କ୍ଲାସରେ ପ୍ରଥମ ଦିନ ପଢ଼ିବାକୁ ପହଞ୍ଚିଲା ଛୁଆ,ଆଉ ଲେଖିଲା ଏପରି କିଛି ଯେ ମା’କୁ ଫୋନ କରି ସ୍କୁଲ ଡ଼କାଇବାକୁ ବାଧ୍ୟ ହେଲେ ଶିକ୍ଷକ !

0

Get real time updates directly on you device, subscribe now.

ସମସ୍ତ ଅଭିଭାବକ ପାଇଁ ସେହି ଦିନ ଖାସ ହୋଇଥାଏ, ଯେତେବେଳେ ତାଙ୍କ ଛୋଟ ଛୁଆ ପ୍ରଥମଥର ସ୍କୁଲ ଯାଇଥାଏ|ଏଥିପାଇଁ ପୂର୍ବରୁ ଅଧିକାଂଶ ମାତାପିତା ଭାବିଥାନ୍ତି ଯେ ଏଵେ ତାଙ୍କ ଛୁଆ ଅନ୍ୟମାନଙ୍କ ଭଳି ଲେଖିବ ପଢିବ|ଏଵେ ନିକଟରେ ଇଂଲଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଲା|ଏଠାରେ ଗୋଟିଏ ଛୁଆ ପ୍ରଥମେ ଥର ସ୍କୁଲ ଗଲା|କିନ୍ତୁ ପ୍ରଥମ ଦିନ ହିଁ ଛୁଆ ଏପରି ବାକ୍ୟ ଲେଖିଦେଲା ଯେ ଶିକ୍ଷକଙ୍କ ଦିଗାମ ଘୁରିଗଲା|ଆସନ୍ତୁ ସେ ସମ୍ପର୍କରେ ଜାଣିବା:

ଏକ ରିପୋର୍ଟ ଅନୁସାରେ ଏହି ମାମଲା ଇଂଲଣ୍ଡର ସମରସେଟର ଅଟେ|ଏଠାରେ କ୍ରିଷ୍ଟି ଜୋର୍ଡାନ ସ୍ମିଥ ନିଜର ୫ ବର୍ଷୀୟ ଛୁଆକୁ ସ୍କୁଲ ପଠାଇବାକୁ ନିଷ୍ପତ୍ତି ନେଇଥିଲେ|ଛୁଆ ଯେତେବେଳେ ସ୍କୁଲ ପହଞ୍ଚିଲା ପ୍ରଥମ ଦିନ ତାର ଜୋରଦାର ସ୍ୱାଗତ କରାଯାଇଥିଲା|ଛୁଆକୁ ସ୍କୁଲରେ ଛାଡି ମାତା ପିତା ଉଭୟ ଘରକୁ ପଳେଇ ଆସିଲେ|କିନ୍ତୁ କିଛି ସମୟପରେ ସ୍କୁଲରୁ ଗୋଟେ କଲ ଆସିଲା|ତାଙ୍କ ଛୁଆ ଏପରି କିଛି କାରନାମା କଲା ,ଯାହାକୁ ଦେଖି ବହୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ|

ଆପଣଙ୍କୁ କହିରଖେ ଯେ ଶିକ୍ଷକ ତାକୁ ପଚାରିଲେ ଯେ କ’ଣ ଲେଖିପଢି ପାରିବ, ଏହାପରେ ଛୁଆ ହଁ କଲା|ଶିକ୍ଷକ କଥା ଶୁଣି ଛୁଆ କଲମ ଧରି ଜୀବନର ପ୍ରଥମ ଵାକ୍ୟ ଲେଖିଲା|ଛୁଆ ଲେଖିଲା ଆଇ ଲାଇକ ୱଇନ୍|ଯେମିତି ଶିକ୍ଷକ ଏହା ଦେଖିଲେ ହୋସ ଉଡ଼ିଗଲା|ଶିକ୍ଷକ ତୁରନ୍ତ ମା’କୁ ଫୋନ କରି ଛୁଆ ଲେଖିଥିବା ଦେଖାଇଲେ|ଏହାକୁ ଦେଖି ମା ଆଶ୍ଚର୍ଯ୍ୟ ହୋଇଗଲେ ପ୍ରକୃତରେ ଛୁଆ ଏହା କିପରି ଲେଖିଲା|

ସ୍କୁଲରୁ କଲ ଆସିବା ପୂର୍ବରୁ ତାଙ୍କ ମା’କୁ ଲାଗିଥିଲା ଯେ ତାଙ୍କ ଛୁଆ କୈାଣସି ହଇରାଣ କରିଥିବ|କିନ୍ତୁ ସେଠାରେ ପହଞ୍ଚିବା ପରେ ଘଟଣା ଅଲଗା ଜଣାପଡ଼ିଲା|ମହିଳା ଛୁଆକୁ ନେଇ ଆସିଲା ଓ ଘରେ ପଚାରିଲେ ୱଇନ କ’ଣ ଓ କିପରି ଜିନିଷ,ଛୁଆ ମନା କରିଥିଲେ|ଯଦିଓ ମହିଳା କହିଲେ ଯେ ସେ ଓ ତାଙ୍କ ପତି ଦୈନିକ ଘରେ ୱଇନ ପିଇଥାନ୍ତି|ଏଥିପାଇଁ ଏପରି ନୁହେଁ ଯେ ଛୁଆ ଦୈନିକ ମଦ ବୋତଲ ବା ଲେବଲ ଦେଖିଥିବ|

Leave A Reply

Your email address will not be published.