ବାହାଘର ଦିନ ବର କରୁଥିଲା ଡ୍ୟାନ୍ସ , ଆଉ ଠିକ୍ ସେତିକିବେଳେ କନ୍ୟା କାଢ଼ିଲା ଚପଲ,ଆଉ ତାପରେ ଯାହା ହେଲା …..ଦେଖନ୍ତୁ ଭିଡ଼ିଓ !
ବିବାହ ସମସ୍ତଙ୍କ ପାଇଁ ଗୋଟିଏ ବିଶେଷ ସୁଯୋଗ ହୋଇଥାଏ । ସବୁଠାରୁ ଅଧିକ ବିଶେଷ ଏହା ବର- କନ୍ୟାଙ୍କ ପାଇଁ ହୋଇଥାଏ । ଏଥିରେ ବର କନ୍ୟା ବହୁତ୍ ଏଞ୍ଜୟ୍ କରିବାକୁ ଚେଷ୍ଟା କରନ୍ତି, କାରଣ ବିବାହ ଜୀବନରେ କେବଳ ଥରେ ହିଁ ହୋଇଥାଏ । ଏହି ଅବସରରେ ଆଜିକାଲିର ବର କନ୍ୟା ଡାନ୍ସ କରୁଥିବାର ମଧ୍ୟ ଦେଖାଯାଆନ୍ତି । ବର କନ୍ୟାଙ୍କ ଡାନ୍ସ ଭିଡିଓ ଦେଖି ଲୋକଙ୍କୁ ବହୁତ୍ ଭଲ ଲାଗେ ।
ବାସ୍ତବରେ ଆଜିକାଲିର ବର କନ୍ୟା ନିଜ ବିବାହ ପୂର୍ବରୁ ଡାନ୍ସ ପାଇଁ ପ୍ରସ୍ତୁତି କରିଥାନ୍ତି । ଏହାପରେ କୌଣସି ବିଶେଷ ଅବସରରେ ସେମାନେ ଡାନ୍ସ କରି ସମସ୍ତଙ୍କୁ ଚକିତ କରିଦିଅନ୍ତି । ଆପଣ ଷ୍ଟେଜରେ ବର କନ୍ୟାଙ୍କ ଡାନ୍ସ ର ଅନେକ ଭିଡିଓ ଦେଖିଥିବେ । ଆଜି ଆମେ ଯେଉଁ ଭିଡିଓ ନେଇ ଆସିଛୁ, ସେଥିରେ ବର କନ୍ୟା ରାସ୍ତା ମଝିରେ ନିଜ ଡାନ୍ସ ଦ୍ଵାରା ଲୋକଙ୍କୁ ଖୁସି କରାଇ ଦିଅନ୍ତି ।
ବର କନ୍ୟାଙ୍କ ଡାନ୍ସ ର ଜବରଦସ୍ତ ଷ୍ଟାଇଲ :-
ଭିଡିଓରେ ବର କନ୍ୟାଙ୍କ ଡାନ୍ସ କରିବାର ଷ୍ଟାଇଲ ଦେଖି ଆପଣଙ୍କୁ ନିଜ ଆଖି ଉପରେ ଭରସା ହେବ ନାହିଁ । ଆପଣ ଦେଖିପାରିବେ ଯେ ବର କନ୍ୟା ବ୍ୟାଣ୍ଡ ବାଜାରେ ଜବରଦସ୍ତ ଡାନ୍ସ କରୁଛନ୍ତି । ଏହି ଦୁଇଜଣଙ୍କ ଡାନ୍ସ ଦେଖି ସମ୍ପର୍କୀୟ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ଭିଡିଓରେ ଦେଖାଯାଇପାରେ ଯେ ପ୍ରଥମେ ବର ରାସ୍ତା ଉପରେ ବ୍ୟାଣ୍ଡ ବାଜା ସହିତ ଡାନ୍ସ କରିବାକୁ ଲାଗେ । ଏହି ସମୟରେ ବର ନିଜ କନ୍ୟା ଆଡ଼କୁ ଡାନ୍ସ କରିବାପାଇଁ ଈଶାରା କରେ ।
ଭିଡିଓରେ ଆପଣ ଦେଖିପାରିବେ ଯେ ବର ନିଜ କନ୍ୟାକୁ ଈଶାରା କରିବା ମାତ୍ରେ ହିଁ କନ୍ୟା ନିଜ ଚପଲ ଖୋଲି ସାଇଡ ରେ ରଖିଦିଏ ଏବଂ ତାପରେ ଏମିତି ଡାନ୍ସ କରେ ଯେ ସେଠାରେ ଉପସ୍ଥିତ ସମ୍ପର୍କୀୟ ଏବଂ ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି । ଭିଡିଓ ଦେଖିଲେ ଆପଣଙ୍କୁ ମଧ୍ୟ ସେ ଦୁହିଁଙ୍କ ଡାନ୍ସ ବହୁତ୍ ଭଲ ଲାଗିବ ।
ଦେଖନ୍ତୁ ଭିଡିଓ :-
ଭାଇରାଲ ହେଉଛି ଭିଡିଓ :-
View this post on Instagram
ଏହି ଡାନ୍ସ ଭିଡିଓ କୁ instagram ରେ weddingsfever ନାମକ ଆକାଉଣ୍ଟ ରୁ ସେୟାର କରାଯାଇଛି । ଭିଡିଓ ସେୟାର କରି କ୍ୟାପସନ୍ ରେ ଲେଖାଯାଇଛି, ‘ ଯେତେବେଳେ ଆପଣ ନିଜ ବେଷ୍ଟ ଫ୍ରେଣ୍ଡ୍ ସହିତ ବିବାହ କରନ୍ତି, ସେତେବେଳେ ଏହି ଏକ୍ସାଇଟମେଣ୍ଟ ରହିଥାଏ ।’ ଭିଡିଓ ଦେଖିବାପରେ ଲୋକମାନେ ଅନେକ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।