ପୋଲିସ ବିଭାଗରେ ଖାଲିପଡିଛି ୩୦୦ରୁ ଅଧିକ ସବ୍‌ଇନ୍ସପେକ୍ଟର ପଦବୀ, ଜଲଦି ଆବେଦନ କରନ୍ତୁ !

ପୋଲିସରେ ଚାକିରି ଖୋଜୁଛନ୍ତି କି? ତେବେ ତୁରନ୍ତ ଆବେଦନ କରନ୍ତୁ। ଆସାମରେ ରାଜ୍ୟସ୍ତରୀୟ ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ତରଫରୁ ସବ-ଇନ୍ସପେକ୍ଟର ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛନ୍ତି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ତୁରନ୍ତ ଆବେଦନ କରନ୍ତୁ। ଆବେଦନ କରିବା ପାଇଁ ଅଧିକାରକ ୱେବସାଇଟ୍ slprbassam.in କୁ ଯାଇ ଆପଣ ଆବେଦନ କରିପାରିବେ। ଏହି ପଦବୀରେ ୩୨୦ଟି ପଦବୀ ଭର୍ତ୍ତି କରାଯିବ।

ଜରୁରୀ ତାରିଖ:-

ଆବେଦନ କରିବାର ଆରମ୍ଭ ତାରିଖ ୨୨ ଡିସେମ୍ବର ୨୦୨୧ ରୁ ୨୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଶେଷ ତାରିଖ ରହିଛି।

ପଦବୀର ବିବରଣୀ: ୩୨୦

ସବ-ଇନ୍ସପେକ୍ଟର ଏବଂ ଟ୍ରାନ୍ସଜେଣ୍ଡର: ୩୧୪

ସବ-ଇନ୍ସପେକ୍ଟର (ମହିଳା): ୬

ଶିକ୍ଷାଗତ ଯୋଗ୍ୟତା:-

ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ କୌଣସି ମଧ୍ୟ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ।

ବୟସର ସୀମା:-

ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର ସର୍ବନିମ୍ନ ବୟସ ୨୦ ବର୍ଷ ଏବଂ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଜରୁରୀ ଅଟେ।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଧିକାରକ ୱେବସାଇଟ୍‌ slprbassam.in କୁ ଯାଇ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଚୟନ ହେଉଥିବା ପୋଲିସ କମାଣ୍ଡୋ ବାଟାଲିଅନ ପାଇଁ ଚୟନ ହେବ।

Leave a Reply

Your email address will not be published.