ନଦୀରେ କେତୋଟି ହାତୀ ପିଉଛନ୍ତି ପାଣି ? ଫଟୋ ଦେଖି କୁହନ୍ତୁ ଠିକ୍ ଉତ୍ତର, ୯୯ ପ୍ରତିଶତ ଲୋକ ଉତ୍ତର ଦେବାରେ ହେଲେ ଫେଲ !

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏମିତି ଏକ ସ୍ଥାନ ଅଟେ, ଯେଉଁଠାରେ ସବୁ ପ୍ରକାରର ଜିନିଷ ଭାଇରାଲ ହୋଇଥାଏ । ଆଜିକାଲି ସୋସିଆଲ ମିଡିଆରେ ଆଖି ଏବଂ ମାଇଣ୍ଡର ବ୍ୟବହାର କରାଯାଉଥିବା ଗେମ୍ ବହୁତ୍ ଚାଲିଛି । ଏଥିରେ ଆପଣଙ୍କୁ କୌଣସି ଫଟୋ ଦେଖାଯାଏ ଏବଂ ତାପରେ କୁହାଯାଏ ଯେ ହଜିଥିବା ଜିନିଷକୁ ଖୋଜ କିମ୍ବା ଏହା କୁହ ଯେ ଏହି ଫଟୋ ରେ କେତୋଟି ପଶୁ ଅଛନ୍ତି । ଏହିପରି ଏକ ରୋମାଞ୍ଚକର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକଙ୍କ ଆଖିରେ ଦ୍ଵନ୍ଦ ସୃଷ୍ଟି କରୁଛି ।

ଫଟୋରେ କେତୋଟି ହାତୀ ଅଛି ?

ବାସ୍ତବରେ ଏହି ଭାଇରାଲ ଫଟୋରେ ନଦୀ କୂଳରେ କିଛି ହାତୀ ଠିଆ ହୋଇଛନ୍ତି । ଏହି ହାତୀମାନେ ନିଜ ଶୁଣ୍ଢ ସାହାଯ୍ୟରେ ପାଣି ଟାଣି ଶୋଷ ମେଣ୍ଟାଉଛନ୍ତି । ବର୍ତ୍ତମାନ ଏହି ଫଟୋକୁ ଆଇପିଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଫଟୋ ସେୟାର କରି ଲୋକମାନଙ୍କୁ ପଚାରୁଛନ୍ତି ଯେ ଆପଣଙ୍କୁ ଏହି ଫଟୋରେ କେତୋଟି ହାତୀ ଦେଖାଯାଉଛି ?

ଚାରିରୁ ଅଧିକ ଅଛି ହାତୀ ସଂଖ୍ୟା :-

ଫଟୋ କୁ ପ୍ରଥମ ନଜରରେ ଦେଖିଲେ ସମସ୍ତଙ୍କୁ ଲାଗୁଛି ଯେ ନଦୀ କୂଳରେ ଚାରୋଟି ହାତୀ ଠିଆ ହୋଇଛନ୍ତି । କିନ୍ତୁ ଉତ୍ତର ଏତେ ବି ସହଜ ନୁହେଁ । ଯଦି ଆପଣ ଏହି ଫଟୋ କୁ ଧ୍ୟାବର ସହିତ ଦେଖିବେ, ତେବେ ଜାଣିପାରିବେ ଯେ ଏଥିରେ ଚାରିରୁ ଅଧିକ ହାତୀ ଅଛନ୍ତି । କିନ୍ତୁ ସଠିକ୍ ସଂଖ୍ୟା କେତେ, ଏହା ଜାଣିବାପାଇଁ ଆପଣ ନିଜ ଆଖି ଏବଂ ମାଇଣ୍ଡ କୁ ଟିକେ ଅଧିକ ଜୋର୍ ଦେବାକୁ ପଡ଼ିବ । ତେବେ ଚାଲନ୍ତୁ ପୁଣିଥରେ ଏହି ଫଟୋ କୁ ଭଲ ଭାବରେ ଦେଖନ୍ତୁ ଏବଂ କୁହନ୍ତୁ ଯେ ଏଥିରେ ମୋଟ କେତୋଟି ହାତୀ ଆପଣଙ୍କୁ ଦେଖାଯାଉଛି ।

ଏଠାରେ ଜାଣନ୍ତୁ ଉତ୍ତର :-

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଟୋ ରେ କେବଳ 4ଟି ହାତୀ ନୁହେଁ ବରଂ 7ଟି ହାତୀ ଅଛନ୍ତି । ଏହାର ଉତ୍ତର ନିଜେ ଆଇପିଏସ ସୁଶାନ୍ତ ନନ୍ଦ ଆଉ ଗୋଟିଏ ଟୁଇଟରେ ଦେଇଛନ୍ତି । ସେ କହିଛନ୍ତି ଯେ ଏହି ଫଟୋକୁ କ୍ଲିକ୍ କରିବାପାଇଁ ଫଟୋଗ୍ରାଫର୍ ଟିମ କୁ ବହୁତ୍ କଷ୍ଟ କରିବାକୁ ପଡ଼ିଲା । ହାତୀ ଯେତେବେଳେ ନଦୀ କୂଳକୁ ପାଣି ପିଇବା ପାଇଁ ଆସିଲେ, ସେତେବେଳେ ପ୍ରାୟ 20 ମିନିଟ୍ ଅଟକିଥିଲେ । ସେହି ସମୟରେ ସେମାନେ ନିଜ ଶୁଣ୍ଢ ଦ୍ଵାରା ପାଣି ଶୋଷି ନିଜର ଶୋଷ ମେଣ୍ଟାଉଥିଲେ । ଏହି 20 ମିନିଟ୍ ମଧ୍ୟରେ ଫଟୋଗ୍ରାଫର୍ ପ୍ରାୟ 1400 କ୍ଲିକ୍ କରିଛନ୍ତି । ସେତେବେଳେ ଯାଇ ସେମାନଙ୍କୁ ଗୋଟିଏ ସିଂଙ୍କ ରେ ପାଣି ପିଉଥିବା ର ଏହି 7ଟି ହାତୀ ଥିବା ପରଫେକ୍ଟ୍ ଫଟୋ ମିଳିଲା ।

ଏହି ପ୍ରଶ୍ନର ଉତ୍ତର ବହୁତ୍ କମ୍ ଲୋକ ଦେଉଛନ୍ତି । ତେବେ ଆପଣ ଏହାର ସଠିକ୍ ଉତ୍ତର ଦେଇଛନ୍ତି କି ନାହିଁ ? ଯଦି ହଁ, ତେବେ ଆପଣଙ୍କୁ ହାତୀ ସଂଖ୍ୟା ଗଣିବାପାଇଁ କେତେ ସମୟ ଲାଗିଲା । ନିଜ ଉତ୍ତର କମେଣ୍ଟ ରେ ଦିଅନ୍ତୁ । ଏହାସହିତ ଆପଣ ଏହାକୁ ନିଜ ସାଙ୍ଗ ମାନଙ୍କ ସହିତ ସେୟାର କରି ବୁଦ୍ଧି ପରୀକ୍ଷା କରିବାକୁ ଭୁଲନ୍ତୁ ନାହିଁ ।

Leave A Reply

Your email address will not be published.