ବଳଦ ଆଗରେ ହାର ମାନିଲେ ଜଙ୍ଗଲର ରାଜା ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

“ଯାହାକୁ ରଖେ ହରି ମାରେ କିଏ”,ଏହି ଲୋକବାଣୀ ଆପଣ ନିଶ୍ଚିତ ଶୁଣିଥିବେ, କ’ଣ ଆପଣ ନିଜ ଆଖି ସାମ୍ନାରେ ଏପରି ଦେଖିଛନ୍ତି ?ଯଦି ନାହିଁ ଚାଲନ୍ତୁ ଉଦାହରଣ ସ୍ୱରୂପ ଏହି ଭିଡିଓକୁ ଦେଖି ନିଅନ୍ତୁ, ଯେଉଁଥିରେ ଗୋଟିଏ ବଳଦର ଜୀବନ ପାଖାପାଖି ଦୁଇଟି ସିଂହି କବଳରେ ଥିଲା; କିନ୍ତୁ ଚାଲାକ କରି ବଳଦ ନିଜର ଜୀବନ ବଞ୍ଚାଇଥିଲେ|ଦୁଇ ସିଂହି ପ୍ରଥମେ ବଳଦକୁ ଉଭୟ ପାଶ୍ୱରୁ ଘେରି ନେଲେ, କିନ୍ତୁ ଵହୁ ସମୟ ପର୍ଯ୍ୟନ୍ତ ହମଲା ନକରି ପାରିବା କାରଣରୁ ବଳଦ ତାଙ୍କ ଧ୍ୟାନ ଭଟକାଇ ଜୀବନକୁ ପାଣି ଛଡାଇ ଦୈଡିଲା|ସୋସିଆଲ ମିଡିଆରେ ବଳଦ ଓ ସିଂହିର ଏହି ଭିଡିଓ ଜମେଇକି ଭାଇରାଲ ହେଉଛି|

ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଏ ଯେ ରିହାୟାଶୀ ଅଞ୍ଚଳରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗଳିର ଏକ ଚୈକରେ ବଳଦ ଛିଡା ହୋଇଥାଏ|ସେତେବେଳେ ଦୁଇଟି ସିଂହି ଆସି ପହଞ୍ଚନ୍ତି ଓ ବଳଦକୁ ଉଭୟ ପାଶ୍ୱରୁ ଘେରାଉ କରି ନିଅନ୍ତି|ଦୀର୍ଘ ସମୟ ପର୍ଯ୍ୟନ୍ତ ବଳଦ ବୁଝି ପାରେନାହିଁ କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ଲଢେଇ ହୋଇଥାଏ|ପୁଣିବି ଦୁଇ ସିଂହି ବଳଦକୁ ଶିକାର କରି ପାରନ୍ତି ନାହିଁ|କୁହାଯାଉଛି ଯେ ଏହି ମାମଲା ଜୁନାଗଡର ହଡମତିୟା ଗାଆଁର ଅଟେ, ଯେଉଁଠାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି|ବିନା ବଳଦ ଶିକାରରେ ଉଭୟ ସିଂହକୁ ଫେରିବାକୁ ପଡିଲା|

View this post on Instagram

A post shared by Meme wala (@memewalanews)

କୁହାଯାଇଥାଏ ଯେ ଗିର ଜଙ୍ଗଲର ଆଖପାଖ ଗାଁରେ ସାଧାରଣତଃ ସିଂହ ସିଂହି ରାତିରେ ଆସିଥାନ୍ତି ଓ ଶିକାର କରିଥାନ୍ତି|ଯଦିଓ ଏହା ପ୍ରଥମଥର ଯାହା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି|ଏହି ଭିଡିଓ ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେଉଛି|ଇନଷ୍ଟାଗ୍ରାମରେ “ମେମ୍ ୱଲା ନିଉଜ୍” ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରାଯାଇଛି|ଏହି ଘଟଣା ରାତି ୧୧ ଟା ବାଜି ୧ ମିନିଟର , ଯେତେବେଳେ ସିଂହି ଓ ଵନଦ ମଧ୍ୟରେ ଲଢେଇ ଚାଲିଥିଲା|

Leave A Reply

Your email address will not be published.