ଭାରତରେ ବିବାହ ଉପରେ ବର୍ତ୍ତମାନ ସମୟରେ ବ୍ରେକ ଲାଗିଯାଇଛି। ଏବେ ବାହାଘର ଆରମ୍ଭ ପୁଣିଥରେ ହୋଇଯାଇଛି ଓ ଏମିତି ହିଁ ଏକ ବାହାଘର ଭିଡ଼ିଓ ଭାଇରାଲ ହୋଇ ସାମ୍ନାକୁ ଆସିଛି ଯାହାକି ଆପଣଙ୍କ ହୋସ ଉଡାଇଦେବ। ଭିଡ଼ିଓରେ କନ୍ୟା ଜଣକ ନିଜର ଭିଡ଼ିଓରେ ଏମିତି ଡ଼୍ୟାନ୍ସ କଲେ ଯାହାକି ଦେଖିବାର ଥିଲା।
ଭିଡ଼ିଓ ଦେଖି ଆପଣ ହଇରାଣ ହୋଇଯିବେ:-
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଭାରତର ନୁହେଁ। ଏହି ଭିଡ଼ିଓରେ ଜଣେ କନ୍ୟା ନିଜ ବର ସାମ୍ନାରେ ଛିଡ଼ା ହୋଇ ଯେମିତି ଡ଼୍ୟାନ୍ସ କରୁଛନ୍ତି, ଏହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡ଼ିଓରେ ଆପଣ ଦେଖିପାରିବେ କନ୍ୟା ନିଜ ବର ସହିତ ଡ଼୍ୟାନ୍ସ କରୁଛି। ଏହାସହ ବିବାହକୁ ଆସିଥିବା ସମ୍ପର୍କୀୟ ଓ ପରିବାର ଲୋକେ ସେଠାରେ ଛିଡ଼ା ହୋଇ ତାଙ୍କର ଡ଼୍ୟାନ୍ସ ଉପଭୋଗ କରୁଥିଲେ।
ବର ସାମ୍ନାରେ ଛିଡ଼ା ହୋଇ ନାଚୁଛି କନ୍ୟା:-
IS THAT THE BRIDE?!?!? pic.twitter.com/et8Ai6iWj3
— Detective Drip (@Mojojojocousin) December 12, 2021
ଭିଡ଼ିଓକୁ ବର୍ତ୍ତମାନ ସୁଦ୍ଧା 35 ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଆପଣ ଦେଖିପାରିବେ କି, କନ୍ୟା ଜଣକ ନିଜ ପତି ସାମ୍ନାରେ ଛିଡ଼ା ହୋଇ ନାଚୁଛନ୍ତି। ଏହି ଡାନ୍ସରେ କନ୍ୟା ସହିତ ଝିଅ ମାନଙ୍କର ଗ୍ରୁପ ମଧ୍ୟ ରହିଛି। ଆପଣ ଦେଖିପାରିବେ ଧଳା ଜ୍ୟାକେଟ ପିନ୍ଧି ବର ବସିଛି ଓ କନ୍ୟା ତାଙ୍କ ଚାରିପଟେ ଚକର ଲଗାଉଛି। ସେ ଡ୍ୟାନ୍ସ କରି କରି ବର କୋଳରେ ମଧ୍ୟ ବସି ପଡ଼ୁଛନ୍ତି।
କନ୍ୟା ପିନ୍ଧିଥିଲେ ବ୍ୟାକଲେସ ଡ୍ରେସ:-
ଭିଡ଼ିଓରେ ଆପଣ ଦେଖିପାରିବେ କି, କନ୍ୟା ବ୍ୟାକଲେସ ଡ୍ରେସ ପିନ୍ଧିଛନ୍ତି। ଏଥିରେ କନ୍ୟାଙ୍କର ଅଧା ଦେହ ଦେଖାଯାଉଛି। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ବହୁତ ଉତ୍ତେଜକ ଲାଗୁଛି। ଭିଡ଼ିଓକୁ @Imkindafunny901 ଆକାଉଣ୍ଟରୁ ଶେୟର କରାଯାଇଥିଲା। ଏହି ଭିଡ଼ିଓକୁ ଦେଖି ଲୋକେ ପଚାରୁଛନ୍ତି କି, କଣ ଇଏ କନ୍ୟା ଅଟନ୍ତି ? କିଛି ଲୋକ ଏହାର ସପୋର୍ଟ କରି କହିଛନ୍ତି, କଣ ଝିଅଟି ନିଜ ବିବାହରେ ଏଞ୍ଜୟ କରି ପାରିବନାହିଁ ?