ଜଳପ୍ରପାତ ପାଖରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବାକୁ ଯାଉଥିଲେ ବ୍ୟକ୍ତି ଜଣକ,ଠିକ ସେହି ସମୟରେ ଯାହା ଘଟିଲା,ତାହା ବହୁତ ଦୁଃଖ ଦାୟକ
ଯେକେହି ନିଜ ବିବାହ ପ୍ରପୋଜ କୁ ସ୍ମରଣୀୟ କରିବାକୁ ଚାହାଁନ୍ତି, କିନ୍ତୁ ଏକ ଦମ୍ପତିଙ୍କ ପାଇଁ ଏହା ଏମିତି ଏକ ସମୟ ଥିଲା ଯାହାକୁ ସେମାନେ କେବେବି ଭୁଲି ପାରିବେ ନାହିଁ,ଧରାଯାଉ ତୁମେ ତୁମର ଗର୍ଲଫ୍ରେଣ୍ଡକୁ ସର-ପ୍ରାଇଜି ଦେବା ପାଇଁ ଏକ ସୁନ୍ଦର ଜଳପ୍ରପାତକୁ ନେଇଯାଇଥିଲ, ଏହି ସମୟ ମଧ୍ୟରେ ତୁମେ ତୁମର ସାଥୀଙ୍କୁ ସର-ପ୍ରାଇଜି ଦେବା ପାଇଁ ବିବାହ ପ୍ରପୋଜାଲ ଦେବାପାଇଁ ଚାହୁଁଛନ୍ତି,ଆଉ ନିଜ ନିଜ ପକେଟରୁ ପ୍ରପୋଜାଲ ରିଙ୍ଗ ବାହାର କରିଲେ ଆଉ ପ୍ରପୋଜ କରିବା ପାଇଁ ଆଣ୍ଠୁ ମାଡି ବସିବା ମାତ୍ରେ ହିଁ ରିଙ୍ଗଟି ଜଳପ୍ରପାତରେ ଯାଇ ପଡିଗଲା,ଏହା ପରେ ପରିସ୍ଥିତି କ’ଣ ହେବ, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ, ଜଣେ ବ୍ୟକ୍ତିଙ୍କ ସହ ଠିକ ଏହି ସମାନ ଘଟଣା ଘଟିଲା,ଯେତେବେଳେ ସେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜାଲ ଦେବାପାଇଁ ପାଇଁ ଜଳପ୍ରପାତକୁ ନେଇଗଲେ |
ଜଳପ୍ରପାତ କୂଳରେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ପହଁଞ୍ଜିଲେ ବ୍ୟକ୍ତି ଜଣଙ୍କ :-
ବ୍ୟକ୍ତି ଜଣକ ନିଜ ଗର୍ଲଫ୍ରେଣ୍ଡକୁ ପ୍ରପୋଜ କରିବା ପାଇଁ ଏକ ଗଭୀର ଜଳପ୍ରପାତକୁ ନେଇଗଲେ, ପଥର ନିକଟରେ, ଜଳପ୍ରପାତର କୂଳରେ ଥିବା ଗଭୀର ଘାଇ ନିକଟରେ ସେ ତାଙ୍କ ପ୍ରେମିକାଙ୍କୁ ପ୍ରପୋଜ କରିବାପାଇଁ ଯାଇ ପହଞ୍ଚିଲେ,ସେଠାରେ ସେ ନିଜ ରିଙ୍ଗକୁ ପକେଟରୁ ବାହାର କରିବା ମାତ୍ରେ ହିଁ ହଠାତ୍ ତାଙ୍କ ହାତ ରୁ ଗଳିଗଲା ଆଉ ସିଧା ଯାଇ ଜଳପ୍ରପାତରେ ପଡ଼ିଗଲା,ଏହା ଦେଖି ତାଙ୍କ ଗର୍ଲଫ୍ରେଣ୍ଡ ଆଶ୍ଚର୍ଯ୍ୟ ହୋଇଗଲେ,ସେ ଅତ୍ୟନ୍ତ ଚକିତ ହୋଇଗଲେ, କାରଣ ସେ ତାଙ୍କର ଏହି ମୂଲ୍ୟବାନ ମୁହୂର୍ତ୍ତକୁ ଏପରି ଖରାପ ଅନୁଭୂତି ସହିତ ଶେଷ କରିବାକୁ ଚାହୁଁନଥିଲେ, ସେ ଚାହୁଁଥିଲେ କି ତାଙ୍କ ପ୍ରେମିକ ତାଙ୍କୁ ରିଙ୍ଗ ସହିତ ହିଁ ପ୍ରପୋଜ କରନ୍ତୁ |
ଘାଇରେ ପଡିଲା ରିଙ୍ଗ ତ ଆଶ୍ଚର୍ଯ୍ୟ ହୋଇଗଲେଗର୍ଲଫ୍ରେଣ୍ଡ :-
ବ୍ୟକ୍ତିଙ୍କ ଗର୍ଲଫ୍ରେଣ୍ଡ ଗଭୀର ଘାଇକୁ ଦେଖିବା ଆରମ୍ଭ କରେ ଆଉ ଭାବନ୍ତି କି ପ୍ରପୋଜାଲ ରିଙ୍ଗଟି କୁଆଡେ ଯାଇ ପଡିଲା ବୋଲି, ଆଉ ସେ ସେଠାରେ ଦୀର୍ଘ ସମୟ ଧରି ଠିଆ ହୋଇରହିଥିଲେ,ତା’ପରେ ହଠାତ୍ ପଛରୁ ତାଙ୍କ ପ୍ରେମିକ ଅନ୍ୟ ଏକ ଅସଲି ରିଙ୍ଗ ନେଇ ଆସନ୍ତି,ଆଉ ଏହା ସବୁ ତାଙ୍କ ପ୍ରେମିକଙ୍କ ପ୍ଲାନ ମୁତାବକ ହୋଇଥିଲା,ଆଉ ସେ ଏକ ପ୍ରାଙ୍କ ଭିଡିଓ ସୁଟିଂ କରିଥିଲେ,ପ୍ରେମିକ ଜଣଙ୍କ ତାଙ୍କୁ ଆଶ୍ଚର୍ଯ୍ୟ କରି ଏହି ପ୍ରପୋଜାଲ ଦେବାକୁ ଚାହୁଁଥିଲେ, ଗର୍ଲଫ୍ରେଣ୍ଡ ତାଙ୍କ ପ୍ରେମିକକୁ ଆଣ୍ଠୁରେ ବସି ପ୍ରପୋଜ କରୁଥିବାର ଦେଖିବା ମାତ୍ରେ ହିଁ ବହୁତ ଖୁସି ହୋଇଗଲେ|
ଦେଖନ୍ତୁ ଏହି ପୁରା ଭିଡ଼ିଓ :-
ସୋସିଆଲ ମିଡିଆରେ ଭିଡିଓ ଟି ବହୁତ ପରିମାଣ ରେ ହୋଇଛି ଭାଇରାଲ :-
ଏହି ଭିଡିଓ ସୋସିଆଲ ମିଡିଆର ବାହୁ-ପରିମାଣ ରେ ଭାଇରାଲ ହେଉଅଛି, ଯଦିଓ ଏହି ଭିଡିଓ ପ୍ରାୟ ଦେଢ ବର୍ଷ ପୁରୁଣା ଅଟେ , କିନ୍ତୁ ଏହା ପୁଣି ଥରେ ଇଣ୍ଟରନେଟରେ ଭାଇରାଲ ହେଉଛି,ଏହି ଭିଡିଓଟି ୟୁଟ୍ୟୁବରେ ଅରିଜିନାଲ ଇନ୍ସାଇଡ୍ ଏଡିସନ ଦ୍ୱାରା ସେୟାର କରାଯାଇଥିଲା, ଯାହା 4.7 ଲକ୍ଷରୁ ଅଧିକ ଭ୍ୟୁ ଆସିଥିଲା |