ବଡ ଖବର : ଦେଶର ମହିଳାମାନଙ୍କୁ ସରକାର ଦେବେ ୬,୦୦୦ ଟଙ୍କା ! ତିନୋଟି କିସ୍ତିରେ ମିଳିବ ଟଙ୍କା ! ବାସ ଯେତେ ଶୀଘ୍ର ପାରୁଛନ୍ତି ଏହି କାମକୁ କରାଇ ନିଅନ୍ତୁ !

0

Get real time updates directly on you device, subscribe now.

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ଅନେକ ପ୍ରକାର ସ୍ୱତନ୍ତ୍ର ଯୋଜନା ସବୁ ପରିଚାଳିତ ହେଉଅଛି, ଯାହା ଅଧୀନରେ ଲୋକମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଅଛି। ମୋଦୀ ସରକାର ଦେଶରେ ଥିବା ମହିଳା, ଗରିବ, କୃଷକ ଆଦି ସମସ୍ତ ବର୍ଗମାନଙ୍କ ପାଇଁ ଅଲଗା ଅଲଗା ପ୍ରକାର ଯୋଜନା ସବୁ କାର୍ଯ୍ୟକାରୀ କରୁଛନ୍ତି, ସେମାନଙ୍କୁ ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି। ଆମେ ଆଜି ଆପଣମାନଙ୍କୁ କେନ୍ଦ୍ର ସରକାରଙ୍କର ଏମିତି ଏକ ଯୋଜନା ବିଷୟରେ କହିବା ପାଇଁ ଯାଉଛୁ, ଯାହା ଅଧୀନରେ ମହିଳାମାନଙ୍କର ଆକାଉଣ୍ଟକୁ ୬,୦୦୦ ଟଙ୍କା ଲେଖାଏଁ ଟ୍ରାନ୍ସଫର କରାଯାଉଛି।

ଏହି ଯୋଜନା ଅନୁସାରେ ମହିଳାମାନଙ୍କୁ ୬୦୦୦ ଟଙ୍କା ଦିଆଯାଉଛି:-

କେନ୍ଦ୍ର ସରକାରଙ୍କର ଏହି ଯୋଜନାର ଲାଭ କେବଳ ମହିଳାମାନଙ୍କୁ ଦିଆଯାଉଅଛି। ଏହି ଯୋଜନାର ନାମ ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା (PMMVY ସ୍କିମ୍) ଅଟେ, ଯାହା ଅଧୀନରେ ସରକାର ମହିଳାମାନଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। ତେବେ ଆସନ୍ତୁ ଏହି ସ୍କିମ ବିଷୟରେ ସମ୍ପୂର୍ଣ ଜାଣିବା।

ଏହି ଯୋଜନାକୁ ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା:-

ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନାରେ ପ୍ରଥମ ଥର ଗର୍ଭଧାରଣ କରୁଥିବା ମହିଳାମାନେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଯୋଜନା ଅନୁସାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଏହି ଯୋଜନାକୁ ୨୦୧୭ ମସିହା ଜାନୁୟାରୀ ୧ ତାରିଖରେ ଆରମ୍ଭ ହୋଇଥିଲା। ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା ନାମରେ ଜଣାଯାଇଥାଏ।

ଏଥିରେ ଆବେଦନ କିଏ କରିପାରିବ:-

ଏହି ଯୋଜନାରେ ସମସ୍ତ ଗର୍ଭବତୀ ମହିଳାମାନେ ଆବେଦନ କରିପାରିବେ।

ଏଥିପାଇଁ କେଉଁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ହେବ:-

– ମାଆ, ବାପାଙ୍କର ଆଧାର କାର୍ଡ

– ମାଆ, ବାପାଙ୍କର ପରିଚୟ ପତ୍ର

– ଶିଶୁର ଜନ୍ମ ପ୍ରମାଣପତ୍ର- ବ୍ୟାଙ୍କ ଆକାଉଣ୍ଟର ପାସ୍ ବୁକ

କେମିତି ଟଙ୍କା ମିଳିଥାଏ:-

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛିକି ଉଭୟ ମା’ ଏବଂ ଶିଶୁର ଯତ୍ନ ନେଇ ହେଉଥିବା ଆବଶ୍ୟକ। ଯେଉଁଥିପାଇଁ ସରକାର ସେମାନଙ୍କୁ ୬,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଇସାକୁ ସରକାର ୩ଟି ପର୍ଯ୍ୟାୟ ମାଧ୍ୟମରେ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଲେଖାଏଁ ଗର୍ଭବତୀ ମହିଳାଙ୍କୁ ଦିଆଯାଇଥାଏ। ଆଉ ଶେଷକୁ ସରକାର ଶିଶୁର ଜନ୍ମ ସମୟରେ ୧୦୦୦ ଟଙ୍କା ହସ୍ପିଟାଲରେ ଦେଇଥାନ୍ତି।

ଆପଣ ଅଫିସିଆଲ ୱେବସାଇଟ ପରିଦର୍ଶନ କରି

ଏହି ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇପାରିବେ। ଆପଣ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ଅଧିକ ସୂଚନା ପାଇପାରିବେ। https://wcd.nic.in/schemes/pradhan-mantri-matru-vandana-yojana

Leave A Reply

Your email address will not be published.