ଛୋଟ ପିଲାଟି ଇଂଜିନିୟର ମାନଙ୍କର ଉଡାଇଲା ଧଜିଆ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସବୁ ଛୁଆର ଇଚ୍ଛା ହୋଇଥାଏ କିଛି ହେବା ପାଇଁ|ସେ ଛୋଟବେଳୁ ଭାବି ନେଇଥାନ୍ତି ଯେ ପ୍ରକୃତରେ ବଡ ହେଲେ ତାଙ୍କୁ କ’ଣ ବନିବାକୁ ହେବ|ଛୋଟବେଳୁ ସେ ସେହି କାମରେ ଲାଗି ରହିଥାନ୍ତି ଯାହା କରିବା ତାଙ୍କର ବହୁ ପସନ୍ଦ ହୋଇଥାଏ|ଏପର୍ଯ୍ୟନ୍ତ କିଛି ଛୁଆ ଛୋଟବେଳୁ ନିଜ ମା ବାପାଙ୍କୁ ଏହା କହିଥାନ୍ତି ଯେ ବଡ ହେଲେ କ’ଣ କରିବେ?ଏଵେ ଏପରି ଏକ ମଜାଳିଆ ଭିଡିଓ ଭାଇରାଲ ହେଉଛି|ଭିଡିଓରେ ଗୋଟିଏ ଛୁଆ ବଡ ହେଲେ ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଥାଏ|ସେ ଛୁଆ ଇଞ୍ଜିନିୟର ବନିବାକୁ ଏଥିପାଇଁ ଚାହିଁଥାନ୍ତି ଯେ ତାକୁ ଲାଗେ ଯେ ଇଞ୍ଜିନିୟରିଂ ରେ ପାଠପଢା ହୁଏ ନାହିଁ|ହଁ ଆଜ୍ଞା ଭାଇରାଲ ଭିଡିଓରେ ଛୁଆ ଏହା କହୁଥିବା ଦେଖାଯାଏ|

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ଛୁଆର ମା ତାକୁ ପଢାଇଥାଏ ଓ ସେତେବେଳେ ସେ କୈାଣସି କଥାରେ‌ ରାଗିଯାଏ|ତା ମା ବିଳମ୍ବିତ ରାତି ପର୍ଯ୍ୟନ୍ତ ପଢିବାକୁ ବାଧ୍ୟ କରେ କିନ୍ତୁ ଛୁଆ କାନ୍ଦିକି କହିଥାଏ ଯେ ସ୍କୁଲରେ ଅଧଘଣ୍ଟା ପଢାଇ ହୋଇଥାଏ|ପୁଣି ତା ମା କହିଥାଏ ଯେ ପଢିଲେ ଡାକ୍ତର ପୋଲିସ ଵନିବ|ଏହା ଶୁଣି ଛୁଆ କାନ୍ଦିଥାଏ ଓ କହେ ଇଞ୍ଜିନିୟର ବନିବାକୁ ପଡିବ|କାରଣ ଇଞ୍ଜିନିୟର ପଢ଼ାପଢ଼ି କରନ୍ତି ନାହିଁ|ସୋସିଆଲ ମିଡିଆରେ ଏହି ଭିଡିଓ ଜମେଇକି ଭାଇରାଲ ହୋଇଗଲା|

View this post on Instagram

A post shared by Meme wala (@memewalanews)

ଛୁଆର କାନ୍ଦୁଥିବାର ଭିଡିଓ ଲୋକଙ୍କୁ ପସନ୍ଦ ଆସୁଛି ଓ ଇଞ୍ଜିନିୟରର ଜମେଇକି ମଜାକ ଉଡାଉଛନ୍ତି|କିଛି ଲୋକ ଏହି ଭିଡିଓକୁ ଦେଖିବାପରେ କହିଲେ ଭାଇ ଏପରି କ’ଣ ପାଇଁ ଶିଖାଉଛ ଛୁଆକୁ , ଇଞ୍ଜିନିୟର ବନିବା ପାଇଁ ମଧ୍ୟ ପଢିବାକୁ ପଡେ|ଆଉଜଣେ ଲେଖିଛନ୍ତି ଛୁଆ ଠିକ କହୁଛି|ଆଉଜଣେ ଲେଖିଛନ୍ତି ଛୋଟ ଛୁଆକୁ କେତେ ଜଣା,ଏହି ଭିଡିଓ ପ୍ରକୃତରେ ମଜାଦାର|

ଏହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ଆପଣ ଭିଡିଓକୁ ମେମ ବାଲା ନିଉଜ୍ ପେଜରେ ଦେଖିପାରିବେ|ଏଥିରେ ହଜାର ହଜାର ଲାଇକ ଓ କମେଣ୍ଟ ମିଳୁଛି|ଏହାର କମେଣ୍ଟ ସେକ୍ସନରେ ଇମୋଜି ଭରପୂର ରହିଛି|ଏହି ଭିଡିଓ ବହୁ ଭାଇରାଲ ହେଉଛି|ଏହା ଲୋକଙ୍କୁ ଏତେ ପସନ୍ଦ ଆସୁଛି ଯେ ତାକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେୟାର କରୁଛନ୍ତି|

Leave A Reply

Your email address will not be published.