମଚାରୀ କୁ ଦେଖି ପାଗଳ ହୋଇ ଉଠିଲେ ଅଧିକାରୀ,କୋଳରେ ବସେଇ କରେଇଲେ ଲାପ୍ ଡ୍ୟାନ୍ସ,ଦେଖନ୍ତୁ ଭିଡ଼ିଓ
ପ୍ରାୟତଃ ଆପଣମାନେ ନିଶ୍ଚିତ ଭାବରେ ଦେଶ ଭିତରେ ଦେଖିଥିବେ ଯେ ଆମ ନେତା-ମନ୍ତ୍ରୀ ଆଉ ପ୍ରଶାସନିକ କର୍ମଚାରୀଙ୍କ ସହ ଜଡିତ ଲୋକମାନେ ବିବାହ କି କୌଣସି ଖାସ୍ ଆୟୋଜନରେ ପହଞ୍ଚନ୍ତି, ତ ଅନେକଥର ସେଠାରେ ସେ ନିଜେ ନିଜକୁ ନାଚିବାରୁ ରୋକି ପାରନ୍ତି ନାହିଁ, ଆଉ ଏମିତିରେ ଅନେକଥର ସେ ସେହି ସୀମା ମଧ୍ୟ ଅତିକ୍ରମ କରିଦିଅନ୍ତି |
ଯାହାକୁ ରକ୍ଷା କରିବା ତାଙ୍କର ଦାୟିତ୍ୱ ହୋଇଥାଏ | ସେମିତିରେ ମହିଳା ସୁରକ୍ଷାର ପ୍ରସଙ୍ଗ ଆମ ନିଜ ଦେଶର ହେଉ ବା ବିଦେଶର, ଏହା ସବୁ ଜାଗାର ପ୍ରମୁଖତା ରୁ ଉଠାଯାଏ ଆଉ ମହିଳାମାନଙ୍କର ସମ୍ମାନ ରକ୍ଷା କରିବା ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କର ନୈତିକ କର୍ତ୍ତବ୍ୟ ହେବା ଉଚିତ୍ |
ପ୍ରକୃତରେ, ଆମେ ଆଜି ଯେଉଁ ବିଷୟରେ ଆଲୋଚନା କରୁଛୁ, ତାହା ଆମ ଦେଶ ସହିତ ଜଡିତ ନୁହେଁ | କିନ୍ତୁ ଏମିତି ନୁହଁ କି ଏମିତି ମାମଲା ଆମ ଦେଶରେ ଦେଖିବାକୁ ମିଳେ ନାହିଁ | ଜାଣନ୍ତୁ କି 25ଡିସେମ୍ବରର ଆଖ-ପାଖ ସମୟ ପୁରା ଦୁନିଆରେ ଖ୍ରୀଷ୍ଟମାସ ଆଉ ନୂଆ ବର୍ଷ ପାଇଁ ପ୍ରସ୍ତୁତିr ସମୟ ହୋଇଥାଏ |
ଏମିତିରେ ଏହି ଦିନ ମାନଙ୍କରେ ସମସ୍ତେ ଞ୍ଜୟେ କରିବାକୁ ଚାହାଁନ୍ତି, କିନ୍ତୁ ଏହି ଭିତରେ ନ୍ୟୁୟର୍କରେ କିଛି ଏପରି ଘଟିଯାଏ | ଯେଉଁଥିପାଇଁ ଗୋଟେ ପୋଲିସ ଅଧିକାରୀଙ୍କ ଉପରେ ଗାଜ୍ ପଡ଼େ| ଆସନ୍ତୁ ଏମିତିରେ ବୁଝିବା କଣ ଅଟେ ପୁରା ମାମଲା |
https://twitter.com/i/status/1472963949784088578
କହିରଖୁଛୁ କି ଯେଉଁ ସମୟରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ପ୍ରସ୍ତୁତି ଜୋର-ଶୋର ରେ ଚାଲିଥିଲା | ସେହି ସମୟରେ ନ୍ୟୁୟର୍କରେ ମଧ୍ୟ ଗୋଟେ ହଲି-ଡେ ପାର୍ଟି ଆୟୋଜନ ହୋଇଥିଲା, ଯେଉଁଥିରେ ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟର ଅନେକ କର୍ମଚାରୀ ଆଉ ଅଧିକାରୀମାନେ ସମୀଲ୍ ହେଲେ | ସେଇଠାରେ ଜଣେଇଦେଉଛୁ କି ଏହି ପାର୍ଟିରେ ହଉଥିବ ଏକ ଲାପ୍ ଡ୍ୟାନ୍ସକୁ ନେଇ ବିବାଦ ଆରମ୍ଭ ହୋଇଛି ଯେଉଁଥିରେ ଜଣେ ବରିଷ୍ଠ ଅଧିକାରୀଙ୍କ ଟ୍ରାନ୍ସପର ମଧ୍ୟ ହୋଇଯାଇଛି |
କହିରଖୁଛୁ କି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, 44 ତମ ପ୍ରିନ୍ସିଣ୍ଟ ଅଫିସର ଲେଫ୍ଟନାଣ୍ଟ ନିକ ମ୍ୟାକଗାରି ଏହି ପାର୍ଟୀରେ ସମୀଲ୍ ଥିଲେ, ଆଉ ଏହି ସମୟ ଭିତରେ ଏପରି କିଛି ଘଟିଲା କି ଜଣେ ଲେଡି ପୋଲିସ୍ ତାଙ୍କ ସହ ଅଶ୍ଳୀଳ ଲାପ୍ ଡ୍ୟାନ୍ସ ଆରମ୍ଭ କରିଦେଲେ |
ଏତିକି ହିଁ ନୁହଁ ମିଡିଆ ରିପୋର୍ଟ ଅନୁଯାୟୀ ଏହି ସମୟରେ କେହି ଜଣେ ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଦେଲା, ଯାହା ପ୍ରଥମେ ସୋସିଆଲ ମିଡିଆରେ ହେଡଲାଇନ ତିଆରି କରିବା ଆରମ୍ଭ କଲା | ଏହା ପରେ ପୁଣି ପୋଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଉ ଚାରିଆଡେ ବର୍ତ୍ତମାନ ଏହି କର୍ତ୍ତୃତର ସମାଲୋଚନା ହେଉଛି |
କହିରଖୁଛୁ ଜେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ପୋଲିସ୍ ଲାପ୍ ଡ୍ୟାନ୍ସ କରୁଛନ୍ତି | ଏତିକି ହିଁ ନୁହେଁ, ବରଂ ଭିଡିଓରେ ଦେଖିବାକୁ ମିଳେ ଯେ ମହିଳା ଛୋଟ ପୋଷାକ ପିନ୍ଧି ଆସନ୍ତି ଆଉ ଯେତେବେଳେ ଲେଫ୍ଟନାଣ୍ଟ ଏକ ଚେୟାର ନେଇକରି ବସନ୍ତି, ସେତିକିବେଳେ ଛୋଟ ପୋଷାକ ପିନ୍ଧିଥିବା ଜଣେ ମହିଳା ପୋଲିସ୍ ତାଙ୍କ ପାଖକୁ ଆସନ୍ତି ଆଉ ସେମାନେ ଏକାଠି ଲାପ୍ ଡ୍ୟାନ୍ସ ଆରମ୍ଭ କରନ୍ତି |
ଏହି ସମୟରେ ଲେଫ୍ଟନାଣ୍ଟ ତାଙ୍କୁ ଅଟକାଇବା ପରିବର୍ତ୍ତେ ହସିବାକୁ ଲାଗିଲେ | ପୁଣି କଣ ହେଲା ନା ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଏହି ଉତ୍ସବରେ ଯୋଗ ଦେଲେ ଆଉ ତାଳି ବଜେଇବା ଆରମ୍ଭ କଲେ, କିନ୍ତୁ ଏହି ଭିତରେ କେହି ଜଣେ ଏହିସବୁର ଭିଡିଓ ତିଆରି କରିଥିଲେ ଆଉ ବର୍ତ୍ତମାନ ଏହି ଲାପ୍ ଡ୍ୟାନ୍ସକୁ ନେଇ ଅନେକ ସମାଲୋଚନା କରାଯାଉଛି |
ସେହିଠାରେ ଶେଷରେ କହିରଖୁଛୁ ଯେ, ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଉକ୍ତ ମହିଳାଙ୍କ ସହିତ ଲାପ୍ ଡ୍ୟାନ୍ସର ମଜା ନେଉଥିବା ଉକ୍ତ ଅଧିକାରୀ ଜଣଙ୍କ ବିବାହିତ ଅଟନ୍ତି | ଏହା ବ୍ୟତୀତ ଜାଣିରଖନ୍ତୁ ଯେ ବର୍ତ୍ତମାନ ଉଚ୍ଚ ପଦାଧିକାରୀମାନେ ଉକ୍ତ ଅଧିକାରୀଙ୍କର ଏପରି କାର୍ଯ୍ୟରେ ରାଗିଯାଇଛନ୍ତି ଆଉ ତୁରନ୍ତ ତାଙ୍କୁ ଟ୍ରାନ୍ସପର କରି ତଦନ୍ତ ଆରମ୍ଭ କରାଯାଇଛି |