ଯଦି ଆପଣ ଚାକିରୀ ସହିତ ଘରେ ସହଜରେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ଯାହା କି ବିନା କିଛି ପରିଶ୍ରମ ରେ ତେବେ ଏହି ଖବର ଆପଣଙ୍କ ପାଇଁ ଖାସ୍ ଅଟେ,ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ଆଣିଛୁ ଯାହା ଦ୍ୱାରା କି ଆପଣମାନେ କୌଣସି ବି କଠିନ ପରିଶ୍ରମ ନ କରି ମିନିଟରେ ହିଁ ହୋଇପାରିବେ କୋଟିପତି,ଯଦି ଆପଣଙ୍କ ପାଖରେ ମଧ୍ୟ 786 ନମ୍ବର ଵାଲା କୌଣସି ବି 1, 5, 10, 20, 50 କିମ୍ବା 100 କିମ୍ବା 2000 ଟଙ୍କା ନୋଟ୍ ଅଛି, ତେବେ ଆପଣ ଘରେ ବସି ରାତା-ରାତି ହୋଇପାରିବେ କୋଟିପତି, ଆସନ୍ତୁ ଜାଣିବା ଏହି ନୋଟ୍ ର କଲେକ୍ସନ ରୁ ଆପଣ କିପରି ବହୁ ଅର୍ଥ ଉପାର୍ଜନ କରିପାରିବେ |
ଅନେକ ଲୋକ କରନ୍ତି ପୁରୁଣା ନୋଟ୍ ର କଲେକ୍ସନ୍:-
ଆଜିକାଲି ଲୋକମାନେ ପୁରୁଣା ଆଉ ଅନୋଖା ମୁଦ୍ରା ସବୁର କଲେକ୍ସନ କରିବାକୁ ବହୁତ ପସନ୍ଦ କରନ୍ତି,ପୁରୁଣା ମୁଦ୍ରା କଲେକ୍ସନ କରିବା ତାକୁ ସେଭ୍ କରିବା ଆଜିକାଲି ଟ୍ରେଣ୍ଡ ରେ ଅଛି,କିନ୍ତୁ କଣ ଆପଣ ଜାଣନ୍ତି କି ଏହି ସୌକ ଆପଣଙ୍କୁ କୋଟି-ପତି କରିପାରେ ବୋଲି,ଯାହା ପୁଣି କୌଣସି କଠିନ ପରିଶ୍ରମ ବିନା,ଆଜି ଆମେ ଆପଣଙ୍କୁ କିଛି ବିଶେଷ ନୋଟ୍ ବିଷୟରେ କହୁଛୁ, ଯେଉଁଥିରୁ କି ଆପଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ,ଯଦି ଆପଣଙ୍କ ପାଖରେ କୌଣସି ବି ନୋଟ୍ ରେ 786ନମ୍ବର ଅଛି, ତେବେ ଆପଣ ଏହାକୁ ଇ-ବେ (Ebay, Website) ରେ ବିକ୍ରି କରିପାରିବେ,ଏହି ୱେବସାଇଟ୍ ଟି ସପୂର୍ଣ ଭାବେ ପୁରୁଣା ନୋଟ୍ କିମ୍ବା ମୁଦ୍ରା ବିକ୍ରୟ ପାଇଁ ଅଟେ |
786 ସଂଖ୍ୟାରେ କ’ଣ ଅଛି ଖାସ୍?
ଧର୍ମ ଆଉ ଭାଗ୍ୟ ଉପରେ ବିଶ୍ୱାସ କରୁଥିବା ଲୋକମାନଙ୍କର ଏଠି ଅଭାବ ନାହିଁ,ଅନ୍ୟ ପଟେ, ବହୁତ ଲୋକ ଏମିତି ବି ଅଛନ୍ତି କି ଯେଉଁମାନେ ପୁରାତନ ଜିନିଷ ସଂରକ୍ଷଣ କରନ୍ତି,ଇସଲାମରେ 786 ସଂଖ୍ୟାର ମହତ୍ ରହିଛି ଆଉ ମୁସଲମାନ ଜନସଂଖ୍ୟା ଏହାକୁ ଅତି ପବିତ୍ର ବୋଲି ମାନନ୍ତି,ହେଲେ 786 କୁ ନେଇ ଭିନ୍ନ-ଭିନ୍ନ ଧାର୍ମିକ ବିଶେଷଜ୍ଞ ମାନଙ୍କର ଅଲଗା-ଅଲଗା ମତ ରଖିଛନ୍ତି,786 କୁ ଖାଲି ମୁସଲିମ୍ ହିଁ ନୁହଁ ବରଂ ସବୁ ଜାତି-ସମୁଦାୟ ର ଲୋକମାନେ ଆକୁ ବହୁତ ଶୁଭ ବୋଲି ମାନନ୍ତି |
କେଉଁଠାରେ ଆଉ କିପରି ବିକ୍ରୟ କରାଯିବ ଏହି ନୋଟ?
-ଏହି ନୋଟ୍ ବିକ୍ରୟ କରିବାକୁ, ଆପଣ ପ୍ରଥମେ www.ebay.com କୁ ଯାଆନ୍ତୁ |
-ଏବେ ହୋମ୍ ପେଜ ରେ ରେଜିଷ୍ଟ୍ରେସନ କରନ୍ତୁ |
-ଏଠାର ଆପଣ ନିଜକୁ ‘ବିକ୍ରେତା’ ଭାବରେ ରେଜିଷ୍ଟ୍ରେସନ କରନ୍ତି |
-ଏହାପରେ, ଆପଣ ନିଜ ନୋଟର ଏକ ସ୍ପଷ୍ଟ ଫଟୋ ନିଅନ୍ତୁ ଆଉ ଏହାକୁ ଏହି ସାଇଟରେ ଅପଲୋଡ୍ କରନ୍ତୁ |
-ତା’ପରେ,Ebay ଆପଣଙ୍କ ଆଡ଼ କୁ ସେମାନଙ୍କୁ ଦେଖାଇବ ଯେଉଁମାନେ ପୁରୁଣା ନୋଟ୍ ଆଉ ମୁଦ୍ରା କିଣିବାକୁ ଭଲ ପାଆନ୍ତି ଆଉ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି |
-ବର୍ତ୍ତମାନ ଯେଉଁମାନେ ଏହି ପୁରାତନ ନୋଟ୍ କିଣିବାକୁ ଆଗ୍ରହୀ, ସେମାନେ ଆପଣଙ୍କ ସହିତ ଯୋଗାଯୋଗ କରିବେ |
-ଏଠାରେ ଆପଣ ଏହି ଲୋକମାନଙ୍କ ସହିତ ଯୋଗାଯୋଗ କରିବେ ଆଉ ଆପଣ ନିଜ ନୋଟ୍ ପାଇଁ ଟଙ୍କା ବି ମୋଲ-ଚାଲ କରିପାରିବେ |
-ଏହା ପରେ, ସଠିକ୍ ମୂଲ୍ୟ ପାଇବା ପରେ ଆପଣ ଆପଣଙ୍କର ନୋଟ୍ ବିକ୍ରି କରିପାରିବେ |
କେଉଁ-କେଉଁ ନୋଟ୍ ର ଚାହିଦା ଅଛି?
ସେଥିପାଇଁ ଲୋକମାନେ ଏହି ସଂଖ୍ୟାରେ ସବୁକିଛିର ଯତ୍ନ ନିଅନ୍ତି,ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ପାଖରେ ମଧ୍ୟ ଏହି ବିଶେଷ ନମ୍ବର 786 ନୋଟ୍ ଅଛି, ତେବେ ଆପଣ ମଧ୍ୟ ସହଜରେ ଘରେ ବସି ହୋଇପାରିବେ କୋଟିପତି, Ebay ୱେବସାଇଟରେ ରେଜିଷ୍ଟ୍ରେସନ କରି, ଆପଣ ଏହି ନମ୍ବର ଵାଲା – 5, 10, 20, 50, 100, 200, 500, 2000 ଟଙ୍କା ନୋଟ୍ ସବୁ କୁ ବିକ୍ରି କରିପାରିବେ,ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ,ଆପଣ ଘରେ ବସି ଏହି ନୋଟ୍ କୁ ଅତି ସହଜରେ ବିକ୍ରି କରିପାରିବେ, କେବଳ ଏତିକି ନୁହେଁ, ଆପଣ ଏଥିରୁ ଭଲ ଲାଭ ମଧ୍ୟ କରିପାରିବେ |