ଦେଖନ୍ତୁ ଭିଡ଼ିଓ : ହେ ଭଗବାନ …କାନ୍ଧରେ ବିଶାଳକାୟ ଅଜଗରକୁ ନେଇ ମସ୍ତୀରେ ବୁଲୁଛନ୍ତି ବ୍ୟକ୍ତିଜଣକ,ଭିଡିଓ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ !

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ|ଭିଡିଓରେ ଜଣେ ବ୍ୟକ୍ତି ନିଜର କାନ୍ଧରେ ଏକ ବିଶାଳକାୟ ସାପ ଧରି ଚିଡିଆଖାନାରେ ପଶୁଥିବା ଦେଖାଯାଏ|ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତି ଅଜଗରକୁ ଲମ୍ବା ଶରୀର କାରଣରୁ କିଛି ଦୂରତାରେ ପଛରେ ଚାଲୁଅଛି|ଏପରି ଲାଗୁଛି ଯେ ଅଜଗର ତାକୁ ନେଇକି ଯିବା ସମ୍ପର୍କରେ ପୁରାପୁରି ପ୍ରସ୍ତୁତ ରହିଛି ଓ ତା କାନ୍ଧରେ ଲଦି ହୋଇଛି|ଯେପରିକି ଏହା ତାର ଦୈନନ୍ଦିନ କାମ ଓ ଉଵୟ ଉଭୟଙ୍କୁ ଭଲ ଭାବରେ ଜାଣନ୍ତି|ଗୋଟିଏ କୋଠରୀରେ ଯିବା ପୂର୍ବରୁ ଅଜଗର ରାସ୍ତାରେ ଧକ୍କା ହେବାରୁ ବଞ୍ଚିବା ପାଇଁ ନିଜର ମୁଣ୍ଡ ହଲାଉଥିବା ଦେଖାଯାଏ|

କିଛି ଲୋକ ବିଶାଳକାୟ ଜୀବଜନ୍ତୁଙ୍କ ସହ ଖେଳନା ଭଳି ଖେଳିଥାନ୍ତି|ଯଦିଓ ଏହା ତାଙ୍କ ଚାକିରୀର ଅଂଶ ହୋଇଥାଏ କିନ୍ତୁ ତାଙ୍କ ଚେହେରାରେ ଖୈପ ଫଳରେ ଦୋସ୍ତି ନଜର ଆସେ|ସୋସିଆଲ ମିଡିଆରେ ଚିଡ଼ିଆଖାନାର ଏକ ଅଜଵଗଜବ ଭିଡିଓ ଭାଇରାଲ ହେଉଛି|ଏଥିରେ ଜେ ଵ୍ରୁଅର ନାମକ ବ୍ୟକ୍ତି ନିଜ କାନ୍ଧରେ ଵଡ ସାପ ଉଠେଇଛନ୍ତି|

View this post on Instagram

A post shared by hepgul5 😊 (@hepgul5)

ଜେ ବ୍ରୁଅର ସୋସିଆଲ ମିଡିଆରେ ବହୁ ଆକ୍ଟିଭ ରହିଥାନ୍ତି|ସେ ପଶୁପକ୍ଷୀଙ୍କ ସହ ବନ୍ଧୁ ଭଳି ଖେଳାବୁଲା କରିଥାନ୍ତି|ସାଧାରଣତଃ ଲୋକମାନେ ଛୋଟ ସାପ ଦେଖିଲେ ଡରି ଯାଇଥାନ୍ତି|କିନ୍ତୁ ସେ ସାପ ସହ ନିବିଡ ସମ୍ପର୍କ ସ୍ଥାପନ କରିଛନ୍ତି|ଏହି ଭାଇରାଲ ଭିଡିଓରେ ହଳଦିଆ ରଙ୍ଗର ବିଶାଳକାୟ ସାପ କାନ୍ଧରେ ପକାଇ ବୁଲୁଛନ୍ତି|

ଏହି ସାପ ଭିଡିଓରେ ଦେଖାଯାଉଥିବା ହଳଦିଆ ରଙ୍ଗର ସାପ ୨୨ ଫୁଟର ଉର୍ଦ୍ଧ୍ବ ଲମ୍ବା ଅଟେ|ଏହାକୁ ଦେଖି କେହି ବି ଡରିଯିବେ କିନ୍ତୁ ଜୋ ବ୍ରୁଅର ଏହାକୁ କାନ୍ଧରେ ପକାଇ ବୁଲୁଛନ୍ତି|ସେ କ୍ୟାପ୍ସନରେ ଲେଖିଛନ୍ତି ଯେତେବେଳେ ଏତେବଡ ସାପକୁ ଉଠାଇବା ପାଇଁ ଆଖପାଖର ଯେତେବେଳେ କେହି ନାହିଁ ତେଣୁ ସେ ପୁରୁଣା ଉପାୟ ଆପଣେଇ ଥିଲେ|ଏହାକୁ ହେପଗୁଲ ୟୁଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯାହାକୁ ଏପର୍ଯ୍ୟନ୍ତ ୮୪୦୦ ରୁ ଊର୍ଦ୍ଧ୍ବ ଲାଇକ ମିଳିଛି|

Leave A Reply

Your email address will not be published.