ପକ୍ଷୀଟି ଇଲେଟ୍ରି ତାରରେ ଲାଗି ଯାଇଥିଲା,ଆଉ ହେଲିକାପ୍ଟର ଦ୍ଵାରା ଏମିତି ଭାବରେ ବଞ୍ଚାଇଲେ ଜୀବନ,ଭିଡିଓ ଦେଖିଲା ପରେ ନିଶ୍ଚିତ ଭାବରେ ସଲାମ କରିବେ !
ଇଣ୍ଟରନେଟରେ ଅନେକ ସମୟରେ ମାନବିକତାର ଉଦାହରଣ ଦେଉଥିବା ଅନେକ ଭିଡିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ, ସେଥି ମଧ୍ୟ ରୁ ଅନେକ ଭିଡିଓ ଏପରି ମଧ୍ୟ ଥାଏ କି ଯାହା ଆମକୁ ଜୀବନର ବଡ଼ ବଡ଼ ଶିକ୍ଷା ମଧ୍ୟ ଦେଇଥାଏ,ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯେଉଁଥିରେ ଜଣେ ବ୍ୟକ୍ତି ଯେଉଁଭଳି ଭାବେ ଗୋଟେ ପକ୍ଷୀର ଜୀବନ ରକ୍ଷା କରିଛନ୍ତି,ତାହା ଦେଖି ସମସ୍ତେ ବର୍ତ୍ତମାନ ତାଙ୍କୁ ପ୍ରଶଂସା କରୁଛନ୍ତି,ଭିଡିଓରେ ଦେଖା ଯାଉଛି କି ଏକ ପକ୍ଷୀ ଇଲେଟ୍ରି ତାର ର ବହୁତ ଉପରେ ବସି ଡେଣାକୁ ଫଡ-ଫଡ କରୁଛି,ତା’ପରେ ଜଣେ ବ୍ୟକ୍ତି ହେଲିକପ୍ଟରରେ ଆସି ସେହି ପକ୍ଷୀ ର ଜୀବନ ରକ୍ଷା କରନ୍ତି, ଏହି ଭିଡିଓ ସମସ୍ତ ଙ୍କର ହୃଦୟ ଜିତି ନେଇଛି |
https://twitter.com/i/status/1468613879412387842
ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଜନ୍ତା ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି,ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି କି ଦୟାଭାବ ଦୁନିଆ ରେ ବାସ କରିବା ପାଇଁ ଏକ ଉତ୍ତମ ଆଉ ଭଲ ଜାଗା ବାନେଇଥାଏ,ଭିଡିଓରେ ଆପଣ ଦେଖିପାରିବେ ଯେ ପକ୍ଷୀ ଟି ଏକ ଇଲେଟ୍ରି ତାରା ର ବହୁତ ଉପର କୁ ଚାଲିଯାଇଥିଲା ଆଉ ସେହିଠାରେ ଫଶି ନିଜ ଡେଣା କୁ ଫଡ-ଫଡ କରୁଛି,ତା’ପରେ ଜଣେ ବ୍ୟକ୍ତି ହେଲିକପ୍ଟରରେ ବସି ସେହି ପକ୍ଷୀକୁ ତାରରୁ ବାହାର କରିତା ଜୀବନ ବଞ୍ଜେଇ ଦିଅନ୍ତି |
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ ଆସୁଛି ଆଉ ସମସ୍ତ ବ୍ୟାକ୍ତି ସେହି ବ୍ୟକ୍ତିଙ୍କୁ ପ୍ରଶଂସା କରୁଛନ୍ତି,ଏହି ଭିଡିଓ ଟି କୁ ବର୍ତ୍ତମାନ ପର୍ଯ୍ୟନ୍ତ 43 ହଜାରରୁ ଅଧିକ ଥର ଦେଖାଯାଇଛି, ଲୋକମାନେ ଭିଡିଓରେ ବହୁତ କମେଣ୍ଟ କରି ନିଜ ମତ ଦାନ କରୁଛନ୍ତି , ଜଣେ ଉପଭୋକ୍ତା ଲେଖିଛନ୍ତି, ଏହି ମାନବିକତା ପାଇଁ କୌଣସି ଶବ୍ଦ ନାହିଁ, ଅନ୍ୟ ଜଣେ ଲେଖିଛନ୍ତି – କିଛି ଲୋକଙ୍କ ଦୟାମନ ଭାବ ପାଇଁ ସେମାନେ ଯେକୌଣସି ସ୍ତରକୁ ମଧ୍ୟ ଯାଇପାରନ୍ତି, ଏହା ବଡ ମହାନ କାମ |