ଅଜବ ଗଜବ: ଜାଣନ୍ତୁ ଏଲିଅନ୍ସ ସହ ମଣିଷଙ୍କର କେଵେ ହେଵ ସାକ୍ଷାତ ? ବୈଜ୍ଞାନିକ କଲେ ବଡ ଖୋଲାସା !

0

Get real time updates directly on you device, subscribe now.

ବୈଜ୍ଞାନିକ ରିସର୍ଚ୍ଚ ଜରିଆରେ ଜାଣିବାକୁ ଚାହୁଁଛନ୍ତି ଯେ କ’ଣ ବ୍ରହ୍ମାଣ୍ଡରେ ମଣିଷ ବ୍ୟତୀତ ଆଉ କୈାଣସି ଜୀଵ ରହିଛି? ବୈଜ୍ଞାନିକମାନେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଯେ କ’ଣ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ରହିଛି? ବୈଜ୍ଞାନିକଙ୍କ ମାନିବା କଥା ଯେ ୧୦ ବର୍ଷରୁ କମ ସମୟ ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷ ପହଞ୍ଚିବ|ଏହି ଶଦିରେ ମଣିଷ ବୃହସ୍ପତି ଵା ଶନି ଅତିକମରେ ଗୋଟିଏ ଉପଗ୍ରହରେ ପହଞ୍ଚିଯିବ|ନାସାର ଗୋଟିଏ ରିସର୍ଚ୍ଚରେ ଏହି ଅନୁମାନ ଲଗାଯାଇଛି|

ଏହି ରିସର୍ଚ୍ଚର ସମ୍ଭାବନା ଦେଖାଯାଇଛି ଯେ ମଣିଷ ୩୫୦ ବର୍ଷ ପୂର୍ବେ ମାନେ ୨୩୮୩ ପାଖାପାଖି ମଣିଷ ସୈରମଣ୍ଡଳର ବାହାରେ ଥିବା ଅନ୍ୟ କୌଣସି ଜୀଵ ମାନେ ଏଲିୟନ ସହ ସମ୍ପର୍କ କରିପାରେ|ନାସାରେ ଏହି ଷ୍ଟଡି ବିଷୟରେ ଏହି ବର୍ଷ ବତାଇଥିଲା|ନାଶାର ଜେଟ ପ୍ରୋପେଲସନ ଲାବୋରୋଟାରୀ ର ପୃଥ୍ୱୀ ବିଜ୍ଞାନ ସେକ୍ସନରେ ବୈଜ୍ଞାନିକ ଓ ଗ୍ରୁପର ନେତା ଜୋନାଥନ ଏଚ ଜିୟାଙ୍ଗ ଓ ତାଙ୍କ ଦଳ ଏହି ଅଧ୍ୟୟନ କରିଥିଲେ|

କୈଣସି ଅନ୍ୟ ଗ୍ରହରେ ରହିବା ଏକ ସାଇନ୍ସ ଫିକ୍ସନ ଫିଲ୍ମ ଭଳି ପ୍ରତୀକ ହୋଇଥାଏ|ଏହି ଅଧ୍ୟୟନ ରେ କୁହାଯାଇଥାଏ ଯେ ମଣିଷ ୨୦୩୮ ପର୍ଯ୍ୟନ୍ତ ମଙ୍ଗଳ ଗ୍ରହରେ ପହଞ୍ଚି ଯିବ|ଯଦି କୌଣସି ସମସ୍ୟା ନାଆସେ ତେଵେ ୨୦୮୬ ପର୍ଯ୍ୟନ୍ତ ଶନିଗ୍ରହରେ ମଣିଷ ପାଦ ଥାପିବ|ଏହାସହ ଏଥିରେ ଖୁଲାସା କରାଯାଇଛି ଯେ ୨୨୫୪ ପର୍ଯ୍ୟନ୍ତ ସୈରମଣ୍ଡଳରୁ ହଟିକି ନିକଟତମ ପ୍ଲୋନେଟୋରୀ ସିଷ୍ଟମ ପ୍ରୋକ୍ସିମା ସେଞ୍ଚୁରୀ ପର୍ଯ୍ୟନ୍ତ ପହଞ୍ଚିବାକୁ ସଫଳ ହୋଇପାରେ|

ଗବେଷକଙ୍କ ମାନିବାନୁଯାୟୀ ମଣିଷ ଏଲିୟନ ସହ ୨୩୮୩ ପର୍ଯ୍ୟନ୍ତ ମିଳିପାରେ|ନାସାର ବୈଜ୍ଞାନିକ ଅନ୍ତରୀକ୍ଷର ରହସ୍ୟ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଛନ୍ତି|ସେ ସବୁଦିନ କିଛି ନା କିଛି ନୂତନ ଖୁଲାସା କରିଥାନ୍ତି|ନାସା ଏଵେ ନିକଟରେ ଅନ୍ତରିକ୍ଷର ବହୁ ରହସ୍ୟ ଉପରୁ ପର୍ଦା ଉଠେଇଛି|ଅନ୍ତରିକ୍ଷର ରହସ୍ୟ ଜାଣିବାକୁ ନାସା ବହୁତ ଗୁଡ଼ିଏ ମିଶନର ପ୍ରସ୍ତୁତି କରୁଛି|

Leave A Reply

Your email address will not be published.