ବ୍ୟକ୍ତି ଜଣଙ୍କ ନିଜ ଅନ୍ତବସ୍ତ୍ର ଭିତରେ ପୁରାଇଲେ ନିଆଁ,ଷ୍ଟଣ୍ଟ ଚକରରେ ଜଳିଗଲା ଚାଚାଙ୍କର ପ୍ରାଇଭେଟ ପାର୍ଟ ! ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ପ୍ରାୟ ପ୍ରତିଦିନ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ମଜାଳିଆ ତ ଆଉ କେତେକ ଆଶ୍ଚର୍ଯ୍ୟ ଜନିତ ହୋଇଥାଏ ତଥାପି, ବେଳେବେଳେ ଭିଡିଓ ଗୋଟେ ଭିନ୍ନ କୋଣରୁ ମଧ୍ୟ ଆରମ୍ଭ ହୁଏ,କିନ୍ତୁ ଏହାର ଶେଷ ସେପରି ହୁଏନାହିଁ ଯେପରି ଭବା ଯାଇଥାଏ,ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଏଥିରେ ଜଣେ ବ୍ୟକ୍ତି ଜଳୁଥିବା ଗୋଟେ କାଠ ସହିତ ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା, ବ୍ୟକ୍ତି ଜଣକ କାଠକୁ ନିଜ ଅନ୍ତ ବସ୍ତ୍ରରେ ପୁରେଇଲେ ଆଉ ଏହା ପରେ ଯାହା ହେଲା ତାହା ଭିଡିଓ କୁ ଭାଇରାଲ୍ କରିଦେଲା |

ଭିଡିଓରେ ଜଣେ ବ୍ୟକ୍ତି ନଜର ଆସିଛନ୍ତି ଯିଏ ତାଙ୍କ ହାତରେ ଜଳୁଥିବା କାଠ ଟେ ଅଛି,ବ୍ୟକ୍ତି ଜଣକ ପ୍ରଥମେ ଏହି କାଠକୁ ପବନରେ ହଲାଇଲେ, ଆଉ ଏହା ପରେ ସେ ଷ୍ଟଣ୍ଟ କରିବା ସମୟରେ କାଠକୁ ନିଜ ଅନ୍ତ ବସ୍ତ୍ରରେ ପୁରେଇଲେ,ପାଞ୍ଚ ସେକେଣ୍ଡ ପାଇଁ ପ୍ୟାଣ୍ଟ ଭିତରେ କାଠ ଟିକୁ ରଖିଲେ, ଏହା ପରେ ସେ କିଛି ସମୟ ରେ କାଠ ବାହାର କରି ଅନ୍ତବସ୍ତ୍ର ଭିତରକୁ ଝାଙ୍କି କି ଦେଖିଲେ |

ତିନି ସେକେଣ୍ଡ ଯାଏ ଭିତରୁ କୁ ଦେଖିବା ପରେ,ବ୍ୟକ୍ତି ଜଣଙ୍କ ଯାହା କାଲେ ତାହା ଦେଖି ଲୋକମାନେ ଜୋରେ ଜୋରେ ହସିବାକୁ ଲାଗିଲେ,ଲୋକଟି ଏତେ ଜୋରରେ ଚିତ୍କାର କଲା ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ, ଯେଉଁଠାରେ ବ୍ୟକ୍ତି ଷ୍ଟଣ୍ଟ କରି ଲୋକଙ୍କ ଠାରୁ ପ୍ରଶଂସା ସଂଗ୍ରହ କରିବାକୁ ଚାହୁଁଥିଲେ, କିନ୍ତୁ ସେଇଠାରେ ତାଙ୍କ ସହିତ ଠିକ ଓଲଟା ଘଟଣା ଘଟିଥଗଲା,ଷ୍ଟଣ୍ଟ କରିବା ଚକର ରେ ତାଙ୍କର ପ୍ରାଇଭେଟ ପାର୍ଟ ଜଳି ଯାଇଥିଲା, ଜଳିଯାଇଥିବା ପ୍ରାଇଭେଟ ପାର୍ଟ କୁ ଧରି ବ୍ୟକ୍ତି ଚିତ୍କାର କରିବାକୁ ଲାଗିଲେ |

ଏହି ଭିଡିଓ ଇନଷ୍ଟାଗ୍ରାମରେ mhatre_aryan_42 ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଥିଲା,ଏହି ଭିଡ଼ିଓ କୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଥର ଦେଖାଯାଇଛି, ଲୋକମାନେ ଏହି ଭିଡିଓରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଇଛନ୍ତି,ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ଯେ ଏହି ବ୍ୟକ୍ତି ଜଣକ କିପରି ଏମିତି ନିଜ ପ୍ରାଇଭେଟ ପାର୍ଟ ରେ ଜଳୁଥିବା କାଠ କୁ ପୁରେଇଲେ,ଲୋକମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି |

Leave A Reply

Your email address will not be published.