ଗୋଟିଏ ଝଟକାରେ ହିଁ ଚାଲିଗଲା ୪ ଜୀବନ ! କାନ୍ଦିକାନ୍ଦି ଗଡିଯାଉଛି ମାଆ !

ଭୟଙ୍କର ନିଆଁରେ ନିଜର 4 ଯାଆଁଳା ଶିଶୁଙ୍କୁ ହରାଇବା ପରେ ମା ସଦ୍ମା ରେ ଅଛନ୍ତି, ଆଉ ସେ ଏହା ମଧ୍ୟ କହିଛନ୍ତି କି ସାରା ଜୀବନ se ଏହି ଦୁର୍ଘଟଣା କୁ ଭୁଲି ପାରିବେ ନାହିଁ, ଦକ୍ଷିଣ ଲଣ୍ଡନର ଏକ ଆବାସିକ ଅଞ୍ଚଳରେ ଅଗ୍ନିକାଣ୍ଡରେ ଦେବକା ରସ ନାମକ ଜଣେ ମହିଳା ତାଙ୍କର ଚାରି ଯାଆଁଳା ଶିଶୁଙ୍କୁ ହରାଇଛନ୍ତି, ଗୁରୁବାର ଦିନ ଅଗ୍ନିକାଣ୍ଡ ରେ ଜଳି କରି ରେ 4 ଜଣ ପିଲାର ମୁର୍ତ୍ୟୁ ହୋଇଛି |

ନିଆଁରେ ଜଳି 4 ଜଣ ଶିଶୁ ଙ୍କର ମୃତ୍ୟୁ :-

‘ଡେଲି ଷ୍ଟାର’ର ଖବର ଅନୁଯାୟୀ ମହିଳାଙ୍କ ପଡ଼ୋଶୀମାନେ କହିଛନ୍ତି ଯେ ଦୁର୍ଘଟଣା ସମୟରେ ମହିଳା ଜଣକ ସପିଂ କରିବାକୁ ଯାଇଥିଲେ ଏବଂ ତାଙ୍କର ଚାରି ପିଲା ଘରେ ହିଁ ଥିଲେ, ଏହା ପରେ ଅଧିକାରୀମାନେ 27 ବର୍ଷ ବୟସ୍କା ମହିଳାଙ୍କୁ ତାଙ୍କ ପିଲାଙ୍କ ଯତ୍ନ ନନେବା ଅଭିଯୋଗରେ ଅଟକ ରଖିଥିଲେ, ବର୍ତମାନ କିନ୍ତୁ ସେ ଯାମିନୀ ରେ ବାହାରେ ଅଛନ୍ତି, ମହିଳାଙ୍କ ଚାରି ସନ୍ତାନ – କିସାନ୍ ଏବଂ ବ୍ରାଇସନ୍, ଲେଟନ୍ ଏବଂ ଲୋଗାନ୍ – ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ଆଉ ଏହି ସମସ୍ତ ଶିଶୁ ମାନଙ୍କ ବୟସ 3 ରୁ 4 ବର୍ଷ ଥିଲା |

ନିଜର ଦୁଃଖ କୁ ପ୍ରକାଶ କରି ମହିଳା ଜଣକ କହିଥିଲେ ଯେ ମୋ ପିଲାମାନେ ମୋ ଜୀବନ ଆଉ ସେମାନେ ମୋ ପାଇଁ ପୁରା ଦୁନିଆ, ସେ କହିଥିଲେ ଯେ ମୁଁ ଏହି ସଦ୍ମା ରୁ କେବେବି ବାହାରି ପାରିବି ନାହିଁ କି ଆଉ ଏହି ଦୁର୍ଘଟଣାକୁ ମୁଁ କେବେ ବି ଭୁଲି ପାରିବି ନାହିଁ,ସେ କହିଥିଲେ ଯେ ସେ ତାଙ୍କ ଜେଜେବାପା -ଜେଜେମା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନେ ସ୍କୁଲ ଯିବାକୁ ମଧ୍ୟ ଭଲ ପାଆନ୍ତି,ଏହା ସହିତ ସେ ଗାଇବା ଆଉ ନାଚିବାକୁ ଆଉ ଆହୋରଣ କରିବା ପାଇଁ ମଧ୍ୟ ଭଲ ପାଉଥିଲେ |

କେମିତି ଲାଗିଲା ନିଆଁ :-

ଏହି ଦୁର୍ଘଟଣା ସମ୍ପର୍କରେ ମହିଳା ଜଣକ କହିଛନ୍ତି ଯେ ମୁଁ ଭାବୁଛି ପ୍ଲାଷ୍ଟିକ୍ ରେ ହିଁ ପ୍ରଥମେ ନିଆଁ ଲାଗିଯାଇଥିଲା ଏବଂ ଖ୍ରୀଷ୍ଟମାସ ଟ୍ରି ର ଲାଇଟି ରୁ ନିଆଁ ପୁରା ଘର ସାରା ବ୍ୟାପି ଯାଇଥଲା,ଆଉ ଏହା ପରେ ଧୂଆଁ ପରେ ପୁରା ଘରେ ଭରି ହୋଇଥିଲା, ନିଆଁ ଲାଗିବା ପରେ 60 ଟି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ପରେ ଚାରି ପିଲାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଶେଷରେ ତାଙ୍କୁ ବଞ୍ଜେଇ ପାରିନଥିଲେ |

ପିଲାମାନଙ୍କର ବାପା କହିଥିଲେ ଯେ ତାଙ୍କ ପିଲାମାନେ ପ୍ରଥମ ଫୁଟବଲ ମ୍ୟାଚ୍ ବିଷୟରେ କଥା ହେବାକୁ ବହୁତ ପସନ୍ଦ କରନ୍ତି, କିନ୍ତୁ ବର୍ତ୍ତମାନ ମୁଁ ସେମାନଙ୍କୁ ଫୁଟବଲ ଖେଳୁଥିବା ଆଉ ଦେଖି ହିଁ ପାରିବିନି,ସେ କହିଥିଲେ ଯେ ସେ ଯତ୍ନଶୀଳ ଏବଂ ସ୍ନେହୀ ପିଲା ଥିଲେ,ସେମାନଙ୍କୁ ମନେ ପକାଇ ପିଲାମାନଙ୍କର ଜେଜେବାପା ଲେଖିଥିଲେ ଯେ ମୋ ନାତି ମାନେ ବହୁତ ସ୍ମାର୍ଟ ଏବଂ ସୁନ୍ଦର ଥିଲେ |

Leave a Reply

Your email address will not be published.