ମାତ୍ର ୧୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତି ମାସରେ ହେବ ୧ ଲକ୍ଷରୁ ଅଧିକ ରୋଜଗାର, ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ବେଷ୍ଟ ମ୍ୟାଟେରିଆଲ । ଆପଣ ଘରର ଅଦରକାରୀ ଜିନିଷରୁ ଏହି ବିଜନେସ ଆରମ୍ଭ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ ଏହି ବିଜନେସ ଅନେକଙ୍କୁ ଲକ୍ଷପତି କରିଦେଇଛି । ତେବେ ଆସନ୍ତୁ ଜାଣିବା କେତେବେଳେ କେଉଁଠି ଏବଂ କିପରି ଏହି ବିଜନେସ କୁ ଆରମ୍ଭ କରିବା?

ଅଦରକାରୀ ଜିନିଷରୁ ଚମତ୍କାର ବିଜନେସ :-

ଏହି ବିଜନେସ ର ପଦ୍ଧତି ବହୁତ୍ ବଡ ଅଟେ । ସାରା ଦୁନିଆରେ ପ୍ରାୟ 2 ବିଲିଅନ ଟନରୁ ଅଧିକ ୱେଷ୍ଟ ମ୍ୟାଟେରିଆଲ ପ୍ରତିବର୍ଷ ଜେନେରେଟ ହୋଇଥାଏ । ସେହିପରି ଭାରତରେ ମଧ୍ୟ ପ୍ରାୟ 277 ମିଲିୟନ ଟନରୁ ଅଧିକ ୱେଷ୍ଟ ମ୍ୟାଟେରିଆଲ ଜେନେରେଟ ହୁଏ । ଏତେ ଭାରି ପରିମାଣରେ ୱେଷ୍ଟ କୁ ମ୍ୟାନେଜ କରିବା ସବୁଠାରୁ କଷ୍ଟକର ଅଟେ ।

ଏପରି ପରିସ୍ଥିତିରେ ବର୍ତ୍ତମାନ ଲୋକମାନେ ୱେଷ୍ଟ ମ୍ୟାଟେରିଆଲ ରୁ ଘର ସଜାଇବା ପାଇଁ ଆଇଟମ, ଜ୍ୱେଲାରି, ପେଣ୍ଟିଂ ଭଳି ଜିନିଷ ତିଆରି କରି ଏହି ବଡ ସମସ୍ୟାକୁ ବିଜନେସ ରେ ବଦଳାଇ ଦେଇଛନ୍ତି । ଏହି ବିଜନେସରୁ ଅନେକ ନିଜର ଭବିଷ୍ୟତ ଗଢ଼ିଛନ୍ତି ଏବଂ ଆଜି ଲକ୍ଷ ଲକ୍ଷ ଟଙ୍କାର ଲାଭ ମଧ୍ୟ କରୁଛନ୍ତି ।

ଆପଣ କଣ୍ ତିଆରି କରିପାରିବେ ?

ଅଦରକାରୀ ଜିନିଷରୁ ଆପଣ ବହୁତ୍ କିଛି ତିଆରି କରିପାରିବେ । ଯେପରିକି ଟାୟାର ଦ୍ଵାରା ସିଟିଂ ଚେୟାର କରିପାରିବେ । ଅନଲାଇନରେ ଏହାର ମୂଲ୍ୟ 700 ଟଙ୍କା ପାଖାପାଖି ଅଟେ । ଏହାବ୍ୟତୀତ କାଠର କ୍ରାଫ୍ଟ, ଗ୍ଲାସ୍ ଏବଂ ଅନ୍ୟ ହୋମ ଡେକୋରେଶନ ଜିନିଷ ତିଆରି କରିପାରିବେ । ଶେଷରେ ମାର୍କେଟିଂର କାମ ଆରମ୍ଭ ହୋଇଥାଏ ।

ଇ- କମର୍ସ କମ୍ପାନୀ ଆମାଜନ ଏବଂ ଫ୍ଲିପକାର୍ଟରେ ଏହାକୁ ବିକ୍ରି କରିପାରିବେ । ଏହାକୁ ଆପଣ ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ଲାଟଫର୍ମ ରେ ବିକ୍ରି କରିପାରିବେ । ଏହାବ୍ୟତୀତ ଯଦି ଆପଣ ପେଣ୍ଟିଙ୍ଗସକୁ ଭଲ ପାଆନ୍ତି, ତେବେ ଅଲଗା ଅଲଗା ପେଣ୍ଟସ ତିଆରି କରିପାରିବେ ।

କିପରି ଆରମ୍ଭ କରିବେ ବିଜନେସ ?

ଏହି ବିଜନେସକୁ ଆରମ୍ଭ କରିବାପାଇଁ ସର୍ବପ୍ରଥମେ ଆପଣ ନିଜ ଆଖପାଖ ଏବଂ ନିଜ ଘରର ଅଦରକାରୀ ଜିନିଷକୁ ଏକାଠି କରନ୍ତୁ । ଆପଣ ଚାହିଁଲେ ନଗର ନିଗମ ଠାରୁ ମଧ୍ୟ ୱେଷ୍ଟ ନେଇପାରିବେ । ଅନେକ କଷ୍ଟମର ମଧ୍ୟ ୱେଷ୍ଟ ମ୍ୟାଟେରିଆଲ ପ୍ରୋଭାଇଡ କରିଥାନ୍ତି, ଆପଣ ସେମଣକ ଠାରୁ ମଧ୍ୟ କିଣିପାରିବେ । ଏହାପରେ ସେହି ଜିନିଷ ଗୁଡ଼ିକୁ ସଫା କରନ୍ତୁ । ତାପରେ ଅଲଗା ଅଲଗା ଜିନିଷର ଡିଜାଇନ୍ ଏବଂ କଲର କରନ୍ତୁ ।

10 ଲକ୍ଷ ପର୍ଯ୍ୟନ୍ତ ହେବ ଇନକମ :-

‘ ଦ କବାଡି ଡଟ କମ’ ଷ୍ଟାର୍ଟଅପର ଅନର ଶୁଭମ୍ କୁହନ୍ତି ଯେ ଆରମ୍ଭରେ ଗୋଟିଏ ରିକ୍ସା, ଗୋଟିଏ ଅଟୋ ଏବଂ ତିନିଜଣ ଲୋକଙ୍କ ସହିତ ମିଶି ଘର ଘର ଯାଇ ଅଦରକାରୀ ଜିନିଷ ଆଣିବା କାମ ଆରମ୍ଭ କଲେ । ଆଜି ଏହାର ଏକ ମାସର ଟର୍ନ ଓଭର 8ରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି କମ୍ପାନୀ ମାସକୁ 40ରୁ 50 ଟନ କବାଡି ନେଇଥାଏ ।

Leave A Reply

Your email address will not be published.