ପୂର୍ବ ତଟ ରେଳପଥ ତରଫରୁ ବମ୍ପର ନିଯୁକ୍ତି, ମାଟ୍ରିକ ପାସ କରିଥିବା ପିଲା ମଧ୍ୟ ଆବେଦନ କରିପାରିବେ ! ଜଲଦି ଜଲଦି ଆବେଦନ କରନ୍ତୁ !

ପୂର୍ବ ତଟ ରେଳ ନିଯୁକ୍ତି ୨୦୨୨:-

ଯେଉଁ ପ୍ରାର୍ଥୀମାନେ ଭାରତୀୟ ରେଳବାଇରେ ଯୋଗଦେବା ପାଇଁ ଆଗ୍ରହୀ, ଏଠାରେ ଆପଣମାନଙ୍କ ପାଇଁ ଏକ ଚାକିରିର ସୁଯୋଗ ରହିଛି। ଇଷ୍ଟକୋଷ୍ଟ ରେଳବାଇ ନର୍ସିଂ ସୁପରିଟେଣ୍ଡେଣ୍ଟ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଘୋଷଣା କରାଯାଇଛି। ଯେଉଁମାନେ ଏହି ପଦବୀ ପାଇଁ ଆଗ୍ରହୀ ଓ ଯୋଗ୍ୟ ଅଟନ୍ତି, ସେମାନେ ଡିସେମ୍ବର ୩୧ ତାରିଖ ୨୦୨୨ ପୂର୍ବରୁ ନିର୍ଦ୍ଧାରିତ ଫର୍ମାଟ ମାଧ୍ୟମରେ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁସାରେ, ଯୋଗ୍ୟ ତଥା ଇଚ୍ଛା କରୁଥିବା ପ୍ରାର୍ଥୀମାନେ ସେମାନଙ୍କର ପ୍ରମାଣପତ୍ରର ସ୍କାନ ହୋଇଥିବା କପି ପଠାଇ ଏଥିପାଇଁ ଆବେଦନ ମଧ୍ୟ କରିପାରିବେ। ଏଥିପାଇଁ ସେମାନଙ୍କର ପ୍ରମାଣପତ୍ରର ସ୍କାନ ହୋଇଥିବା କପି, କାର୍ଯ୍ୟର ଅଭିଜ୍ଞତାକୁ ଇମେଲ id [email protected]କୁ ପଠାଇବା ପାଇଁ ପଡିବ।

ପୂର୍ବ ତଟ ରେଳ ନିଯୁକ୍ତି ୨୦୨୨: ଖାଲି ପଡିଥିବା ବିବରଣୀ

– ନର୍ସିଂ ସୁପରିଟେଣ୍ଡେଣ୍ଟ : ୪ଟି ପୋଷ୍ଟ

– ଫାର୍ମାସିଷ୍ଟ: ୨ଟି ପୋଷ୍ଟ

– ହସ୍ପିଟାଲ ଆଟେଣ୍ଡାଣ୍ଟ: ୪ଟି ପୋଷ୍ଟ

– ହାଉସକିପିଙ୍ଗ ଆସିସଷ୍ଟାଣ୍ଡ : ୪ଟି ପୋଷ୍ଟ

ପୂର୍ବ ତଟ ରେଳ ନିଯୁକ୍ତି ୨୦୨୨: ଦରମା

– ନର୍ସିଂ ସୁପରିଟେଣ୍ଡେଣ୍ଟ: ୪୪୯୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା

– ଫାର୍ମାସିଷ୍ଟ: ୨୯୨୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା

– ହସ୍ପିଟାଲ ଆଟେଣ୍ଡାଣ୍ଟ, ହାଉସ କିପିଙ୍ଗ ଆସିଷ୍ଟାଣ୍ଟ: ୧୮୦୦୦ ଟଙ୍କା + ଅନ୍ୟାନ୍ୟ ଭତ୍ତା

ଶିକ୍ଷାଗତ ଯୋଗ୍ୟତା:-

ନର୍ସିଂ ସୁପରିଟେଣ୍ଡେଣ୍ଟ:-

ପ୍ରାର୍ଥୀମାନେ ପଞ୍ଜୀକୃତ ନର୍ସ ଏବଂ ମିଡୱାଇଫ ଭାବରେ ୩ ବର୍ଷ ପାଠ୍ୟକ୍ରମର ସାର୍ଟିଫିକେଟ ପାସ କରିବା ଉଚିତ। କିମ୍ବା ଅନ୍ୟ କୌଣସି ଅନୁଷ୍ଠାନରୁ B.Sc ନର୍ସିଂ B.Sc (ନର୍ସିଂ) ଡିଗ୍ରୀ ଯାହା ଭାରତୀୟ ନର୍ସିଂ କାଉନସିଲ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଦରକାର।

ଫାର୍ମାସିଷ୍ଟ:-

ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଫାର୍ମାସିରେ ଡିପ୍ଲୋମା ସହ ୧୦ମ ,+୨ ବିଜ୍ଞାନରେ ପାସ କରିଥିବା ଦରକାର। ମାନ୍ୟତାପ୍ରାପ୍ତ ପ୍ରତିଷ୍ଠାନ ବା ବିଶ୍ୱବିଦ୍ୟାଳୟରୁ ଫାର୍ମାସିରେ ଫାର୍ମାସିଷ୍ଟ କିମ୍ବା ସ୍ନାତକୋତ୍ତର ଡିଗ୍ରୀ (B.Pharma) ରହିବା ଉଚିତ। ଏହା ସହ, ଫାର୍ମାସି ଆକ୍ଟ ୧୯୪୮ ଅନୁସାରେ ସେ ଏକ ପଞ୍ଜୀକୃତ ଫାର୍ମାସିଷ୍ଟ ହୋଇଥିବା ଆବଶ୍ୟକ।

ହାଉସ କିପିଙ୍ଗ ଆସିଷ୍ଟାଣ୍ଟ, ହସ୍ପିଟାଲ ଆଟେଣ୍ଡାଣ୍ଟ:-

ପ୍ରାର୍ଥୀମାନେ ମାଟ୍ରିକ କିମ୍ବା ଏସ.ସି.ସି ପାସ କରିବା ଉଚିତ।

Leave a Reply

Your email address will not be published.