ଯଦି ଆପଣ ମ୍ୟାଗିର‌ ଫ୍ୟାନ ହୋଇଥାନ୍ତି ତେଵେ ଏ ଭିଡିଓ ଦେଖିଲେ ଆପଣ ରାଗରେ ଗର୍ଜିବେ ! ବୁଦ୍ଧି ବିଚାରି ଦେଖନ୍ତୁ ଏହି ଭିଡିଓ !

0

Get real time updates directly on you device, subscribe now.

ଅଜବ ଖାଦ୍ୟ କମ୍ବିନେସନ: ଯେତେବେଳେ ମ୍ୟାଗିର କଥା ଉଠେ,ତେଵେ ସ୍ୱାଦିଷ୍ଠ ନୁଡୁଲ୍ସ ବନାଇବା ପାଇଁ ସମସ୍ତଙ୍କ ନିଜସ୍ଵ ତରିକା ହୋଇଥାଏ|କିଛି ଲୋକ ଏହାକୁ ବହୁ ପରିବା ସହ ପସନ୍ଦ କରୁଥିବାବେଳେ କିଛି ଲୋକ ଏହାର ସୁପି ପସନ୍ଦ କରିଥାନ୍ତି|ଯଦିଓ ପୂର୍ବ ମାସରେ ଆମେ ସ୍ନାକ୍ସ ସହ କିଛି ଅଜବଗଜଵ ପ୍ରୟୋଗ ଦେଖିଥିଲେ|ଫେଣ୍ଟା ମ୍ୟାଗି ଠାରୁ ନେଇ ମ୍ୟାଗି ମିଲ୍କ ସେକ ପର୍ଯ୍ୟନ୍ତ ଡିସ ସହ କିଛି ସୁପର ଅଜବ ପରିକ୍ଷଣ ହୋଇଥିଲା ଓ ଏହାର ଲିଷ୍ଟ ସମାପ୍ତ ହୋଇନାହିଁ|

ଗଜିଆବାଦର ଜଣେ ଷ୍ଟ୍ରିଟ ଫୁଡ ବିକ୍ରେତାର କୋକାକୋଲା ସହ ମ୍ୟାଗି ବନାଇବା ଭିଡିଓ ଅନଲାଇନ ଭାଇରାଲ ହୋଇଛି|ହଁ ଆଜ୍ଞା ମୁଁ ମଜା କରୁ ନାହିଁ|ଭାଇରାଲ ହେଉଥିବା ଭିଡିଓ କ୍ଲିପକୁ ଭୁକ୍କଡ ଦିଲ୍ଲୀର ଇନଷ୍ଟାଗ୍ରାମ ପେଜରେ ସେୟାର କରାଯାଇଛି|ଅଜିବ ଖାଦ୍ୟ ବନାଇବାକୁ ଷ୍ଟ୍ରିଟ ଫୁଡ ବିକ୍ରେତା ଗୋଟିଏ ପ୍ଯାନରେ କିଛି ତେଲ ଓ ପରିବା ଢାଳିଲେ ଏହାପରେ କିଛି ଲୁଣ ଓ ମସାଲା ଢାଳିଲେ ଓ ମିଶ୍ରଣରେ ଗୋଟିଏ ଛୋଟ କୋକାକୋଲା ବୋତଲ ଢାଳିଲେ|

ପୁଣି ଦୋକାନୀ ନୁଡୁଲ୍ସରେ ମ୍ୟାଗି ମସାଲା ଢାଳିଲା ଓ ଡିସ ସିଝିବାକୁ ପ୍ୟାନ ଢାଙ୍କିଦେଲା|ପୋଷ୍ଟର କ୍ୟାପ୍ସନ ମୁତାବକ ଗାଜିଆବାଦର ସାଗର ପିଜା ପଏଣ୍ଟରେ କୋକାକୋଲା ସହ ମ୍ୟାଗି ମିଳେ|ଅନଲାଇନ ଭିଡିଓ ସେୟାର କରିବା ପରେ ଭିଡିଓକୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି|ଲୋକମାନେ ଅଜବ ଏକ୍ସପେରିମେଣ୍ଟକୁ ନେଇ ବହୁ ନାରାଶ ଥିଲେ ଓ ପ୍ରତିକ୍ରିୟା ପ୍ରକାଶ ପାଇ କମେଣ୍ଟ ବକ୍ସରେ ଲେଖିଥିଲେ|

Leave A Reply

Your email address will not be published.