ନିୟମ ନ ମାନିଲେ କରାଯିବ ଲକଡାଉନ୍ ! ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ !

0

Get real time updates directly on you device, subscribe now.

ଏବେ ଏବେ କୋରାନାର ଆସିଥିବା ନୂଆ ଭ୍ୟାରିଏଣ୍ଟକୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲା କୁ ପୁଣି ଥରେ ଲକ୍ ଡାଉନ୍ ଓ ଏବେ ଏବେ କୋରାନାର ଆସିଥିବା ନୂଆ ଭ୍ୟାରିଏଣ୍ଟକୁ ଲକ୍ଷ କରି ସରକାର ସମସ୍ତ ଜିଲ୍ଲାକୁ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ହେବାର ଖବର ଦେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଏହି ରୋଗକୁ ରୋକିବା ପାଇଁ ଲକଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା ।

ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆଙ୍କ ମତରେ ଟୀକା ନେଇଥିବା ଲୋକମାନେ ସୁସ୍ଥ ଅବସ୍ଥାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନହେବେ ତାହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁକୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକଡାଉନ୍ କରିବା ପାଇଁ । ସଟଡାଉନ୍ ହେବାର ଖବର ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଏହି ରୋଗକୁ ରୋକିବା ପାଇଁ ଲକ୍ ଡାଉନ୍ ହିଁ ସବୁଠାରୁ ବିଶେଷ ଆବଶ୍ୟକତା । ଡକ୍ଟର ଚନ୍ଦ୍ରକାନ୍ତ ଭାରିନିଆଙ୍କ ମତରେ ଟୀକା ନେଇଥିବା ଲୋକ ମାନେ ସୁସ୍ଥ ଅବସ୍ଥାରେ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଡକ୍ଟର ରେହେନିଆ ମଧ୍ୟ କହିଛନ୍ତି କି ଲୋକେ ତୃତୀୟ ଟୀକା ନେବା ମଧ୍ୟ ଆବଶ୍ୟକ । ଲୋକେ ସତର୍କ ନହେଲେ କିଛି ସୁବିଧା ହେବ ନାହିଁ । ଆହୁରି ଓମିକ୍ରମ୍ ବଢିବାର ଭୟ ମଧ୍ୟ ରହିଥାଏ । ଯଦି ଲୋକେ ସତର୍କ ନହେବେ ତା ହେଲେ ଭୟଙ୍କର ରୂପ ଦେଖିବା ପାଇଁ ମିଳିବ । ଏହି ସବୁକୁ ରୋକିବା ପାଇଁ ସରକାର ପୁଣି ଥରେ ବାଧ୍ୟ ହେବେ ଲକ୍ ଡାଉନ୍ କରିବା ପାଇଁ ।

ସରକାର ଏହି ନୂତନ ଭ୍ୟାରିଏଣ୍ଟ ପାଇଁ ଖୁବ୍ ଚିନ୍ତିତ ଅବସ୍ଥାରେ ରହିଛନ୍ତି ଓ ଯାହା ପାଇଁ ସେ ସ୍ବାସ୍ଥ୍ୟ ସଚିବ , ଉନ୍ନୟନ କମିଶନ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ମାନଙ୍କ ଉପସ୍ଥିତି ରେ ମାନନୀୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈଠକ ବସାଇଥିଲେ । ମୁଖ୍ୟମନ୍ତ୍ରୀ ଏଥିରେ ପ୍ରମୁଖ କଥାଟିଏ କହିଛନ୍ତି କି କିଭଳି ଭାବରେ ଉଭୟ ଜୀବନ ଓ ଜୀବିକା ଉପରେ ଗୁରୁତ୍ବ ଦିଆ ଯାଇପାରିବ । ଆଉ ସରକାର ବିଶେଷ ଉପରେ ସମସ୍ତ ଲୋକଙ୍କୁ କୋଭିଡ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି । ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.