ଏକାସହିତ ନଜର ଆସିଲେ ତିନୋଟି ନାଗ ସାପ, ଲୋକମାନେ ଭିଡ଼ିଓ ଦେଖି କହିଲେ ବୋଧହୁଏ ‘ନାଗଲୋକ’ ମିଟିଂ ଚାଲୁଛି,ଦେଖନ୍ତୁ ଭିଡ଼ିଓ !

ଣ୍ଟରନେଟ ଦୁନିଆରେ କେତେବେଳେ କଣ ଜିନିଷ ଭାଇରାଲ ହୋଇଥାଏ କିଛି କୁହାଯାଇ ପାରିବନାହିଁ। ଯାହାକୁ ଦେଖିବାପରେ ଆମକୁ ଆମ ଆଖି ଉପରେ ବିଶ୍ୱାସ ହୁଏନାହିଁ। ଏବେଏବେ ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ହୋଇପାରେ ଏହାପୂର୍ବରୁ ଆପଣ ଏମିତି ଦୃଶ୍ୟ କେବେ ଦେଖିନଥିବେ। ଗୋଟିଏ କିଙ୍ଗ କୋବ୍ରାକୁ ଦେଖିଲେ ଲୋକଙ୍କୁ ଡର ଲାଗିଥାଏ। କିନ୍ତୁ କଣ ହେବ ଯେତେବେଳେ ଏକାଥରେ ତିନୋଟି କିଙ୍ଗ କୋବ୍ରା ଦେଖିବାକୁ ମିଳିଥାନ୍ତି?

ଏମିତି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ଗୋଟିଏ ଦୁଇଟି ନୁହେଁ ବରଂ ତିନୋଟି କୋବ୍ରା ସାପ ଆମନା ସାମ୍ନା ହୋଇଛନ୍ତି। ତିନୋଟି ସାପ ଫଣା ଦେଖାଇ ଯେଉଁଭଳି ରହିଛନ୍ତି ଏଥିରୁ ନଜର ଆସୁଛି ସେମାନେ ପରସ୍ପରକୁ ଆକ୍ରମଣ କରିପାରନ୍ତି। ତିନିଜଣଙ୍କ ମଧ୍ୟରେ କଣ ହେବ ଏଥିରେ ଦେଖାଇ ଦିଆଯାଇନାହିଁ। ଆପଣ ଭାବନ୍ତୁ ଏମାନଙ୍କ ଭିତରେ କେଉଁଭଳି ନଜାରା ଦେଖିବାକୁ ମିଳିଥିବ।

ଦେଖନ୍ତୁ ଭିଡ଼ିଓ:-

ଏହି ହଇରାଣ କରିଦେବା ଭିଡ଼ିଓ ଦେଖି ୟୁଜର୍ସ ନିଜ ନିଜର ରିଆକ୍ସନ ଦେଇଛନ୍ତି। ଜଣେ ୟୁଜର ଲେଖିଥିଲେ ଏହାକୁ ଦେଖି ସତରେ ମୁଁ ହଇରାଣ ଅଟେ। ଆଉଜଣେ ଲେଖିଥିଲେ, ଦୁଇଟି ସାପ ମଧ୍ୟରେ ଲଢେଇ ହେବ ଓ ବିଜେତା ଦର୍ଶାଇବା ପାଇଁ ଆଉଜଣେ ରହିଛନ୍ତି। ଅନ୍ୟଜଣେ କମେଣ୍ଟ କରିଥିଲେ, ନାଗଲୋକର ବିକାଶ ଉପରେ ଅଲଗା ବୈଠକ ଚାଲୁଛି।

ଇଂଷ୍ଟାଗ୍ରାମରେ ଏହି ଭିଡ଼ିଓକୁ helicopter_yatra ନାମକ ଆକାଉଣ୍ଟରୁ ଶେୟର କରାଯାଇଥିଲା। ଖବର ଲେଖାଯିବା ଆଗରୁ ଏହାକୁ ହଜାର ଲାଇକ୍ସ ଓ ଭିୟୁଜ ମିଳିସାରିଥିଲା। ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ କି, ତୋନୋଟି କୋବ୍ରାର ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହିପରି ଫୋଟୋ ସମ୍ପୂର୍ଣ୍ଣ ଭାବରେ କ୍ଵଚିତ ଅଟେ।

Leave a Reply

Your email address will not be published.