ବର୍ତ୍ତମାନ ଶ୍ରମିକମାନଙ୍କୁ ମିଳିବ ମାସିକ ପେନସନ,ସରକାରଙ୍କର ଏହି ନୂଆ ସ୍କିମ ବିଷୟରେ ଜାଣନ୍ତୁ

0

Get real time updates directly on you device, subscribe now.

ବର୍ତ୍ତମାନ କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ ଏକ ପେନସନ ଯୋଜନା ଆଣିଛନ୍ତି। ପେନସନ ଶ୍ରମ ଯୋଗୀ ମାନଧନ ଯୋଜନା ଅନୁସାରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ବହୁତ ବଢିଆ ଲାଭ ସବୁମିଳିବ। ଏହି ଯୋଜନାର ସୁବିଧା ଦିନ ମଜୁରିଆମାନେ ମଧ୍ୟ ଉଠାଇପାରିବେ। ସରକାରଙ୍କର ଏହି ଯୋଜାନା ଅନୁସାରେ ତାଙ୍କୁ ପେନସନର ଗ୍ୟାରେଣ୍ଟି ମଧ୍ୟ ମିଳିବ। ଏହି ଯୋଜନାରେ କେବଳ ୨ ଟଙ୍କା ଜମା କରିଲେ ବର୍ଷକୁ ମିଳିବ ୩୬ ହଜାର ଟଙ୍କା।

ଏହି ୧୮ ବର୍ଷ ବୟସର ଲୋକମାନେ ୨ଟଙ୍କା ବଞ୍ଚାଇ ବାର୍ଷିକ ୩୬ ହଜାର ଟଙ୍କା ଲେଖାଏଁ ପେନସନ ପାଇପାରିବେ। ୪୦ ବର୍ଷ ବୟସର ବ୍ୟକ୍ତି ଏହି ସ୍କିମର ଲାଭକୁ ଉଠାଇବା ପାଇଁ ଚାହୁଁଥିଲେ ତାଙ୍କୁ ମାସିକ ୨୦୦ ଟଙ୍କା ଲେଖାଏଁ ଜମା କରିବା ପାଇଁ ପଡିବ। ସେହିପରି ୬୦ ବର୍ଷରୁ ଅଧିକ ହୋଇଥିଲେ ମାସିକ ୩ହଜାର ଟଙ୍କା ଲେଖାଏଁ ଜମା କରିବା ପାଇଁ ପଡିବ।

ଏଥିପାଇଁ ସବୁ ଜରୁରୀ ଦସ୍ତାବିଜ ମଧ୍ୟ ଆବଶ୍ୟକ:-

– ପ୍ରଥମେ କମନ ସର୍ଭିସ ସେଣ୍ଟରରେ ଯାଇ ପଞ୍ଜିକରଣ କରନ୍ତୁ।

– ସିଏସସି ସେଣ୍ଟରରେ ଶ୍ରମିକମାନେ ନିଜର ରେଜିଷ୍ଟ୍ରେସନ କରିପାରିବେ।

– ଏଥିପାଇଁ ସରକାର ଏକ ୱେବପୋର୍ଟାଲ ମଧ୍ୟ ଖୋଲିଛନ୍ତି।

– ଭରିଥିବା ସମସ୍ତ ତଥ୍ୟ ଭାରତ ସରାକରଙ୍କ ନିକଟରେ ରହିବ।

ଏହା ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବା ପାଇଁ ଆପଣ ୧୮୦୦୨୬୭୬୮୮୮ ଟୋଲ ଫ୍ରି ନମ୍ବରକୁ ମଧ୍ୟ କଲ କରି ଜାଣିପାରିବେ।

Leave A Reply

Your email address will not be published.