ଭାଉଜଙ୍କୁ ନିଜ ପ୍ରେମିକ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିଲା ଦିଅର, ଆଉ ତା’ପରେ ଯାହା ହେଲା ..ଆପଣ ଜାଣିଲେ ଅବାକ ହୋଇଯିବେ ! ଜାଣନ୍ତୁ ପୁରା ଘଟଣା

ଉତ୍ତରପ୍ରଦେଶ ର ସମ୍ଭାଲ ଥରେ ବେଆଇନ ସମ୍ପର୍କ କୁ ନେଇ ଏକ ହତ୍ୟାକାଣ୍ଡର ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଜଣେ ମହିଳା ତାଙ୍କ ପ୍ରେମିକ ସହିତ ମିଶି ଏହି ଅପରାଧ କୁ ସଫଳ କରେଇଥିଲେ, ପୋଲିସ ଉଭୟ ଅଭିଯୁକ୍ତକୁ ଗିରଫ କରିଛି, ଗିରଫ ପରେ ଉଭୟ ଅଭିଯୁକ୍ତ ପୋଲିସ ସମ୍ମୁଖରେ ନିଜର ଅପରାଧ ସ୍ୱୀକାର କରିଛନ୍ତି |

ବେଆଇନ ସମ୍ପର୍କ ପାଇଁ ହ-ତ୍ୟା :-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର 15 ରେ ଉତ୍ତରପ୍ରଦେଶର ସମ୍ୱଲରେ ଏହି ଘଟଣା ସାମ୍ନାକୁ ଆସିଛି, ପୋଲିସର ସୂଚନାନୁସାରେ,ଏହି ମାମଲା ଅନୈତିକ ସମ୍ପର୍କ କୁ ନେଇ ଘଟିଛି, ମଙ୍ଗଳବାର ଦିନ ଏସପି ସମ୍ୱାଲ ଚକ୍ରଶ ମିଶ୍ର କହିଛନ୍ତି ଯେ ମୃତ ମୁସ୍ତାଫା ତାଙ୍କ ଭାଉଜ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସେଫ ଅଲିଙ୍କୁ ଏକ ଆପତ୍ତିଜନକ ସ୍ଥିତିରେ ଦେଖିନେଇଥିଲେ |

ଭାଉଜ ନିଜ ପ୍ରେମିକ ସହିତ ମିଶି କଲା ଦିଅର ଙ୍କର ହ-ତ୍ୟା :-

ଭାଉଜ ଆଉ ତାଙ୍କ ପ୍ରେମିକ ମୁସ୍ତାଫାଙ୍କୁ ସେଇଠାରେ ହିଁ ଧରି ହତ୍ୟା କରିଦେଇଥିଲେ, ଅବୈଧ ସମ୍ପର୍କକୁ ଲୁଚାଇବା ପାଇଁ ଦୁହେଁ ମିଶି ଯୁବକକୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ, ଡିସେମ୍ବର 15 ରେ,ମୁସ୍ତଫା ଙ୍କ ମୃତଦେହ ବାନିୟାଥର ପୋଲିସ ଷ୍ଟେସନ ଅଧୀନରେ ଲୋକ ମାନଙ୍କର ଏକ ସୋରିଷ କ୍ଷେତ ରୁ ମିଳିଥିଲା ​​, ମୃତ ଶରୀରକୁ ମଧ୍ୟ କିଛି ଦୂର ଯାଇ ଟାଣିକି ନିଆଯାଇଥିଲା, ଏହି ଘଟଣା ବିଷୟରେ ଜାଣିବା ପରେ ଯୁବକଙ୍କ ପିତା ସେହି ଲୋକଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରିଥିଲେ |

ଭାଉଜ ଆଉ ତାଙ୍କ ପ୍ରେମିକ ସ୍ୱୀକାର କଲେ ନିଜ ଅପରାଧ :-

ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ମୁସକାନ ଆଉ ସେଫ ଅଲିଙ୍କ ଉପରେ ସନ୍ଦେହ ବହୁତ ବଢିବାକୁ ଲାଗିଲା, ପଚରାଉଚରା ବେଳେ ଉଭୟ ପରସ୍ପରଙ୍କର ଅବୈଧ ସମ୍ପର୍କ ଥିବା ସ୍ୱୀକାର କରିଥିଲେ, ଗିରଫ ହେବାର କିଛି ସମୟ ପରେ ଦୁହେଁ ନିଜ ଅପରାଧ କୁ ମଧ୍ୟ ସ୍ୱୀକାର କରିନେଇଥିଲେ |

ମୁସ୍ତାଫାଙ୍କୁ ତଣ୍ଟି କୁ ଚିପି କରି କରିଥିଲେ ହ-ତ୍ୟା :-

ମୁସକାନ ଙ୍କ ଓଢଣୀ ସାହାଯ୍ୟ ରେ ହିଁ ଦୁହେଁ ମୁସ୍ତାଫାଙ୍କ ତଣ୍ଟି ଚିପି କାଟି ହତ୍ୟା କରିଥିଲେ ପୋଲିସ ଅଭିଯୁକ୍ତ ଭାଉଜ ଆଉ ତାଙ୍କ ପ୍ରେମୀ ଙ୍କ ଠାରୁ ଏହି ହତ୍ୟାରେ ବ୍ୟବହୃତ ଓଢଣୀ ଏବଂ ମୋବାଇଲ୍ ଫୋନ୍ କୁ ଉଦ୍ଧାର କରିଛି |

Leave a Reply

Your email address will not be published.