ରାତିରେ ବଏପ୍ରେଣ୍ଡକୁ ଟ୍ରାକସୁଟ୍ ମାଗିଲେ ଗର୍ଲଫ୍ରେଣ୍ଡ,ଆଉ ଟ୍ରାକସୁଟରୁ ଖୋଲିଗଲା ସବୁ ରାଜ ! ଜାଣନ୍ତୁ ପୁରା ମାମଲା

ଯେତେବେଳେ ଲୋକମାନେ ପ୍ରେମରେ ଧୋକା ପାଆନ୍ତି, ସେତେବେଳେ ଲୋକମାନେ ସଂପୂର୍ଣ୍ଣ ଭାଙ୍ଗି ଯାଆନ୍ତି, ଅଷ୍ଟ୍ରେଲିଆର ଜଣେ ମହିଳା ଏକ ସମ୍ପର୍କ ପୋର୍ଟାଲରେ ଏକ ସମାନ ଘଟଣା ସେୟାର କରିଛନ୍ତି, ମହିଳା ଜଣକ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ସେ କିପରି ଜାଣିଲେ କି ତାଙ୍କ ପବଏପ୍ରେଣ୍ଡ ତାଙ୍କୁ ଧୋକା ଦେଉଛନ୍ତି |

ଲୋରୀ ନାମକ ଜଣେ ମହିଳା ଲେଖିଛନ୍ତି, ‘ମୁଁ ମୋର ପ୍ରେମିକ ଙ୍କୁ ତାଙ୍କ ଟ୍ରାକସୁଟ୍ ପ୍ୟାଣ୍ଟକୁ ମାଗିଥିଲି ରାତିରେ ପିନ୍ଧିବାକୁ, ଆଉ ମୁଁ ତାକୁ ପିନ୍ଧି ବାହାରକୁ ଯାଉଥିଲି, ଯେତେବେଳେ ମୁଁ ମୋ ପ୍ୟାଣ୍ଟର ପକେଟରେ ହାତ ରଖିଲି, ସେତେବେଳେ ମୁଁ କଣ୍ଡୋମର ଏକ ପ୍ୟାକ୍ ପାଇଲି,ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, ଏଇଥିରୁ ସ୍ପଷ୍ଟ ଜଣା ପଡୁଛି କି ମୋ ବଏପ୍ରେଣ୍ଡ ମତେ ଧୋକା ଦଉଥିଲେ,ଲୋରୀ ତାଙ୍କ ଭିଡିଓରେ କଣ୍ଡୋମର ଏକ ପ୍ୟାକେଟ୍ ମଧ୍ୟ ଦେଖାଇଥିଲେ |

ଏହା ପରେ, ଲୋରୀ ନିଜ କ୍ୟାମେରା କୁ ଖଟ ଉପରେ ଶୋଇଥିବା ତାଙ୍କ ବଏପ୍ରେଣ୍ଡ ଙ୍କ ଆଡକୁ ବୁଲାଇଲେ, ଆଉ ତାଙ୍କୁ ଦେଖାଇ ଭିଡିଓ ରେ ଲୋକଙ୍କୁ ପଚାରିଥିଲେ, ‘ମୁଁ ତାଙ୍କୁ ବର୍ତ୍ତମାନ ଉଠେଇକି ଏହି ବିଷୟ ରେ ପଚାରିବି ନା ପରେ କରିବି?’ ଏହି ଭିଡିଓ ଟି ବର୍ତ୍ତମାନ ପର୍ଯ୍ୟନ୍ତ 770,000 ରୁ ଅଧିକ ଲାଇକ୍ ଏବଂ 300 ରୁ ଅଧିକ କମେଣ୍ଟ ପାଇଛି |

କିଛି ସମୟ ପରେ ଲୋରୀ ଅନ୍ୟ ଏକ ଭିଡିଓ ପୋଷ୍ଟ କରି କହିଲେ , ‘ମୁଁ ଏପର୍ଯ୍ୟନ୍ତ ତାଙ୍କ ଠାରୁ ଏହି କଥା କୁ ପଚାରି ନିଶ୍ଚିତ କରି ନାହିଁ’, ମୁଁ ଏହି ଘଟଣାକୁ ଆକର୍ଷଣୀୟ କରିବାକୁ ଚାହୁଁଛି,ଝିଅ ମାନେ ଆପଣ ମାନେ ମୋତେ କହିପରିବେ କି ଏହାକୁ କିପରି ଆଗକୁ ଅଣା ଯାଇପାରିବ,ନା ମୁଁ କିଛି ବି ଓଲଟା ପାଲଟା ହରକତ ନ କରି ତାଙ୍କୁ ସିଧାସଳଖ ପଚାରିବା ହିଁ ଉଚିତ ହେବ କି ସେ ଏମିତି କାହିଁକି କାଲେ |

ଲୋରୀ ତାଙ୍କ ପ୍ରଶ୍ନ ପଚାରିବା ମାତ୍ରେ ଉତ୍ତର ଦେବା ପାଇଁ ଲୋକମାନ ଙ୍କର ଲାଇନି ଲାଗିଗଲା,ଲୋକମାନେ ମହିଳାଙ୍କୁ ଏକରୁ ଅଧିକ ଉପାୟ ସବୁ କହିଥିଲେ, ଲୋରୀଙ୍କ ଏହି ଭିଡିଓରେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ତୁମେ ନୂଆ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍’, ଆପଣଙ୍କୁ ମଧ୍ୟାହ୍ନ ଭୋଜନକୁ ନେବାକୁ ଦିଅନ୍ତୁ,ତାଙ୍କ ଦ୍ୱାରା ବିଲ ଭାରନ୍ତୁ,ତାଙ୍କଠାରୁ ଆପଣଙ୍କ ଉପହାର ମଧ୍ୟ ନିଅନ୍ତୁ ଆଉ ଏହା ବଦଳରେ ତାଙ୍କୁ ସେହି କଣ୍ଡୋମର ପ୍ୟାକେଟ୍ ଉପହାର ଭାବରେ ଦିଅନ୍ତୁ |

ଅନ୍ୟ ଜଣେ ମହିଳା ପରାମର୍ଶ ଦେଇ ଲେଖିଥିଲେ କି, ‘ତାଙ୍କ ପାଖକୁ ଯାଅ ଏବଂ ତାଙ୍କ ହାତରେ କଣ୍ଡୋମ ପ୍ୟାକେଟ ଧରାଅ ଆଉ ତାଙ୍କ ଟ୍ରାକସୁଟ୍ ପ୍ୟାଣ୍ଟ ରଖ ଏବଂ ସେଠାରୁ ଚାଲିଯାଅ |

ଅନ୍ୟ ଏକ ଭିଡିଓ ଅପଡେଟ୍ ରେ, ଲୋରୀ ଲୋକମାନ ଙ୍କ ଆଗରେ ଏହା ପ୍ରକାଶ କରିଥିଲେ କି , ‘ମୋର ଭିଡିଓ ଦେଖିବା ପରେ ଜଣେ ମହିଳା ଇନଷ୍ଟାଗ୍ରାମରେ ମତେ ମେସେଜ୍ କରିଥିଲେ, ଆଉ ସେ ମତେ ନିଶ୍ଚିତ କରେଇଛନ୍ତି ଯେ ମୋ ବଏପ୍ରେଣ୍ଡ ମୋର ଜଣେ ସାଙ୍ଗ ପଛରେ ପଡିଛନ୍ତି ଆଉ ମୋତେ ଧୋକା ଦେଉଛନ୍ତି, ଲୋରୀ ଏହା ମଧ୍ୟ ଲେଖିଛନ୍ତି କି ଭିଡିଓଟି ମୋତେ ଏହି ବିଷୟର ପୁରା ଘଟଣା ର ଶେଷ ଯାଏ ପହଁଞ୍ଜିବାରେ ସାହାଯ୍ୟ କରିଛି |

Leave a Reply

Your email address will not be published.