ଫ୍ଲିପକାର୍ଟ ମୋବାଇଲ ସେଲ: ମାତ୍ର ୧୬୦୦ ଟଙ୍କା ଦେଇ କିଣନ୍ତୁ ସାମସଙ୍ଗର ଏହି ଦମଦାର 5G ସ୍ମାର୍ଟଫୋନ ! ଜାଣନ୍ତୁ କେମିତି ପାଇବେ !

0

Get real time updates directly on you device, subscribe now.

ଫ୍ଲିପକାର୍ଟରେ ମୋବାଇଲ ବୋନାଜା ସେଲ ଚାଲୁରହିଛି। ଏହି ସେଲ କେବଳ ଜାନୁଆରୀ 10 ରୁ ଆରମ୍ଭ ହୋଇ ଜାନୁଆରୀ 11 ଯାଏଁ ଚାଲିବ। ମାନେ ସେଲର ଆଜି ହେଉଛି ଶେଷଦିନ। ସେଲ ରେ ମହଙ୍ଗାରୁ ମହଙ୍ଗା ମୋବାଇଲ ବହୁତ ଶସ୍ତା ଦରରେ ମିଳୁଛି। ମୋବାଇଲ ବୋନାଜା ସେଲରେ 5G ସ୍ମାର୍ଟଫୋନ ଧୂମ କରୁଛି। ଯଦି ଆପଣ ଏହି 5G ସେଟ କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ଏହି ସେଲ ଖାଆସ ଆପଣଙ୍କ ପାଇଁ ଅଟେ। ଏହି ଫୋନକୁ ବହୁତ ଶସ୍ତାରେ କିଣାଯାଇପାରିବ। SAMSUNG GALAXY F24 5G ମୋବାଇଲକୁ ଆପଣ କେବଳ 1649 ଟଙ୍କାରେ କିଣିପାରିବେ।

ମୋବାଇଲରେ ମିଳୁଛି ସାଂଘାତିକ ଡ଼ିସ୍କାଉଣ୍ଟ:-

ମୋବାଇଲର ଅସଲି ଦାମ ହେଉଛି 23,999 ଟଙ୍କା। କିନ୍ତୁ ସେଲରେ ମାତ୍ର ଏହା 20,999 ଟଙ୍କାରେ ମିଳୁଛି ଓ ଏ ହଜାର ଟଙ୍କା ଶସ୍ତା ରହିଛି। ଏହାବ୍ୟତୀତ ମୋବାଇଲରେ ଅନ୍ୟ ଅଫର୍ସ ମଧ୍ୟ ରହିଛି ଯାହାଦ୍ୱାରା ମୋବାଇଲ ମୂଲ୍ୟ ବହୁତ କମ ହୋଇଯିବ।

ଏହାଉପରେ ବ୍ୟାଙ୍କ ଅଫର:-

ଏହି ଫୋନକୁ ଯଦି ଆପଣ କ୍ରେଡିଟ କିମ୍ବା ଡେବିଟ କାର୍ଡ଼ରେ କିଣୁଛନ୍ତି ତାହେଲେ ଏଥିରେ ଆପଣଙ୍କୁ 3 ହଜାର ଛାଡ଼ ଓ 900 ଟଙ୍କାର ଡିସ୍କାଉଣ୍ଟ ମିଳିବ ମାନେ ଫୋନର ମୂଲ୍ୟ 17,099 ଟଙ୍କା ହୋଇଯିବ। ଏହାପରେ ଯଦି ଆପଣ ଏକ୍ସଚେଞ୍ଜ କରୁଛନ୍ତି ତାହେଲେ ଏହାର ଦର ଆହୁରି କମିଯିବ।

SAMSUNG GALAXY F42 ଉପରେ ଏକ୍ସଚେଞ୍ଜ ଅଫର:-

ଏହି ଫୋନ ଉପରେ 15,450 ଟଙ୍କାର ଏକ୍ସଚେଞ୍ଜ ଅଫର ମିଳୁଛି। ଯଦି ଆପଣ ନିଜର ପୁରୁଣା ମୋବାଇଲ ଏକ୍ସଚେଞ୍ଜ କରୁଛନ୍ତି ତାହେଲେ ଏତିକି ପ୍ରାପ୍ତ କରିପାରିବେ। କିନ୍ତୁ ଏତିକି ଅଫ ଆପଣଙ୍କୁ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ଫୋନ କଣ୍ଡିସନ ଭଲ ଥିବ ଓ ଲାଟେଷ୍ଟ ମଡେଲ ମଧ୍ୟ ହୋଇଥିବ। ଯଦି ଆପଣ 15,450 ଟଙ୍କା ଅଫ ପାଇବାରେ ସକ୍ଷମ ହୋଇଯିବେ ତାହେଲେ ଏହା ଆପଣଙ୍କୁ 1,649 ଟଙ୍କାରେ ମିଳିବ।

Leave A Reply

Your email address will not be published.