ଚାକିରୀ ସହିତ ଆରମ୍ଭ କରନ୍ତୁ ଏହି ସୁପରହିଟ୍ ବ୍ୟବସାୟ ! ଆଉ ମାତ୍ର 15 ମିନିଟ୍ ଦେଇ ପ୍ରତି ମାସରେ ଲକ୍ଷ ଲକ୍ଷ ରୋଜଗାର କରନ୍ତୁ, ଜାଣନ୍ତୁ କିପରି|

0

Get real time updates directly on you device, subscribe now.

ମାହାଙ୍ଗାଇ ବଢୁଥିବା ଭିତରେ ବର୍ତ୍ତମାନ ଲୋକମାନେ ଚାକିରି ବ୍ୟତୀତ ଏକ୍ସଷ୍ଟ୍ରା-ଇନକମ୍ କରିବାର ଉପାୟ ମଧ୍ୟ ଖୋଜୁଛନ୍ତି, ପ୍ରକୃତ ରେ, ଆଜିକାଲି, ଗୋଟେ ପରିବାରକୁ ଖାଲି ଦରମାରେ ଚଳାଇବା ମଧ୍ୟବିତ୍ତ ପରିବାରଲୋକଙ୍କ ପାଇଁ ଏକ ବଡ଼ ଚୂନତି ଅଟେ,ଯଦି ଆପଣ ମଧ୍ୟ ଆପଣଙ୍କ ଚାକିରି ସହିତ ଅତିରିକ୍ତ ଟଙ୍କା ରୋଜଗାର କରିବାକୁ ଚାହୁଛନ୍ତି ,ତେବେ ଆମେ ଆଜି ଆପଣଙ୍କ ପାଇଁ ସର୍ବୋତ୍ତମ ରୋଜଗାରର ର ଆଇଡ଼ିଆ ଆଣିଛୁ,ଏଠାରୁ ଆପଣ ପ୍ରତି ମାସରେ ବଡ ଟଙ୍କା ରୋଜଗାର କରିପାରିବେ |

ବ୍ୟବସାୟ ପାଇଁ ଦମ୍-ଦାର ଆଇଡ଼ିଆ :-

ଏହି ବ୍ୟବସାୟ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କାମ ପାଇଁ ଆପଣଙ୍କୁ ଘରୁ ବାହାରକୁ ଯିବା ମଧ୍ୟ ଆବଶ୍ୟକ ନାହିଁ,ଏହି ବ୍ୟବସାୟ କୁ ଆପଣ ଚାକିରି ସମୟରେ, ଯାତ୍ରା ସମୟରେ, ଗାଁ, ସହର କିମ୍ବା ଯେକୌଣସି ସ୍ଥାନରେ ମଧ୍ୟ କରିପାରିବେ, ଏଥିପାଇଁ ଆପଣଙ୍କୁ କୌଣସି ବଡ ସ୍ଥାନ କିମ୍ବା ଅଧିକ ଟଙ୍କା ଦରକାର ନାହିଁ,ଏହି ବ୍ୟବସାୟ ପାଇଁ, ଆପଣଙ୍କ ପାଖରେ କେବଳ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ଥିବା ଆବଶ୍ୟକ,ଆସନ୍ତୁ ଜାଣିବା ଏହି ଖାସ ବ୍ୟବସାୟ ବିଷୟରେ ଯେଉଁଠାରୁ ଆପଣ ଭଲ ଟଙ୍କା ରୋଜଗାର କରିପାରିବେ |

ଯଦି ଆପଣଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଅଛି, ତେବେ ଆପଣ କରିପାରିବେ ବହୁତ ରୋଜଗାର :-

ଯଦି ଆପଣଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଥାଏ ତେବେ ଆପଣ ବହୁତ ରୋଜଗାର କରିପାରିବେ, କାରଣ ଆଜିକାଲି ଫଟୋ ର ବହୁତ ଚାହିଦା ଅଛି,ଯଦି ଆପଣ ଫଟୋଗ୍ରାଫିକୁ ଭଲ ପାଆନ୍ତି, ତେବେ ଆପଣ ଫଟୋ କୁ ବିକ୍ରି କରି ମଧ୍ୟ ଅତିରିକ୍ତ ରୋଜଗାର କରିପାରିବେ,ଷ୍ଟକ୍ ଫଟୋଗ୍ରାଫି ୱେବସାଇଟ୍ ଗୁଡିକ ନିଜ ଭିତରେ ଫଟୋଗୁଡ଼ିକର ଭଣ୍ଡାର ଅଟେ ଯାହା ପ୍ରାୟ ପ୍ରତ୍ୟେକ ବିଷୟକୁ କଭର କରେ ,ଆସନ୍ତୁ ଜାଣିବା ଏହା କିପରି କାମ କରେ |

ଫଟୋଗ୍ରାଫରମାନେ ସେମାନଙ୍କର ଫଟୋକୁ ଡାଟାବେସର ଯେକୌଣସି କ୍ୟାଟେଗୋରି ରେ ଅପଲୋଡ୍ କରିପାରିବେ,ଏଥିପାଇଁ, ଆପଣ ଯେକୌଣସି ପତ୍ରିକା ସମ୍ପାଦକ, ଡିଜାଇନର୍ କିମ୍ବା ସଂଗଠନକୁ ୱେବସାଇଟ୍ ସହିତ ସଂଯୋଗ କରିପାରିବେ,ଯାହାଫଳରେ ଲୋକମାନେ ଆପଣଙ୍କ ଫଟୋ ଏଠାରୁ କିଣି ପାରିବେ,ଷ୍ଟକ୍ ୱେବସାଇଟ୍ ମାଧ୍ୟମରେ ଆପଣ ଆପଣଙ୍କର ଫଟୋକୁ ଅନେକ ଥର ବିକ୍ରି କରିପାରିବେ, ଫଟୋ ୱେବସାଇଟ୍ ତାଲିକାରେ ଶଟରଷ୍ଟକ୍, ଫୋଟୋଶେଲ୍ଟର୍ ଏବଂ ଗେଟୀ ଇମେଜ୍ ପରି ବଡ ନାମ ଅନ୍ତର୍ଭୁକ୍ତ ଅଛି, ଏହା ଆପଣଙ୍କ ପାଇଁ ରୋଜଗାରର ଏକ ଅଦ୍ଭୁତ ଉପାୟ ଅଟେ |

ଭିଡିଓ ମାଧ୍ୟମରେ ମଧ୍ୟ ହୋଇପାରିବ ରୋଜଗାର :-

ଆଜିକାଲି ୟୁଟ୍ୟୁବର ଙ୍କ ଚ୍ୟାନେଲ ବି ବହୁତ ବେଶି ଅଛି, ଗତ କିଛି ବର୍ଷ ମଧ୍ୟରେ, ୟୁଟ୍ୟୁବ୍ ଭିଡିଓ କ୍ୟାଣ୍ଟେଣ୍ଟ ର ଏକ ବୃହତ ଉତ୍ସ ଭାବରେ ସାମ୍ନାକୁ ଆସିଛି,ଆଜିର ସମୟରେ, ୟୁଟ୍ୟୁବରେ ନିଜର ଆକାଉଣ୍ଟ୍ ନଥିବା କୌଣସି ବ୍ୟକ୍ତି ନଥିବେ, ବଡ କମ୍ପାନୀ ଠାରୁ ଆରମ୍ଭ କରି ଫିଲ୍ମଷ୍ଟାର ଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ, ଅନେକ ଲୋକ ୟୁଟ୍ୟୁବ୍ କିମ୍ବା ଭିଡିଓ କଣ୍ଟେଣ୍ଟ୍ ମାଧ୍ୟମରେ ବଡ଼ ଟଙ୍କା ରୋଜଗାର କରୁଛନ୍ତି |
ପ୍ରକୃତରେ,ଲୋକମାନେ ସେମାନଙ୍କର ଭିଡିଓକୁ ମୋନେଟାଇଜ୍ କରିବା ପାଇଁ ଏକ ସବସ୍କ୍ରିପସନ୍ ଫି ଚାର୍ଜ କରିପାରିବେ କିମ୍ବା ସେମାନେ କେବଳ ପଇସା ଦେଇ କଣ୍ଟେଣ୍ଟ୍ ଦେଖିବା ପାଇଁ ପାସୱାର୍ଡ ସୁରକ୍ଷା ମଧ୍ୟ ସଂସ୍ଥାପନ କରିପାରିବେ, ଯାହା ଦ୍ୱାରା ଆପଣ ଏଥିରୁ ମଧ୍ୟ ଭଲ ଟଙ୍କା ରୋଜଗାର କରିପାରିବେ,ୟୁଟ୍ୟୁବରେ ଭିଡିଓଗୁଡିକମଧ୍ୟରେ କିଛି ଏପରି ଭିଡ଼ିଓ ବି ଥାଏ ଯାହାକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଆପଣଙ୍କୁ ସବସ୍କ୍ରିପସନ୍ ଫି ମାଗିଥାଏ, ତେଣୁ ଘରେ ବସି ଟଙ୍କା ରୋଜଗାର କରିବା ପାଇଁ ଏହା ମଧ୍ୟ ଏକ ଭଲ ଉପାୟ ହୋଇପାରେ |

Leave A Reply

Your email address will not be published.