ଡାକ ବିଭାଗରେ ଚାକିରୀ :ଦଶମ ପାସ୍‌ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ଦରମା ମାସକୁ ୮୦ ହଜାର ! ଜଲଦି ଜଲଦି ଆବେଦନ କରନ୍ତୁ !

0

Get real time updates directly on you device, subscribe now.

ଭାରତୀୟ ଡାକ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସିଖବର ଆସିଲା। ବିହାରର ପୋଷ୍ଟଲ ସର୍କଲରେ ୬୦ଟି ପଦବୀ ପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ବିହାରର ପୋଷ୍ଟାଲ ସର୍କଲ ଭର୍ତ୍ତି ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଆପଣ ଇଣ୍ଡିଆ ପୋଷ୍ଟର ଅଧିକାରକ ୱେବସାଇଟକୁ appost.in କୁ ଯାଇ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏହି ଭର୍ତ୍ତି ମାଧ୍ୟମରେ ପୋଷ୍ଟାଲ ସେଟିଂ ଆସିଷ୍ଟାଣ୍ଟ, ପୋଷ୍ଟମ୍ୟାନ ଏବଂ ଏମଟିଏସ ପଦବୀ ପାଇଁ ଭର୍ତ୍ତି କରାଯିବ। ଏହି ଭର୍ତ୍ତି ସ୍ପୋଟର୍ସ କୋଟା ଅଧିନରେ ମେଧାବୀ ଖେଳାଳିମାନେ ସିଧାସଳଖ ଭର୍ତ୍ତି ହେବେ।

ପଦବୀ ବିବରଣୀ: ୬୦

ପୋଷ୍ଟାଲ ଆସିଷ୍ଟାଣ୍ଟ: ୩୧

ସେଟିଂ ଆସିଷ୍ଟାଣ୍ଟ: ୧୧

ପୋଷ୍ଟମ୍ୟାନ: ୫

ମଲ୍ଟି ଟାସ୍କିଂ ଷ୍ଟାଫ: ୧୩

ଜରୁରୀ ତାରିଖ:-

ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର।

ଦରମା:-

ପୋଷ୍ଟାଲ ଆସିଷ୍ଟାଣ୍ଟଙ୍କର ମାସିକ ଦରମା ୨୫ ହଜାରରୁ ଉର୍ଦ୍ଧ୍ୱ ରହିଥିବା ସମୟରେ ପୋଷ୍ଟମ୍ୟାନ ପାଇଁ ମାସିକ ୨୧ ହଜାର ରୁ ୬୯ ହଜାର ଏବଂ ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ମାସିକ ୧୮ ହଜାର ରୁ ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଅଛି।

ଶିକ୍ଷାଗତ ଯୋଗ୍ୟତା:-

ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୨ଶ ପାସ କରିଥିବା ଆବଶ୍ୟକ। ପ୍ରାର୍ଥୀମାନଙ୍କୁ ସ୍ଥାନୀୟ ଭାଷା ମଧ୍ୟ ଆସୁଥିବା ଜରୁରୀ। ଏମଟିଏସ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ୧୦ମ ପାସ କରିବା ସହ ସ୍ପୋଟର୍ସ ସମ୍ବନ୍ଧିତ ଯୋଗ୍ୟତା ରହିବା ଜରୁରୀ ଅଟେ।

ବୟସର ସୀମା:-

ଗ୍ରାମୀଣ ଡାକ ସେବକ ପାଇଁ ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନର ଶୁଳ୍କ:-

ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ପୁରୁଷମାନଙ୍କ ପାଇଁ ୧୦୦ ଟଙ୍କା ଶୁଳ୍କ ରହିଥିବା ସମୟରେ ଏସସି/ଏସଟି ବର୍ଗ ପାଇଁ କୌଣସି ଆବେଦନର ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା:-

ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କେବଳ ମେରିଟ ଲିଷ୍ଟ ଆଧାରରେ ଆପଣଙ୍କର ଚୟନ କରାଯିବ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ:-

https://www.indiapost.gov.in/VAS/Pages/Recruitment/IP_23112021_BR_Eng.pdf

Leave A Reply

Your email address will not be published.