ପେଟ୍ରୋଲ ଭରିବାକୁ ଗଲେ ଦେଖାଇବାକୁ ପଡ଼ିବ ଏହି ଡକ୍ୟୁମେଣ୍ଟ, ନଚେତ୍‌ ଭୋଗିବାକୁ ପଡ଼ିପାରେ ଜେଲ-ଜରିମାନା

0

Get real time updates directly on you device, subscribe now.

ଦିଲ୍ଲୀ ସରକାର ବହୁତ୍ ଶୀଘ୍ର ପମ୍ପ ରେ ପେଟ୍ରୋଲ – ଡିଜେଲ ଭର୍ତି ପାଇଁ PUC ସାର୍ଟିଫିକଟ ଅନିର୍ବାର୍ଯ୍ୟ କରିବେ । ଦିଲ୍ଲୀ ର ପର୍ଯ୍ୟବରଣ ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି ଯେ ଏହା ପ୍ରଦୂଷଣ କରୁଥିବା ବାୟୁ କରୁଥିବା ଗାଡ଼ି କୁ କିପରି ଦିଲ୍ଲୀ ରେ ଚଳାଇବା ରୁ ରୋକିବା ଓ ଏଠାରେ ଲୋକ ମାନେ ସ୍ୱଚ୍ଛ ବାୟୁ ରେ ନିଃଶ୍ୱାସ ପ୍ରସ୍ୱାସ ନେଇ ପାରିବେ ସାହାଯ୍ୟ କରିବ । ଏହି ଡ୍ରାଫ୍ଟ କୁ ଜନତା ଙ୍କ ରାୟ ପାଇଁ ରଖା ଯାଉଛି ଓ ଅଧିସୁଚିତ ହେବା ପୂର୍ବରୁ ସମୀକ୍ଷା କରା ଯାଉଛି ।

ଦିଲ୍ଲୀ ରେ ଗାଡ଼ି ର ମାଲିକ ମାନଙ୍କ ନିଜ ପଲ୍ୟୁସନ୍ କୁ ଅଣ୍ଡର କଣ୍ଟ୍ରୋଲ ର ସାର୍ଟିଫିକେଟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେବାକୁ ହେବ । ଯଦି PUC ଅମାନ୍ୟ ହେବ ତେବେ ସେହି ପମ୍ପ ରେ ପୁଣି ଥରେ ଜାରି କରିବାକୁ ହେବ । ଦିଲ୍ଲୀ ର ଖରାପ୍ ବାୟୁ ଗୁଣ ସ୍ତର କୁ ଦେଖି ରାସ୍ତା ଉପରେ ଅଜଣା ପ୍ରଦୂଷଣକାରୀ ବାହନ ଦେଖିବାକୁ ମିଳିବ ।

ପର୍ଯ୍ୟବାରଣ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଦିଲ୍ଲୀ ସହିତ ଉତ୍ତର ଭାରତ କୁ ବିଶେଷ ଭାବରେ ଶୀତ ଦିନ ଅଧିକ ମାତ୍ରା ରେ ବାୟୁ ପ୍ରଦୂଷଣ ସାମ୍ନା କରିଥାଏ । ଏହି ନୀତି ଲାଗୁ ହେବା ପରେ ଗାଡ଼ି ପମ୍ପ ରେ ପେଟ୍ରୋଲ ଡିଜେଲ୍ ଭର୍ତି ସମୟ ବୀ PUC ପ୍ରମାଣ ପତ୍ର ଅନିର୍ବର୍ଯ୍ୟ ଭାବରେ ସାଥିରେ ରଖିବାକୁ ହେବ । ଏହିପରି ରାଜ୍ୟ ରେ ସବୁ ପ୍ରକାର ଗାଡ଼ି କୁ ପ୍ରଦୂଷଣ ର ସ୍ତର ସମୟ ଅନୁଯାୟୀ ପରୀକ୍ଷା କରା ଯିବ ।

ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଗାଡ଼ି ଗୁଡ଼ିକ ର ପ୍ରଦୂଷଣ ର ନିୟନ୍ତ୍ରଣ କରିବା ପାଇଁ ପଞ୍ଜିକୃତ କେନ୍ଦ୍ର ମାଧ୍ୟମ ରେ ଜାରି କରା ଯାଇଛି । ଦିଲ୍ଲୀ ରେ ୧୦ ଟି ଜୋନ୍ ରେ ପାଖା ପାଖି ୯୬୬ କେନ୍ଦ୍ର ରହିଛି । ଏହି ନିୟନ୍ତ୍ରଣ ପ୍ରମାଣ ପାତ୍ର ଅନୁସାରେ ଗାଡ଼ି ର ପରୀକ୍ଷଣ କରିବା ମୁଖ୍ୟ ଭୂମିକା ରହିଛି । ପ୍ରଦୂଷଣ ସ୍ତର ପରୀକ୍ଷଣ ନିରୀକ୍ଷକ ମାନଙ୍କ ଦ୍ଵାରା ସମୟ ଅନୁଯାୟୀ ଯାଞ୍ଚ୍ କରା ଯାଏ । ଏହା ଦ୍ବାରା ଜଣା ପଡି ଥାଏ ଯେ PUC କେନ୍ଦ୍ର ଦ୍ବାରା ସଠିକ୍ ପ୍ରମାଣ ପତ୍ର ଜାରି କରା ଯାଉଛି ।

ଦିଲ୍ଲୀ ସରକାର ଏହି ନୀତି କୁ ପ୍ରଭାବିତ କରିବା ପାଇଁ ପଦ୍ଧତି କୁ ସ୍ଥାପନ କରା ଯାଉଛି । PUC ପ୍ରମାଣ ପତ୍ର ର ଯାଞ୍ଚ୍ ସମ୍ବନ୍ଧ ରେ ଗାଡି ମାଲିକ ସହିତ ପେଟ୍ରୋଲ ପମ୍ପ ମାଲିକ ଙ୍କ ସହିତ କୌଣସି ପ୍ରକାର ଅସୁବିଧା କୁ ସାମ୍ନା ନ କରନ୍ତୁ । ଏହି ବିଧି ରେ RFID ଭଳି ସଂସ୍ଥା ସାମିଲ ହୋଇ ପାରିବ ।

Leave A Reply

Your email address will not be published.