ଭାଉଜର ଇଜ୍ଜତ ଉପରେ ଦିଅର ହାତ ରଖିବାରୁ ରାଗ ତମ ତମ ହୋଇ ଭାଉଜ ଚାକୁରେ କାଟି ଦେଲେ ଦିଅରର ପ୍ରାଇଭେଟ ପାର୍ଟ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ୟୁପିରେ ବିଧାନସଭା ନିର୍ବାଚନ ବିଗୁଲ ବାଜିଲାଣି|ଏହା ମଧ୍ୟରେ କାନପୁରରୁ ଏକ ଖବର ଆସିଛି ଯେଉଁଥିରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି|ହଁ ଆଜ୍ଞା ୟୁପିର କାନପୁର ସ୍ଥିତ ବିଲ୍ଲୋର ଵିଧାନସଭାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଲା|ସୂଚନାଯୋଗ୍ୟ ଯେ ମାମଲା କିଛି ଏପରି ହେଲା ଯେ ଜଣେ ଦିଅର ଭାଉଜର ଇଜ୍ଜତ ଉପରେ ହାତ ରଖିଦେଲା|ଏହାପରେ ଯାହା ହେଲା ଆପଣଙ୍କ ରୁହ କମ୍ପି ଉଠିବ|ଦିଅର ଏପରି କାମ କଲା ଯେ ତାର ସଜ୍ଜା ତାକୁ ମିଳିବା ଆବଶ୍ୟକ|କିନ୍ତୁ ରାଗରେ ତମତମ ହୋଇ ଭାଉଜ ଯେଉଁ କଦମ ଉଠେଇଲେ ତାହା ବହୁତ ଖତରନାକ ଥିଲା|ଆସନ୍ତୁ ସେ ସମ୍ପର୍କରେ ଜାଣିବା:

କହିରଖେ ଯେ ମିଡିଆ ରିପୋର୍ଟ ମୁତାବକ ଯେତେବେଳେ ଦିଅର ଭାଉଜ ଇଜ୍ଜତ ଉପରେ ହାତ ରଖିଲା ମହିଳା ଆଘାତ ସ୍ୱରୂପ ପ୍ରତିକ୍ରିୟା ଦେଇ ଛୁରୀରେ ଦିଅରର ଗୁପ୍ତାଙ୍ଗକୁ କାଟିଦେଲେ|ଏହି ମାମଲାରେ ଡାକ୍ତରଙ୍କ କହିବାନୁଯାୟୀ ଆଘାତ ଗୁରୁତର ଓ ଗମ୍ଭୀର ଓ ଏଥିରେ ୪୦% ପାର୍ଟ କଟିଯାଇଛି|

ସୂଚନାଯୋଗ୍ୟ ଏହି ଖତରନାକ ଘଟଣା ବିଲ୍ହୋର ଥାନା କ୍ଷେତ୍ରର ଵଦଲ ନବାଦା ଗାଁ ର ଅଟେ ଓ କୁହାଯାଉଛି ଯେ ଏହି ଘଟଣା ପରେ ଭାଉଜ ନିଜକୁ ଛୁରୀ ମାରିଦେଲା|ଏବେ ଭାଉଜଙ୍କ ଅବସ୍ଥା ସାଂଘାତିକ ତେଣୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି|

କହିରଖେ ଯେ ରୁବିନା ନିଜ ସ୍ୱାମୀ ଜାନୁ ସହ ବିଲ୍ହୋର ଥଖନା କ୍ଷେତ୍ରର ବଦଲ ନବାଦାରେ ରହିଥାନ୍ତି ଓ ତାଙ୍କ ଦିଅର ସୋନୁ ମଧ୍ୟ ସାଥିରେ ରହୁଥିଲେ|ମିଡିଆ ରିପୋର୍ଟ ଅନୁସାରେ ରୁବିନାଙ୍କ ନିଜ ଦିଅର ସହ ଅବୈଧ ସମ୍ପର୍କ ଜଣାପଡିଛି ଓ ତାଙ୍କ ପତି ଟିକେ କମ ବୁଦ୍ଧିଆ ଲୋକ ଅଟେ|କିନ୍ତୁ ଏବେ ଭାଉଜ ଦିଅର ମଧ୍ୟରେ କିଛି କଥାକୁ ନେଇ ଝଗଡା ହେଲା|ଏହାପରେ ମହିଳା ଦିଅରର ପ୍ରାଇଭେଟ୍ ପାର୍ଟକୁ ଆକ୍ରମଣ କରିଥିଲେ ଓ ପରେ ମହିଳା ନିଜର ନାଡି କାଟିଦେଲେ|

ଏହି ଘଟଣାରେ ବିଲ୍ଲୋର ଥାନା ଏସ୍ଆଇ କହିଛନ୍ତି ଚିକିତ୍ସା ପାଇଁ ଦୁହିଁଙ୍କୁ ପଠାଯାଇଛି ଓ ସୁସ୍ଥ ହେଲେ ମୋକଦ୍ଦମା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ|ଏପର୍ଯ୍ୟନ୍ତ ଏଥିରେ ଅଭିଯୋଗ ଦାଖଲ ହୋଇନାହିଁ ତେଣୁ ପୋଲିସ ପଦକ୍ଷେପ ନେଇ ପାରୁନାହାଁନ୍ତି|

Leave A Reply

Your email address will not be published.