ନକଲି ଡାକ୍ତର ୱେବକ୍ୟାମ ଜରିଆରେ କଲେ ଚିକିତ୍ସାର ଦାବି,୪୦୦ ମହିଳାଙ୍କ ପ୍ରାଇଭେଟ୍ ପାର୍ଟର ବନାଇଲେ ଭିଡିଓ !

ଏଵେ ନିକଟରେ ଜଣେ ନକଲି ଗାଇନୋକୋଲୋଜିଷ୍ଟର ଖୁଲାସା ହୋଇଛି|ପୋଲିସ ତାକୁ ଗିରଫ କରିଛି|ଆରୋପ ରହିଛି ଯେ ସେ ୱବକମ ଜରିଆରେ ଶହଶହ ମହିଳାଙ୍କ ଭଜାଇନଲ ଟେଷ୍ଟ କରିଥିଲେ|ତା ଉପରେ ୪୦୦ରୁ ଉର୍ଦ୍ଧ୍ବ ମହିଳାଙ୍କ ଠକେଇ ମାମଲା ରହିଛି|ପୋଲିସ ତାକୁ ଗିରଫ କରିଛି|ପୋଲିସ କହିଛି ଯେ ବହୁ ଅଭିଯୋଗ କ୍ରମେ ତାଙ୍କ ଠାରୁ ସ୍ମାର୍ଟ ଫୋନ ,ମେମୋରି କାର୍ଡ ଜବତ ସହ ତାଙ୍କର କଲକୁ ୱୟାର ଟ୍ୟାପିଙ୍ଗ କଲେ|

ପୋଲିସ ଏକ ବୟାନରେ କହିଛନ୍ତି ଯେ ସେହି ବ୍ୟକ୍ତି ସାଧାରଣତଃ ସେହି ମହିଳାଙ୍କୁ ଶିକାର‌ କଲେ ଯାହାର ପୂରା ଦେଶସାରା କ୍ଲିନିକରେ ସ୍ୱବ ହୋଇଥିଲା|ସେ ତାଙ୍କୁ ଏକ ଅନଲାଇନ ସ୍ତ୍ରୀ ରୋଗ ସମ୍ବନ୍ଧୀୟ ଟେଷ୍ଟ ଦେବାକୁ କନଭିନ୍ସ କରିଥିଲେ|ଅଧିକାରୀ କହିଛନ୍ତି ତାଙ୍କ ମାନିବା କଥା‌ ଯେ ଲାଜିଆ ଠାରୁ ଲମ୍ବୋଡିଆ ଓ କଲମ୍ବିଆ ପର୍ଯ୍ୟନ୍ତ ପୂରା ଇଟାଲୀରେ ୪୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଶିକାର ବନାଯାଇଥିଲା|

ରିପବ୍ଲିକା ସହ କଥାବାର୍ତ୍ତା ବେଳେ ଜଣେ ପିଡିତା କହିଛନ୍ତି ଯେ ଆରୋପୀ ନିଜକୁ ଜଣେ ଡାକ୍ତର ଭାବେ ବତାଇଥିଲେ|ସେ ମହିଳାଙ୍କ ତାରିଖ ଓ ଜନ୍ମସ୍ଥାନ ଜାଣୁଥିଲେ|ସେ ପଚାରିଲେ ଯେ କ’ଣ ମୁଁ ଏଇ ମାସରେ ସ୍ତ୍ରୀ ରୋଗ ସମ୍ବନ୍ଧରେ ଯାଞ୍ଚ କରିଛନ୍ତି କି?ତାକୁ ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ|ପୁଣି ଜୁମ ବା ହ୍ୟାଙ୍ଗ ଆଉଟ ଜରିଆରେ ଭିଡିଓ କଲ କରିଥିଲେ|ପୁଣି ମୋ ପ୍ରାଇଭେଟ୍ ପାର୍ଟ ଦେଖାଇବାକୁ କହିଥିଲେ|

ସୈଲେଣ୍ଟୋର ୨୪ ବର୍ଷୀୟ ମହିଳା ପ୍ରଥମ ଥର ହୋଇଥିବା ଦୁର୍ବ୍ୟବହାରର ସୂଚନା ଦେଇଥିଲେ|ସେ ଦାବି କରିଛନ୍ତି ଯେ ଯେତେବେଳେ ସେ ଭିଡିଓ ଆପଏଣ୍ଟମେଣ୍ଟର ବ୍ୟବସ୍ଥା କରିଥିଲେ ତ ଆରୋପୀ ତାଙ୍କ ସମ୍ପର୍କରେ ସବୁକିଛି ଜାଣିଥିଲେ|ଭିଡିଓରେ ସ ସଵୁ କପଡା ଖୋଲିବାକୁ କହିଥିଲେ କିନ୍ତୁ ଯେତେବେଳେ କିଛି ଗଡବଡ ଲାଗିଲା ସେ ଅଟକିଗଲେ|କିନ୍ତୁ ଦୁଃଖର କଥା ଏହା ଯେ ଶହଶହ ମହିଳା ଅଜାଣତରେ ଏହାର ଶିକାର ହୋଇଛନ୍ତି|

Leave a Reply

Your email address will not be published.