ଫ୍ଲିପକାର୍ଟ ସେଲର ଶେଷ ଦୁଇ ଦିନ : 11,499 ଟଙ୍କାରେ କିଣନ୍ତୁ ଜବରଦସ୍ତ ଫିଚର୍ସ ସହ ୪୩ ଇଞ୍ଚର ସାନଦାର ସ୍ମାର୍ଟ ଟିଭି ! ଜାଣନ୍ତୁ କଣ କଣ ଫିଚର୍ସ ଅଛି !

ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ୍ ଡେ ସେଲ ସାରିବାପାଇଁ ଆଉ ଦୁଇ ଦିନ ବାକି ଅଛି, ଡିସେମ୍ବର 16 ରୁ ଆରମ୍ଭ ହେଇଥିବା ଏହି ସେଲ ଡିସେମ୍ବର 21 ରେ ଶେଷ ହେବ, ଏହି ସେଲ ରେ ଆପଣ ସମସ୍ତ ପ୍ରକାରର ପ୍ରଡକ୍ଟସ ଉପରେ ବଡ଼ ରକମ ର ରିହାତି ପାଇପାରିବେ, କିନ୍ତୁ ଆଜି ଆମେ ଆପଣମାନଙ୍କୁ 43 ଇଞ୍ଚ ର ସ୍ମାର୍ଟ ଟିଭିରେ ଉପରେ ଉପଲବ୍ଧ ଅଫର ବିଷୟରେ କହୁଅଛୁ, ଯେଉଁଥିରେ କି ଆପଣ 4K ଡିସପ୍ଲେ ଵାଲା ସାନଦାର ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କୁ 47,990 ଟଙ୍କା ବଦଳରେ 11,499 ଟଙ୍କା ରେ ପାଇପାରିବେ, ଆସନ୍ତୁ ଏହି ଡିଲ୍ ବିଷୟରେ ସବୁ ସୂଚନା ଜାଣିବା |

43-ଇଞ୍ଚ ସ୍ମାର୍ଟ ଟିଭି ରେ ଏହିପରି ପାଆନ୍ତୁ 36 ହଜାରରୁ ଅଧିକ ରିହାତି :-

ମାର୍କେଟ ରେ 47,990 ଟଙ୍କା ମୂଲ୍ୟ ରେ ଆପଣ iFFALCON ର 43-ଇଞ୍ଚ ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କୁ ଫ୍ଲିପକାର୍ଟ ରୁ 49% ର ରିହାତି ଅନୁସାରେ 23,999 ଟଙ୍କା ମୂଲ୍ୟ ରେ କିଣିପାରିବେ,ଯଦି ଆପଣ ଏହା ର ପେମେଣ୍ଟ ଦେବାବେଳେ SBI କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣ ତୁରନ୍ତ 10% ଅର୍ଥାତ୍ 1,500 ଟଙ୍କା ରିହାତି ପାଇବେ, ଯେଉଁଥିରେ କି ଏହି ଟିଭି ର ମୂଲ୍ୟ କମି କରି 22,499 ଟଙ୍କା ହେଇଯିବ, ଆପଣ ଚାହିଁବେ ତ, ଆପଣ ଏହି ସ୍ମାର୍ଟ ଟିଭିକୁ EMI ରେ ମଧ୍ୟ କିଣି ପାରିବେ |

ଏହି ଡିଲରେ ଏକ ଏକ୍ସଚେଞ୍ଜ ଅଫର ସାମିଲୀ ଅଛି :-

ଆସନ୍ତୁ ଆପଣଙ୍କୁ କହିବା ଯେ ବିଗ୍ ସେଭିଙ୍ଗ୍ ଡେ ସେଲ ରେ ଏହି ସାନଦାର ଡିଲ ରେ ଆପଣଙ୍କୁ ଏକ ଏକ୍ସଚେଞ୍ଜ୍ ଅଫର ମଧ୍ୟ ଦିଆଯାଉଛି,ଯାହା ଦ୍ୱାରା ଆପଣ ଆପଣଙ୍କର ପୁରୁଣା ଟିଭି ବଦଳରେ 11 ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ,ଯଦି ଆପଣ ଏହି ଏକ୍ସଚେଞ୍ଜ ଅ ଫରର ସମ୍ପୂର୍ଣ୍ଣ ଫାଇଦା ଉଠେଇବାକୁ ଚାହାଁନ୍ତି , ତେବେ ଏହି 43-ଇଞ୍ଚ୍ ସ୍ମାର୍ଟ ଟିଭିର ମୂଲ୍ୟ ଆପଣଙ୍କ ପାଇଁ 11,499 ଟଙ୍କାକୁ ଖସି ଆସିବ,,|

ଏହି ସ୍ମାର୍ଟ ଟିଭିର ଫିଚର୍ସ ସବୁ :-

iFFALCON ଅଲଟ୍ରା HD (4K) ଏଲଇଡି ସ୍ମାର୍ଟ ଟିଭି ଆଣ୍ଡ୍ରଏଡରେ କାମ କରେ,ଏହି 43 -ଇଞ୍ଚ ର ସ୍ମାର୍ଟ ଟିଭି ରେ 3,840 x 2,160 ପିକ୍ସେଲ ଏବଂ ଅଲ୍ଟ୍ରା HD (4K) ଡିସପ୍ଲେ ସହିତ ଆସିଥାଏ,ଏଥିରେ ଆପଣ 60Hz ର ରପ୍ରେସ ରେଟ ଏବଂ 24W ର ଏକ ସାଉଣ୍ଡ୍ ଆଉଟପୁଟ୍ ମଧ୍ୟ ପାଇବେ, ଏହି ସ୍ମାର୍ଟ ଟିଭି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ୟୁଟ୍ୟୁବ ପରି ଆପ୍ସକୁ ମଧ୍ୟ ସପୋର୍ଟ କରେ |

ଫ୍ଲିପକାର୍ଟ ରୁ ଆପଣ ଅହୁରି ବହୁତ ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ପ୍ରଡକ୍ଟ ସବୁ କୁ କମ ଦାମ ରେ କିଣି ପାରିବେ, ଆସନ୍ତୁ ଆପଣଙ୍କୁ କହିରଖିବା କି ଫ୍ଲିପକାର୍ଟର ଏହି ସେଲ ଟି ଡିସେମ୍ବର 21 ପର୍ଯ୍ୟନ୍ତ ଜାରି ରହିବ |

Leave a Reply

Your email address will not be published.