ନଈ ପାର ହେବା ପାଇଁ ଯୁବକ ବାଛିଲେ ସହଜ ଉପାୟ ,ମାତ୍ର ଶେଷରେ କିଛି ଘଟିଲା ଏହି ପରି ଘଟଣା,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ଭାଇରାଲ ଏହି ଭିଡ଼ିଓ ରେ , ମାତ୍ର ତାଙ୍କର ଏହି ପ୍ରୟାସ ତାଙ୍କୁ ଭସାଇ ଦେଲା । ଭିଡ଼ିଓ ଟି ଜଣେ ବ୍ୟକ୍ତି ନଈ କୁ ପାର କରିବା ପାଇଁ ସହଜ ରାସ୍ତା କୁ ଆପଣେଇ ଥିଲେ ବହୁତ୍ ମଜାଦାର ହୋଇଛି ।

କୁହାଯାଏ ମଣିଷ ଜୀବନ ରେ ନିଜ ସୁବିଧା ପାଇଁ ସହଜ ଉପାୟ ବାଛିବା ଉଚିତ୍ ନୁହଁ । କାରଣ ସହଜ ଓ ସରଳ ଉପାୟ ସଫଳତା କୁ ଅଟକେଇ ଦେଇଥାଏ । ଏହା ପରେ ମଧ୍ୟ ମଣିଷ ନିଜ ସୁବିଧା ପାଇଁ କିଛି ଜିନିଷ ପାଇବା ପାଇଁ ସହଜ ଉପାୟ ଆପଣେଇ ଥାଏ । ମାତ୍ର ଏହା ଅନେକ ଥର କ୍ଷତି ମଧ୍ୟ ପହଞ୍ଚାଇ ଥାଏ । ସେଥିପାଇଁ ସବୁବେଳେ ଏଥିରୁ ବଞ୍ଚିବା ପାଇଁ କୁହାଯାଇଥାଏ । ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ୍ ହୋଇ ଥାଏ ଯେଉଁଥିରେ କିଛି ଭିଡ଼ିଓ ସର୍ତ୍କଟ ସହିତ ଜଡିତ ମଧ୍ୟ ଥାଏ । ଏହି ପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇ ଥାଏ । ଜଣେ ବ୍ୟକ୍ତି ନଈକୁ ପାର କରିବା ପାଇଁ ସହଜ ରାସ୍ତାକୁ ଆପଣେଇ ଥିଲେ ବହୁତ୍ ମଜାଦାର ହୋଇଛି ଯାହାକୁ ଦେଖି ଆପଣ ମଧ୍ୟ ହସି ହସି ଗଡି ଯିବେ ।

View this post on Instagram

A post shared by Earth Reels (@earth.reel)

ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ନଈ ରୁ ପାର ହୋଇ ଆର ପଟ କୁ ଯିବାର ଥିଲା , ଯେଉଁଠାରେ କିଛି ନୌକା ଲାଗିଥିଲା । ସେ ନଇକୁ ପାର କରିବା ପାଇଁ ଗଛ ର ଡାଳ କୁ ଧରି ପାର ହେବାକୁ ଲାଗିଲା । ପୁଣି କିଛି ଲୋକ ସାହସ ଦେଉଥିଲେ ଯେଉଁଥିରେ ସେ ଧୀରେଧୀରେ ଚେଷ୍ଟା କରି ଆର ପାରିକୁ ପହଞ୍ଚି ତ ଯାଏ ମାତ୍ର ପହଞ୍ଚିବା ପରେ ସେ ଯେମିତି ଡ଼ାଳକୁ ଛାଡିଛି ତାର ପାଦ ଖସି ଯାଏ ଓ ସେ ପାଣି ରେ ପଡି ଯାଏ । ସହଜ ଉପାୟ ଚକରରେ ସେ ପାଣିରେ ପୁରା ଓଦା ହୋଇଯାଏ । ଯାହାଠୁ ବଞ୍ଚିବା ପାଇଁ ସେ ସହଜ ଟି କୁ ବାଛିଲା ସେହିଥିରେ ହିଁ ପଡ଼ିଲା ।

Instagram ରେ ଏହି ମଜାଦାର ଭିଡ଼ିଓ କୁ earth.reel  ନାମକ ଆଇଡିରୁ ସେୟାର କରା ଯାଇଥିଲା । ଏହା କେଉଁ ଜାଗର ଘଟଣା ଜଣା ପଡି ନାହି , ମାତ୍ର ଯେଉଁ ଆଇଡିରୁ ଏହାକୁ ସେୟାର କରା ଯାଇଛି , ତାହା ଇରାନ ତେହରାନର ଅଟେ । ଏହି ଭିଡ଼ିଓ କୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୨୭ ହଜାର ରୁ ଅଧିକ ଥର ଦେଖା ଯାଇ ସାରିଛି , ହଜାର ଲୋକ ଏହାକୁ ଲାଇକ ମଧ୍ୟ କରିଛନ୍ତି । କେତେ ଲୋକ ଭିଡ଼ିଓ ଦେଖି ମଜାଦାର କମେଣ୍ଟ କରିଛନ୍ତି । ଏମିତି ରେ ସୋସିଆଲ ମିଡିଆରେ ରେ ଅନେକ ମଜାଦାର ଭିଡ଼ିଓ ଦେଖିବାକୁ ମିଳେ ମାତ୍ର ଏହି ପରି ଭିଡ଼ିଓ କମ ଦେଖିବାକୁ ମିଳେ । ଯାହା ଆଶ୍ଚର୍ଯ୍ୟ କରାଇବା ସହିତ ହସାଇ ମଧ୍ୟ ଥାଏ ।

Leave A Reply

Your email address will not be published.