ESIC ତରଫରୁ ନିଯୁକ୍ତି ! ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ ଆବେଦନ କରନ୍ତୁ ! ଜାଣନ୍ତୁ କେମିତି ଆବେଦନ କରିବେ !

0

Get real time updates directly on you device, subscribe now.

କର୍ମଚାରୀ ରାଜ୍ୟ ବୀମା ନିଗମ ତରଫରୁ ୧୦ମ ଶ୍ରେଣୀ ପାସ କରିଥିବା ପିଲାମାନଙ୍କ ପାଇଁ ଆସିଲା ଖୁସି ଖବର। ଏଠାରେ ୧୦ମ ଶ୍ରେଣୀ ଠାରୁ ଆରମ୍ଭ କରି ଗ୍ରାଜୁଏଟ୍ସ କରିଥିବା ପ୍ରାର୍ଥୀମାନେ ୩୬୦୦ଟି ପଦବୀ ପାଇଁ ଆବେଦନ କରିପାରିବେ। ଏହି ଆବେଦନରେ ପ୍ରଥମ ଶ୍ରେଣୀ କ୍ଲର୍କ, ଷ୍ଟୋନୋଗ୍ରାଫର ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ଅନେକ ପଦବୀ ଖାଲିପଡିଛି।

ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ esic.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ପଦକ୍ଷେପ ସବୁ ଏହି ଅଫିସିଆଲ ୱେବସାଇଟରେ ଦିଆଯାଇଛି।

ପଦବୀ ବିବରଣୀ: ୩୬୦୦

ପ୍ରଥମ ଶ୍ରେଣୀ କ୍ଲର୍କ:

ଷ୍ଟୋନୋଗ୍ରାଫର:

ମଲ୍ଟି ଟାକ୍ସିଂ ଷ୍ଟାଫ:

ଜରୁରୀ ତାରିଖ:-

ଆବେଦନ କରିବା ପାଇଁ ୧୫ ଫେବୃଆରୀ ୨୦୨୨ ହେଉଛି ଶେଷ ତାରିଖ।

ଶିକ୍ଷାଗତ ଯୋଗ୍ୟତା:-

ନୋଟିଫିକେସନ ଅନୁସାରେ, ପ୍ରଥମ ଡିଭିଜନ କ୍ଲର୍କ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛା କରୁଥିବା ପ୍ରାର୍ଥୀମାନେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ନିଶ୍ଚିତ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ। ଏହା ସହ ଆବେଦକଙ୍କ ପାଖରେ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଥିବା ଜରୁରୀ। ଅନ୍ୟ ପଦବୀ ପାଇଁ ଜଡିତ ତଥ୍ୟ ଅଫିସିଆଲ ୱେବସାଇଟକୁ ଯାଇ ଆପଣ ଚେକ କରିପାରିବେ।

ବୟସର ସୀମା:-

ଆବେଦନ କରିବାକୁ ଚାହୁଁଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ବୟସ ୧୮ ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଏଥିରେ ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ମଧ୍ୟ ରଖାଯାଇଛି।

ଦରମା:-

ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ଦରମା ରଖାଯାଇଛି।

ଆବେଦନ ଶୁଳ୍କ:-

ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀମାନଙ୍କ ପାଇଁ ୫୦୦ ଟଙ୍କାର ଆବେଦନ ଶୁଳ୍କ ରଖାଯାଇଛି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ୨୫୦ ଟଙ୍କା ଲେଖାଏଁ ଏବଂ ସମସ୍ତ ମହିଳା ପ୍ରାର୍ଥୀମାନଙ୍କ ପାଇଁ ୨୫୦ ଟଙ୍କା ଲେଖାଏଁ ଆବେଦନ ଶୁଳ୍କ ରଖାଯାଇଛି।

ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କre କ୍ଲିକ କରନ୍ତୁ:-

https://www.esic.nic.in/recruitments/index/page:1

Leave A Reply

Your email address will not be published.