ଆପଣ ସମସ୍ତେ ବୁର୍ଜ ଖଲିଫାର ନାମ ନିଶ୍ଚୟ ଶୁଣିଥିବେ ଆଜ୍ଞା ହଁ ଏହି ବୁର୍ଜ ଖଲିଫାର ମହିମା ମଣ୍ଡନ ଅକ୍ଷୟ କୁମାର ନିଜର ଏକ ଗୀତରେ କରିଥିଲେ। ଯଦି ଆପଣ ଏହାବିଷୟରେ ଶୁଣିଥାନ୍ତି ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ। ମାନବ ଇତିହାସରେ ଏହା ହେଉଛି ସବୁଠାରୁ ଲମ୍ବା ବିଲ୍ଡିଂ ଯାହାକୁ ଛିଡ଼ା କରିବା ପୂର୍ବରୁ କେହି ଭାବିନଥିଲେ କି, ଏହା ଏତେ ବଡ଼ ବନାଯିବ।
ଚାଲ ଠିକ ଅଛି ଏହା ସବୁଠାରୁ ଉଚ୍ଚତମ ହୋଇଗଲା କଣ ଆପଣ କହିପାରିବେ କି, ଏହାର ଉପରେ କୌଣସି ମହିଳା ଛିଡ଼ା ହୋଇପାରିବେ କି ? ବୋଧହୁଏ ଆପଣଙ୍କ ଉତ୍ତର ନା ହୁଏ କିନ୍ତୁ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ମହିଳା ବୁର୍ଜ ଖଲିଫା ଉପରେ ଚଢୁଥିବାର ନଜର ଆସୁଛନ୍ତି। ଏହି ଭିଡ଼ିଓକୁ ଦେଖି ଆପଣଙ୍କ ଶ୍ବାସ ଦ୍ରୁତ ହୋଇଯାଉଥିବ। ଆସନ୍ତୁ ସମ୍ପୂର୍ଣ୍ଣ କାହାଣୀ ବିଷୟରେ ଜାଣିବା।
ଜଣାଇଦେଉଛୁ ଏମିରେଟ ଏୟାରଲାଇନ ପୁଣିଥରେ ବୁର୍ଜ ଖଲିଫା ଉପରେ ନିଜର ଆଡ଼ ଆରମ୍ଭ କରିଛି ଓ ଏବେ ଜୋରସୋରରେ ଏହାର ଚର୍ଚ୍ଚା ମଧ୍ୟ ଜାରି ରହିଛି। ଆଜ୍ଞା ହଁ ଏହିଥରର ଆଡ଼ ବିଗତ ଥରର ଆଡ଼ ଠାରୁ ବହୁତ ଖତରନାକ ଅଟେ। ଏହି କାରଣ ଅଟେ କି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଲାଗିରହିଛି।
ଆପଣ ଭିଡ଼ିଓ ମାଧ୍ୟମରେ ଦେଖିପାରୁଥିବେ କି, ଜଣେ ମଡେଲ ବୁର୍ଜ ଖଲିଫା ଉପରେ ଛିଡ଼ା ହୋଇଛନ୍ତି ଓ ତାଙ୍କ ପାଖରେ ଏମିରେଟ ଏୟାରଲାଇନ ଯାଉଛି। ମାନା ଯାଉଛି ଏହି ଆଡ଼ ବହୁତ ରୋମାଞ୍ଚକ ଅଟେ ଓ ଯାହାକୁ ଦେଖିବାପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
View this post on Instagram
ଜଣାପଡ଼ିଛି କି, ଏହି ଆଡ଼ ମାଧ୍ୟମରେ ସଂଯୁକ୍ତ ଆରବ ଏମିରେଟର ଏମିରେଟ ଲାଇନ୍ସ ନିଜର ପ୍ରମୋଶନ ପାଇଁ ଏହା ଶୁଟ କରିଥିଲା ଓ ଏଥିରେ ପ୍ରଫେସନାଲ ସ୍କାଇଡ଼ାଇଭର ନିକୋଲ ସ୍ମିଥଙ୍କୁ ଏକ କେବିନ କ୍ରୁ ମେମ୍ବରଙ୍କ ରୂପରେ ଏହାଉପରେ ଛିଡ଼ା ହୋଇଥିବାର ଦେଖାଗଲା ଓ ଏହି ସମୟରେ ତାଙ୍କ ପାଖ ଦେଇ ଏମିରେଟ ଏୟାର ଲାଇନ୍ସର A-380 ବିମାନ ଅତିକ୍ରମ କରି ଯାଉଛି।
ଜଣାଇଦେଉଛୁ କି, ମହିଳା ଜଣକ ଏକ ପ୍ଲେ କାର୍ଡ଼ ମଧ୍ୟ ହାତରେ ଧରିଛନ୍ତି। ଯେଉଁଥିରେ ଲେଖାଅଛି ଆଇକନିକ ଏମିରେଟ A-380 କୁ ଉଡ଼ିବାରେ ସାହାର୍ଯ୍ୟ କରନ୍ତୁ। ଜଣାଇଦେଉଛୁ କି, ଏୟାର ଲାଇନ ଏହି ଭିଡ଼ିଓକୁ Youtube ରେ ଶେୟର କରି ଲେଖିଛନ୍ତି, ଦୁନିଆର ସବୁଠାରୁ ବଡ଼ ଶୋ, ଦୁନିଆର ସବୁଠାରୁ ଉଚ୍ଚତମ ବିଲ୍ଡିଂ ଉପରେ ବନ୍ଧୁଙ୍କୁ ଏକ ସହିତ ଆଣୁଛି। ପ୍ରତ୍ୟେକ ଟିକଟ ସାଥିରେ ଏକ ନିଶୁଳ୍କ ଏକ୍ସପୋ 2020 ଦୁବାଇ ଡେ-ପାସ ର ଆନନ୍ଦ ନିଅନ୍ତୁ। ଫ୍ଲାଇ ଏମିରେଟସ, ଫ୍ଲାଇ ବେଟର।