ପ୍ରଥମେ କଲେ ଲଭ ମ୍ୟାରେଜ,ଆଉ ତା ପରେ ସ୍ତ୍ରୀ ଦେଲା ସ୍ୱାମୀକୁ ଯନ୍ତ୍ରଣାଦାୟକ ମୃ-ତ୍ୟୁ, ହ-ତ୍ୟା କରି କାଟିଦେଲା ବେକ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଜବଲପୁରର ପନାଗର ଅଞ୍ଚଳର ମଛଲା ଗ୍ରାମରେ ବୁଧବାର ଦିନ କଟା ମୁଣ୍ଡ ଶ-ବ ମିଳିଛି | ଏହି ମାମଲାକୁ ଗୁରୁବାର ଦିନ ପୋଲିସ ଖୁଲାସା କରିଦେଇଛି | ପୋଲିସ ଅନୁଯାୟୀ, ଏହି ହ-ତ୍ୟା ମୃତକଙ୍କ ସ୍ତ୍ରୀ ହିଁ କରାଇଥିଲା | ମୃତକଙ୍କ ସ୍ତ୍ରୀ ଉଷା ମିଶ୍ର ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ପାଇଁ ୨ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ | ଉଷା ଏହି ହତ୍ୟାକାଣ୍ଡକୁ ଘଟାଇବା ପାଇଁ ମୃତକଙ୍କ ସାଙ୍ଗକୁ ମୋହରା କରିଥିଲା |

୨୪ ଘଣ୍ଟା ମଧ୍ୟରେ ପୋଲିସ କଲା ହ-ତ୍ୟା-କା-ଣ୍ଡ-ର ଖୁଲାସା :-

ପୋଲିସ ଅନୁଯାୟୀ, ଏହି ହତ୍ୟା ଘଟଣା ଘଟାଇବା ପାଇଁ ମୃତକ ନରେଶ ମିଶ୍ରଙ୍କ ସ୍ତ୍ରୀ ଉଷା ମିଶ୍ର ମୃତକଙ୍କ ସାଙ୍ଗ ଅଖିଲେଶ ବିଶ୍ୱକର୍ମାଙ୍କୁ ଫୋନ କଲେ ଏବଂ ୨ ଲକ୍ଷ ଟଙ୍କାରେ ନରେଶଙ୍କ ହତ୍ୟା କରାଇବା ପାଇଁ ସୁପାରୀ ଦେଲେ | ଉଷା କହିବାରୁ ଅଖିଲେଶ ପ୍ଲାନ ଅନୁଯାୟୀ ଏହି ଘଟଣା ଘଟାଇଛନ୍ତି |

ପୋଲିସ ଯେତେବେଳେ ଏହି ମାମଲାରେ ଉଷାଙ୍କୁ କଠୋର ଭାବରେ ପଚରାଉଚରା କଲା, ସେତେବେଳେ ସେ ସବୁ ସତ କଥା ବାନ୍ତି କରିଦେଲା | ଉଷା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଆଜିକାଲି ବହୁତ ହଇରାଣ କରୁଥିଲେ | ମଦ ନିଶାରେ ତାଙ୍କ ସହିତ ମାରପିଟ କରୁଥିଲେ, ସେହି କାରଣରୁ ସେ ବହୁତ ରାଗି ଯାଇଥିଲେ |

ଉଷାଙ୍କର ଦ୍ୱିତୀୟ ସ୍ୱାମୀ ଥିଲା ନରେଶ :-

ପୋଲିସ ଅନୁଯାୟୀ ଉଷାଙ୍କର ନରେଶଙ୍କ ସହିତ ଦ୍ୱିତୀୟ ବିବାହ ହୋଇଥିଲା | ଏହା ପୂର୍ବରୁ ଉଷା ଗୋଟିଏ ହୋଟେଲରେ କାମ କରୁଥିଲେ, ସେଠାରେ ହିଁ ତାଙ୍କର ମୃତକ ନରେଶଙ୍କ ସହିତ ଦେଖା ହୋଇଥିଲା | ଏହି ଦେଖାସାକ୍ଷାତ ପ୍ରେମରେ ବଦଳିଗଲା ଏବଂ ଦୁହେଁ ପରସ୍ପର ମଧ୍ୟରେ ପ୍ରେମ ବିବାହ କରିଲେ |

ନରେଶଙ୍କ ପ୍ରପର୍ଟି ଉପରେ ଉଷାଙ୍କର ନଜର ଥିଲା :-

ଏହା ମଧ୍ୟ କୁହାଯାଉଛି ଯେ ଉଷାଙ୍କ ନଜର ନରେଶଙ୍କ ପ୍ରପର୍ଟି ଉପରେ ଥିଲା | ତେବେ ଉଷାଙ୍କର ନରେଶଙ୍କ ଠାରୁ କୌଣସି ସନ୍ତାନ ନଥିଲା, ତେଣୁ ଉଷା ନରେଶଙ୍କୁ ସବୁବେଳେ ନିଜ ପ୍ରଥମ ସ୍ୱାମୀର ପୁଅ ନାମରେ ସବୁ ସମ୍ପତ୍ତି କରିବାକୁ କହୁଥିଲେ |

Leave A Reply

Your email address will not be published.