ଡ଼କ୍ଟରଙ୍କ କମାଲ : ଦୁନିଆର ପ୍ରଥମ ମଣିଷଙ୍କ ଦେହରେ ଲଗାଇଲେ ଅନ୍ୟ ଜଣେ ଲୋକଙ୍କର ପ୍ରାଇଭେଟ ପାର୍ଟ ! ଜାଣନ୍ତୁ କେମିତି କଣ ଚିକିତ୍ସା କରାଯାଇଥିଲା !

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଏକ ଏମିତି ସ୍ଥାନ ଅଟେ ଯେଉଁଠାରେ ପ୍ରତ୍ୟକ ଦିନ ନୂଆ ନୂଆ ଭିଡ଼ିଓ ସାମ୍ନାକୁ ଆସିଥାଏ। ଏହାମଧ୍ୟରେ କିଛି ଏମିତି ଖବର ଥାଏ ଯାହାକି ଆମକୁ ଭାବୁକ କରିଥିବା ବେଳେ କିଛି ଏମିତି ଖବର ଥାଏ ଯାହାକି ଆମକୁ ହଇରାଣ କରିଦେଇଥାଏ। ଏହିସମୟରେ ସାଉଥ ଆଫ୍ରିକାରେ ରହୁଥିବା ଜଣେ ବ୍ୟକ୍ତିର ବହୁତ ଚର୍ଚ୍ଚା ହେବାକୁ ଲାଗିଛି।

କଥା ହେଉଛି ସାଉଥ ଆଫ୍ରିକାର ଏହି ବ୍ୟକ୍ତି ଜଣକ ନିଜ ଦାୟିତ୍ବହୀନତା ଯୋଗୁଁ ନିଜର ହିଁ କ୍ଷତି କରି ବସିଛି। ବ୍ୟକ୍ତି ଜଣକ ଏହାପରେ ନପୁଂସକ ହୋଇ ଯାଇଥିଲା ଓ ଡ଼କ୍ଟର କିନ୍ତୁ ଜଣେ ମୃତ ବ୍ୟକ୍ତିର ପ୍ରାଇଭେଟ ଆଣି ଏହି ବ୍ୟକ୍ତି ଦେହରେ ଲଗାଇଥିଲେ। ଯିଏବି ଏହାବିଷୟରେ ଜାଣୁଛି ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଉଛି। ଆସନ୍ତୁ ଜାଣିବା ଏହାବିଷୟରେ କିଛି କଥା।

ଯେମିତି ଆମେ ସବୁ ଜାଣିଛେ ସମୟ ସହିତ ମେଡିକାଲ ଜଗତ ମଧ୍ୟ ବିକଶିତ ହୋଇ ଚାଲିଛି। ପୂର୍ବରୁ କିଛି ରୋଗ ହେଉଥିଲେ ବହୁତ ଚିନ୍ତା କରିବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ ମେଡ଼ିକାଲ ଅଗ୍ରଗତି କାରଣରୁ ସବୁ ସହଜ ହୋଇପଡ଼ିଛି। ବର୍ତ୍ତମାନ ଏହାଉପରେ ଆମେ ସାଉଥ ଆଫ୍ରିକାର ଜଣେ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ମିଡ଼ିଆ ରିପୋର୍ଟ ଅନୁସାରେ, ବ୍ୟକ୍ତି ଜଣକ ବୟସ 21 ବର୍ଷ ଅଟେ କିନ୍ତୁ ଏହି ବ୍ୟକ୍ତିର ପରିଚୟ ଲୁଚାଯାଇଛି। ଏହି ବ୍ୟକ୍ତି ନିଜର ଦାୟିତ୍ୱହୀନତା କାରଣରୁ ନପୁଂସକ ହୋଇଗଲା ଓ ଯେତେବେଳେ ଡ଼କ୍ଟର ବ୍ୟକ୍ତି ଜଣକର ଚିକିତ୍ସା କରିଥିଲେ ସେତେବେଳେ ତାଙ୍କର ଖୁବ ଚର୍ଚ୍ଚା ହେବାକୁ ଲାଗିଲା। ଡ଼କ୍ଟର ଜଣେ ମୃତ ବ୍ୟକ୍ତିର ପ୍ରାଇଭେଟ ପାର୍ଟକୁ ସେହି ବ୍ୟକ୍ତି ସହିତ ଯୋଡ଼ିଦେଲେ। ବ୍ୟକ୍ତି ଜଣକ ନିଜେ ଏହାର ଅନୁଭବ ଦର୍ଶାଇଥିଲେ।

ଯେଉଁ ଡ଼କ୍ଟର ବ୍ୟକ୍ତିଙ୍କ ଚିକିତ୍ସା କରିଥିଲେ ତାଙ୍କୁ ଲୋକମାନେ ଡ଼କ୍ଟର ଡ଼ିକ ନାମରେ ଜାଣିବାକୁ ପାଉଛନ୍ତି। ଡ଼କ୍ଟର ଜଣକ ସାଉଥ ଆଫ୍ରିକାନସ ଏକ ରିପୋର୍ଟକୁ ସମ୍ପୂର୍ଣ୍ଣ ସୂଚନା ଦେଇ କହିଛନ୍ତି କି, ଡ଼ି ବ୍ୟାନ ଡର ମରୱେ କହିଥିଲେ କି, ଅପରେସନ ପରେ ପ୍ରାଇଭେଟ ପାର୍ଟ ଯୋଡ଼ିବାପରେ ବହୁତ ଲୋକ ତାଙ୍କୁ କଣ୍ଟାକ୍ଟ କରିଥିଲେ। ଜଣେ ବ୍ୟକ୍ତି ନିଜର ପ୍ରାଇଭେଟ ପାର୍ଟ ଦାନ କରିବାକୁ ଚାହୁଁଥିଲେ ଓ ସେ ସମ୍ପର୍କ କରିଥିଲା।

ଡ଼ିସେମ୍ବର 11 ତାରିଖ 2014 ମସିହାରେ ଏହି ପ୍ରାଇଭେଟ ପାର୍ଟ ଯୋଡ଼ିବା ଅପରେସନ ହୋଇଥିଲା। ଯେଉଁ ବ୍ୟକ୍ତିର ପ୍ରାଇଭେଟ ପାର୍ଟ କାମ କରିବା ବନ୍ଦ କରି ଦେଇଥିଲା ଡ଼କ୍ଟର ସେହି ବ୍ୟକ୍ତିର ପ୍ରାଇଭେଟ କାଟି ଅନ୍ୟଟି ଲଗାଇ ଦେଇଥିଲେ। ଏହାପରେ ବ୍ୟକ୍ତିର ଜଙ୍ଗରୁ କିଛି ତ୍ୱଚା ବାହାର କରାଯାଇ ପ୍ରାଇଭେଟ ପାର୍ଟରେ ଲଗା ଯାଇଥିଲା ଯେମିତି ଏହାକୁ ଦେଖିଲେ ପ୍ରାକୃତିକ ଲାଗିବ।

ଡ଼କ୍ଟରଙ୍କ କହିବା ହେଲା, ଏବେ ସର୍ଜରୀ କରିବାପରେ ତାଙ୍କ ପ୍ରାଇଭେଟ ପାର୍ଟ ସଠିକ ଭାବରେ କାମ କରୁଛି। ସର୍ଜରୀ କରିବାପରେ ପ୍ରାଇଭେଟ ପାର୍ଟ ସଠିକ ଭାବରେ କାମ କରୁଛି। ଏହା ଶେଷରେ ଡ଼କ୍ଟର ପ୍ରମାଣିତ କରି ଦେଖାଇଲେ।

ଡ଼କ୍ଟର କହୁଛନ୍ତି, ଏବେ ତାଙ୍କର ସେକସୁଆଲ ଲାଇଫ ସଠିକ ଭାବରେ ଚାଲୁଛି। ଏହାସହ ତାଙ୍କର ବୀର୍ଯ୍ୟ ମଧ୍ୟ ସଠିକ ବନିବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହା ଖୁବ ଚର୍ଚ୍ଚା ହେଉଛି। ଯେକେହିବି ଏହି ମାମଲା ବିଷୟରେ ଜାଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

Leave A Reply

Your email address will not be published.