Ruturaj Gaikwad ଙ୍କ ସ୍ୱପ୍ନର ରାଣୀ ହେଉଛନ୍ତି ଏହି ସୁନ୍ଦରୀ,ପ୍ରେମରେ କ୍ଲିନ ବୋଲଡ଼ ହେଲେ Ruturaj !

0

Get real time updates directly on you device, subscribe now.

ସାୟାଲି ସଞ୍ଜୀବ ଟିଭିରେ ସବୁଠାରୁ ଏକ ମ୍ୟୁଜିକ ଭିଡ଼ିଓରେ ଆସିଥିଲେ ଯେଉଁଥିରେ ତାଙ୍କ ସହିତ ସୁଶାନ୍ତ ସୋଲାର ଥିଲେ, ସେ 9x ଝକାସ ଟପ କଣ୍ଟେଷ୍ଟ ଟପ 10 ହିରୋଇନ ମାନଙ୍କ ମଧ୍ୟରେ ସାମିଲ ଅଛନ୍ତି।

ମଡ଼େଲିଂ ଜଗତରେ ପାଦ ରଖିବା ପରେ ସାୟଲି ସଂଜୀବ ଫିଲ୍ମରେ ମଧ୍ୟ ପାଦ ଥାପିଛନ୍ତି। ରାଜୁ ପାରସେକରଙ୍କ ‘ପୋଲିସ ଲାଇନ୍ସ’ ରେ ମଧ୍ୟ ସେ କାମ କରିଛନ୍ତି। ଏହି ଫିଲ୍ମରେ ସନ୍ତୋଷ ଜୁଭେକର ମଧ୍ୟ ଅଭିନୟ କରିଥିଲେ। ଏହାବ୍ୟତୀତ ସେ ଅଟପାଡ଼ି ନାଇଟ୍ସ, ମନ ଫକିରା, ଏବି ଆଣ୍ଡ ସିଡ଼ି ଏବଂ ଦ ଷ୍ଟୋରୀ ଅଫ ପ୍ୟାଥନୀ ଭଳି ଫିଲ୍ମ ମଧ୍ୟ ରହିଛି।

କଲେଜ ସମୟରୁ ହିଁ ଅଭିନୟରେ ଷୋୖକ:-

ସାୟାଲି ସଂଜୀବ ନାସିକ ର ଆର୍ଟସ ଆଣ୍ଡ RYK ସାଇନ୍ସ କଲେଜରେ BA ପଲିଟିକ୍ସ ଡ଼ିଗ୍ରୀ ହାସଲ କରିଥିଲେ। ସେ ନିଜର କଲେଜରେ ବେଷ୍ଟ ଆକଟ୍ରେସ ଆୱାର୍ଡ଼ ମଧ୍ୟ ଜିତିଥିଲେ। ଏହାପରେ ସେ ଆକ୍ଟିଂକୁ ନିଜର କ୍ୟାରିଅର ବନାଇବାକୁ ଚେଷ୍ଟା କରିଥିଲେ। ସେ Swarovski Gems, Dentzz, Quikr, Birla eye care ପାଇଁ ମଧ୍ୟ ମଡ଼େଲିଂ କରିସାରିଛନ୍ତି।

ସାୟାଲି ସଂଜୀବଙ୍କୁ ଜି ମରାଠୀର ଟିଭି ସିରିଜ ‘କାହେ ଦିୟା ପରଦେଶ’ ଜରିଆରେ ବହୁତ ପରିଚୟ ମିଳିଥିଲା। ତାଙ୍କ ଦ୍ବାରା ଅଭିନୟ କରାଯାଇଥିବା ଚରିତ୍ର ଗୌରୀକୁ ବହୁତ ପସନ୍ଦ କରାଯାଇଥିଲା।

ସାୟାଲି ସଂଜୀବଙ୍କ ଜନ୍ମ 1993 ମସିହାରେ ହୋଇଥିଲା, ସେ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହୁଥିଲେ। ତାଙ୍କ ଦ୍ୱାରା ଶେୟର କରାଯାଉଥିବା ଭିଡ଼ିଓକୁ ଲୋକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଉଛି।

ସ୍ମଲ ସ୍କ୍ରିନରେ ‘ପରଫେକ୍ଟ ପତି’ ‘ଗୁଲମୋହର’ ଜରିଆରେ ସେ ବହୁତ ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ସେ ‘ଶୁଭମଙ୍ଗଳ ଅନଲାଇନ’ ଟିଭି ସିରିଜରେ କାମ କରିଛନ୍ତି।

Leave A Reply

Your email address will not be published.