ସୋସିଆଲ ମିଡିଆରେ ଆପଣ ସାଧାରଣତଃ ମଜାଦାର ଓ ଆଶ୍ଚର୍ଯ୍ୟର ଭିଡିଓ ଦେଖୁଥିବେ|ଆପଣ ସମସ୍ତେ ଲୁଟପାଟର ଭିଡିଓ ଦେଖିଥିବେ|ଯେତେବେଳେ ଏଭଳି ଘଟଣା ଦେଖିବାକୁ ମିଳେ ତ ଆଟଣ ସମସ୍ତେ ଦେଖିଥିବେ ସେଠାରେ ଲୋକମାନେ ଶାନ୍ତିରେ ଠିଆହୋଇ ତମାଶା ଦେଖୁଥାନ୍ତି|କିଛି ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଏଭଳି ସୁଯୋଗ କ୍ରମେ ଫୂର୍ତି ଓ ହିମତ ଦେଖାଇ ଅନ୍ୟର ଜିନିଷ ଚୋରି ହେବାରୁ ବଞ୍ଚାଇଥାନ୍ତି|ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବୟସ୍କ ମହିଳାଙ୍କ ପର୍ସ ଛଡାଇ ନେଇ ଦୈଡୁଛି ଓ ସେଠାରେ ମହଜୁଦ ଥିବା ଜଣେ ବ୍ୟକ୍ତି ତାକୁ ଧରି ପକାଇଛି|ଏହାସହ ବ୍ୟକ୍ତି ଚୋରକୁ ଭଲରେ ଧୁଲାଇ କରିଥାଏ|
ଏହି ଭିଡିଓ ସୋସିଆଲ ମିଡିଆରେ ବହୁ ଜୋରରେ ଭାଇରାଲ ହେଉଛି|ଏହା ଉପରେ ଲୋକମାନେ ବହୁ କମେଣ୍ଟ କରୁଛନ୍ତି|ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ତାର ସାହାସ ପାଇଁ ସମ୍ମାନିତ କରାଯାଇଥାଏ|ଯେବେଠୁ ତାଙ୍କୁ ସମ୍ମାନୀତ କରାଯାଇଥିଲା ସେବେଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏକ ରିପୋର୍ଟ ଅନୁସାରେ ଏହି ଘଟଣା ୟୁନାଇଟେଡ଼ ଷ୍ଟେଟର ଅହାୟୋର ଅଟେ|ଏହା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି|
A hero in Ohio chased down a man who snatched a purse from an 87-year-old woman. The sheriff honored Deshawn Pressley with the Citizen's Award. pic.twitter.com/zXcr92HgW5
— Fifty Shades of Whey (@davenewworld_2) December 20, 2021
ଭାଇରାଲ ଭିଡିଓରେ ଦେଖାଯାଏ ଯେ ଜଣେ ବୟସ୍କ ମହିଳା ସପିଙ୍ଗ ପାଇଁ ଷ୍ଟୋର ଯାଇଥିଲେ, କିନ୍ତୁ ସେତେବେଳକୁ ଗୋଟିଏ ଚୋର ତାଙ୍କ ପର୍ସ ଚୋରି କରି ଦୈଡିଲା|ଏହି ସମୟରେ ୨୭ ବର୍ଷୀୟ ଯୁବକ ତା ପିଛା କରି ତାକୁ ଧରିନେଲେ|ଏହି ସମସ୍ତ ଭିଡିଓ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି|
ରିପୋର୍ଟ ଅନୁସାରେ ଚୋରକୁ ଧରିଥିବା ବ୍ୟକ୍ତିଙ୍କ ନାମ ଦେଶାବନ କୁହାଯାଉଛି|ଏହି ବ୍ୟକ୍ତିଙ୍କୁ ପରେ ନାଗରିକତା ଆୱାର୍ଡ଼ରେ ସମ୍ମାନିତ କରାଯାଇଛି|ପୁଣି ବ୍ୟକ୍ତି ମହିଳାଙ୍କ ସହ ଏକ ସେଲ୍ଫି ନେଇଥିଲେ|ଏହି ଭିଡିଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି|ଏହାକୁ ଫିଫ୍ଟି ସେଡ୍ସ ଅଫ୍ ହ୍ୱ ନାମକ ପେଜରେ ସେୟାର କରାଯାଇଛି|ଆଡମିନ ଲେଖିଛନ୍ତି ଜଣେ ହିରା ୮୭ ବର୍ଷୀୟ ମହିଳାଂକ ପର୍ସ ଚୋରର ପିଛା କଲେ|