ନିଜକୁ ଯଦି ସ୍ମାର୍ଟ ଭାବୁଛନ୍ତି ତେବେ ଏହି ଫଟୋରେ କେଉଁଠି ବଙ୍କା ଲାଇନ ଅଛି,ଖୋଜି ବାହାର କରନ୍ତୁ, ଏହି ଫୋଟୋ ସମସ୍ତଙ୍କୁ କରୁଛି କନଫ୍ୟୁଜ !

0

Get real time updates directly on you device, subscribe now.

ଇଣ୍ଟରନେଟରେ ଏପରି ଅନେକ ପ୍ରଶ୍ନ ଏବଂ ଉତ୍ତର ଦେଖିବାକୁ ମିଳିଥାଏ, ଯାହାକୁ ସମାଧାନ ଖୋଜିବାରେ ଲୋକଙ୍କ ଝାଳ ବାହାରିପଡେ |ଅନେକଥର ଆମେ ଫଟୋକୁ ଦେଖି ଭ୍ରମରେ ପଡିଯାନ୍ତି ଯେ କଣ ଏହା ଅସଲି ଅଟେ କି ନକଲି ଅଟେ ? ଚାଲନ୍ତୁ ଏମିତି ଗୋଟିଏ ଫଟୋ ଆପଣଙ୍କୁ ଦେଖାଇବୁ, ଯାହାକୁ ଦେଖିବାପରେ ଆପଣ କିଛି ସମୟ ପାଇଁ ଚିନ୍ତାରେ ପଡିଯିବେ | ଆଜ୍ଞା ହଁ, ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଗୋଟିଏ ଫଟୋ ଏମିତି ଭାବରେ ଦେଖାଯାଉଛି ଯେ ତାର ଲାଇନଗୁଡିକ ବଙ୍କା ଅଟେ | କିନ୍ତୁ ସେଗୁଡିକୁ ଯେତେବେଳେ ଭଲ ଭାବରେ ଦେଖିବା, ସେତେବେଳେ ତାହା ସିଧା ବୋଲି ଜଣାପଡୁଛି |

ଏହି ଫଟୋ ଆପଣଙ୍କୁ କନଫ୍ୟୁଜ କରିଦେବ :-

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଫଟୋକୁ ଯେତେବେଳେ ଗୋଟିଏ ନଜରରେ ଦେଖିବା, ସେତେବେଳେ ଅନେକ ଗୁଡିଏ ରେଖା ବା ଲାଇନ ବଙ୍କା ଥିବା ପରି ଲାଗିବ | କିନ୍ତୁ ଯେତେବେଳେ ତା ଉପରେ ଧ୍ୟାନ କେନ୍ଦ୍ରିତ କରି ଦେଖିବେ, ସେତେବେଳେ ସବୁ ଲାଇନ ସିଧା ଦେଖାଯିବ | ଏହି ପଜଲରେ ଏହା କୁହାଯାଇଛି ଯେ ଫଟୋରେ କର୍ଭଡ଼ ଲାଇନ କିମ୍ବା ବଙ୍କା ରେଖା ଖୋଜନ୍ତୁ | ମେହେନ୍ଦି ରଙ୍ଗର ଲାଇନଗୁଡିକ ବିଲକୁଲ ସିଧା ଦେଖାଯାଉଛି ଏବଂ ତାର ଆଖପାଖରେ ଥିବା ଗ୍ରେ କଲରର ଲାଇନଗୁଡିକ ବଙ୍କା ଲାଇନ ଅଟେ |

ଦେଖନ୍ତୁ ଫଟୋ :-

ବଙ୍କା ଲାଇନ ଖୋଜିବାରେ ଆପଣଙ୍କର ଝାଳ ବାହାରିପଡିବ :-

ଅଚାନକ ଯେତେବେଳେ ନଜର ପଡେ, ସେତେବେଳେ ଏପରି ଅନୁଭବ ହୁଏ ଯେ ସିଧା ଲାଇନଗୁଡ଼ିକରୁ କିଛି ଲାଇନ ବୁଲିପଡିଛି, କିନ୍ତୁ ଏପରି ନୁହେଁ | କାହାର ଗ୍ରେ କର୍ଭଡ଼ ଲାଇନ କନଫ୍ୟୁଜ କରୁଛନ୍ତି | ଏହାକୁ ହିଁ ଇଲ୍ୟୁଜନ କୁହନ୍ତି, ଯାହା ଏହି ଫଟୋ ସହଜରେ ଦେଖୁଥିବା ଲୋକମାନଙ୍କୁ ଚକିତ କରିଦେଉଛି | ଯେତେବେଳେ ୟୁଜର୍ସ ଏହି ଫଟୋରେ କର୍ଭଡ଼ ଲାଇନ ଖୋଜୁଥିଲେ, ସେତେବେଳେ ଅନେକ ଲୋକ ନିଜ ମୁଣ୍ଡରେ ହାତ ଦେଇଦେଲେ | କିଛି ଲୋକ ବହୁତ ସମୟ ପର୍ଯ୍ୟନ୍ତ ଫଟୋକୁ ଦେଖିବାପରେ ହାର ମାନିଗଲେ | ଏହି ଫଟୋକୁ ସୋସିଆଲ ମିଡିଆରେ ହ୍ୟାଣ୍ଡ ରେଡ଼ିଟରେ ସେୟାର କରାଯାଇଛି |

Leave A Reply

Your email address will not be published.