ବାଦାମ ଚୋରୀ କରୁଥିଲା ଗ୍ରାହକ,ଆଉ ଦୋକାନୀ ଜାଣିଲା ପରେ ବୁଦ୍ଧି ଶିଖାଇବା ପାଇଁ କଲା ଏମିତି କାମ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଚୋର ବହୁତ ଚାଲାକ ହୋଇଥାଏ ଓ ଆପଣଙ୍କ ନାକତଳେ ଵିନା କୈାଣସି ଡରରେ ନାକ ତଳେ ଚୋରି କରିଥାଏ|ଯଦିବି ଆପଣ ନଜର ମିଶେଇ ତା ସହ କଥା କରୁଛନ୍ତି‌ ପୁଣି ସେ ତା କାମ ସହଜରେ କରିଥାଏ|ହଁ ଆଜ୍ଞା ସୋସିଆଲ ମିଡିଆରେ ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି|ଯେତେବେଳେ ଜଣେ ବ୍ୟକ୍ତି ଦୋକାନୀ ସାମ୍ନାରେ ଚୋରି କରିବାକୁ ଚେଷ୍ଟା କରିଥିଲେ|ଯଦିଓ ଏହି ସମୟରେ ରେଡହ୍ୟାଣ୍ଡରେ ଧରାପଡିଲେ ପୁଣି ତାହାକୁ ଦୋକାନୀ ଯେଉଁ ଶିକ୍ଷା ଦେଇଥିଲେ ଆମକୁ ଭିଡିଓରେ ଦେଖିବା ଆବଶ୍ୟକ|

ଭିଡିଓରେ ଜଣେ ବ୍ୟକ୍ତି ସଡକ ପାଖରେ ଗୋଟିଏ ଦୋକାନୀ ଠାରୁ ବାଦାମ କିଣିବାକୁ ବସିଥିବା ଦେଖାଯାଏ|ଯେତେବେଳେ ଦୋକାନୀ ବାଦାମ ପ୍ୟାକ କରିବାକୁ ନିଜର ଅର୍ଡର ପ୍ରସ୍ତୁତ କରିବାକୁ ହୋଇଥାଏ ବ୍ୟକ୍ତି ଦୋକାନୀ ସାମ୍ନାରେ ଚୋରି ତଥା ପ୍ୟାକେଟରେ ମୁଠାଏ ବାଦାମ ଚୋରି କରିଥାଏ|ଏହା ଭାବି ଯେ ସେ ଦୋକାନୀକୁ ସହଜରେ ଚକମା ଦେଇପାରେ|ସେ ବ୍ୟକ୍ତି ପକେଟରେ ମୁଠାଏ ବାଦାମ ଚୋରି କରିବାକୁ ଚେଷ୍ଟା କରିଥାଏ|

ଯଦିଓ ଦୋକାନୀ ଏପରି ଲାଗୁଥିଲା ଯେ ସେ ଧ୍ୟାନ ଦେଉନଥିଲା ସେ ଏପରି କାମ କଲା ଯାହାକୁ ଦେଖି କୁହାଯାଇଥାଏ ଯେ ତାକୁ ସହଜରେ ମୁର୍ଖ ବନାଯାଇ ପାରିବ ନାହିଁ|ଚୋରର ଚାଲାକି ବଦଳରେ ଦୋକାନୀ ଜବରଦସ୍ତ ବୁଦ୍ଧି ଶିଖେଇଲା ଓ ତାକୁ ନିର୍ବୋଧ ବନାଇଲା|ସେ ବ୍ୟକ୍ତିକୁ କହିଲା ଯେ ପଛକୁ ଦେଖ ଓ ପୁଣି ଚୁପଚାପ ବାଦାମ ପ୍ୟାକ କରିବା ସମୟରେ ପକେଇଲା|ଭିଡିଓକୁ ଇନଷ୍ଟାଗ୍ରାମ ପେଜରେ ହିସାବ ବରାବର ଟେକ୍ସଟ ସହ ପୋଷ୍ଟ କରିଥିଲେ|ପୋଷ୍ଟ ୪ ଲକ୍ଷରୁ ଉର୍ଦ୍ଧ୍ବ ଲାଇକ ସହ ଭାଇରାଲ ହୋଇଥିଲା|

Leave A Reply

Your email address will not be published.