ଏହି ଚମତ୍କାର ସ୍କିମ ଦ୍ୱାରା ଘରେ ବସି ମାଗଣାରେ ପାଆନ୍ତୁ ପ୍ରତି ମାସରେ ୨୫୦୦ ଟଙ୍କା, ଜାଣନ୍ତୁ କଣ ରହିଛି ପୁରା ପ୍ରୋସେସ

0

Get real time updates directly on you device, subscribe now.

ଯଦି ଆପଣ ବିନା ରିସ୍କରେ ଘରେ ବସି ପଇସା ନେବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅଟେ | କାରଣ ପୋଷ୍ଟ ଅଫିସର ଚମତ୍କାର ସ୍କିମ ଦ୍ୱାରା ଆପଣ ଘରେ ବସି ପ୍ରତି ମାସରେ ୨୫୦୦ ଟଙ୍କା ରୋଜଗାର କରିପାରିବେ | ମାସର ୧ ତାରିଖରେ ଆପଣଙ୍କ ଖାତାକୁ ପଇସା ଟ୍ରାନ୍ସଫର କରି ଦିଆଯିବ | ଏହାସହିତ ପୋଷ୍ଟ ଅଫିସର ଯେକୌଣସି ସ୍କିମରେ କୌଣସି ପ୍ରକାରର ରିସ୍କ ନଥାଏ |

ଆପଣଙ୍କୁ କହିରଖୁଛୁ ଯେ ଆପଣ ପୋଷ୍ଟ ଅଫିସ ସେଭିଙ୍ଗ ସ୍କିମ ସହିତ ଯୋଡି ହେବାପାଇଁ ବୟସର ସୀମା ମଧ୍ୟ ନାହିଁ | ପିଲା ୧୦ ବର୍ଷର ହୋଇଯିବା ପରେ ତା ନାମରେ ଏହି ସ୍କିମ ଅଧୀନରେ ଖାତା ଖୋଲାଯାଇପାରିବ | ବାସ ଥରେ ପଇସା ଲଗାଇ ଆରାମରେ ଘରେ ବସି ସୁଧର ପଇସା ନେଇ ଚାଲନ୍ତୁ | କେବଳ ଏତିକି ନୁହେଁ, ଆପଣଙ୍କର ମୂଳ ସୁରକ୍ଷିତ ଆପଣଙ୍କ ଖାତାରେ ହିଁ ପଡି ରହିବ |

ଫାଇଦା ହିଁ ଫାଇଦା :-

ଆପଣଙ୍କୁ କହିରଖୁଛୁ ଯେ ଏହି ଆକାଉଣ୍ଟର ଅନେକ ବେନେଫିଟ ରହିଛି | ଏହି ଆକାଉଣ୍ଟ ୧୦ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ନାମରେ ମଧ୍ୟ ଖୋଲା ଯାଇପାରିବ | ଯଦି ଆପଣ ଏହି ସ୍ପେଶାଲ ଖାତା ନିଜ ପିଲାମାନଙ୍କ ନାମରେ ଖୋଲୁଛନ୍ତି, ତେବେ ପ୍ରତି ମାସରେ ଆପଣଙ୍କୁ ଯେଉଁ ଇଣ୍ଟେରେଷ୍ଟ ମିଳିବ, ତାକୁ ଆପଣ ଟିଉସନ ଫିସ ଦେଇପାରିବେ | କେବଳ ଏତିକି ନୁହେଁ, ଯଦି ଆପଣ ଏହି ଇନକମକୁ ବଢାଇବାକୁ ଚାହାନ୍ତି, ତେବେ ବିନିଯୋଗର ପଇସା ବଢାଇବାକୁ ପଡିବ | ଏହାପରେ ପ୍ରତି ମାସରେ ଅଧିକ ଆମାଉଣ୍ଟ ମଧ୍ୟ ପାଇପାରିବେ |

ଏଠାରୁ ବୁଝିନିଅନ୍ତୁ :-

ଯଦି ଆପଣଙ୍କ ପିଲାର ବୟସ ୧୦ ବର୍ଷ ହୋଇଥାଏ ଏବଂ ଆପଣ ତା ନାଁରେ ୨ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ପ୍ରତି ମାସରେ ଆପଣଙ୍କ ସୁଧ ୬.୬ ପ୍ରତିଶତର ବର୍ତ୍ତମାନ ଦରରେ ୧୧୦୦ଟଙ୍କା ହେବ | ପାଞ୍ଚ ବର୍ଷରେ ଏହି ସୁଧ ମୋଟ ୬୬ ହଜାର ଟଙ୍କା ହେବ ଏବଂ ଶେଷରେ ଆପଣଙ୍କ ୨ ଲକ୍ଷ ଟଙ୍କା ରିଟର୍ନ ମଧ୍ୟ ହୋଇଯିବ | ଏହିପରି ଛୋଟ ପିଲାମାନଙ୍କ ପାଇଁ ଆପଣଙ୍କୁ ୧୧୦୦ ଟଙ୍କା ମିଳିବ, ଯାହାକୁ ଆପଣ ତାର ପାଠପଢ଼ାରେ ବ୍ୟବହାର କରିପାରିବେ | ଅଭିଭାବକଙ୍କ ପାଇଁ ଏହି ରାଶି ଗୋଟିଏ ଭଲ ସାହାଯ୍ୟ ହୋଇପାରିବ | ବିନିଯୋଗରେ ପଇସା ବଢିଲେ ମାସିକ ରୋଜଗାର ମଧ୍ୟ ବଢ଼ିଯିବ |

Leave A Reply

Your email address will not be published.