ମୋଦି ସରକାର କୃଷକ ମାନଙ୍କୁ ଲୋଭାଇବା ପାଇଁ ବହୁତ ଜଲଦି ପିଏମ କିଷାନ ସମ୍ମାନ ନିଧିର ଦଶମ କିସ୍ତି ଜାରି କରିଛନ୍ତି। ସରକାର ବିଗତ ବର୍ଷ ଡ଼ିସେମ୍ବର 25 ତାରିଖରେ କିସ୍ତି କୃଷକ ମାନଙ୍କ ଆକାଉଣ୍ଟକୁ ପଠାଇଥିଲେ।
ଜଣାଇଦେଉଛୁ କି, ମୋଦି ସରକାର ଏବେପର୍ଯ୍ୟନ୍ତ କୃଷକଙ୍କ ଖାତାକୁ ମୋଟ ୯ଟି କିସ୍ତି ପଠାଇ ସାରିଛନ୍ତି। କୃଷକଙ୍କ ଖାତାକୁ ବାର୍ଷିକ 2000 ଟଙ୍କିଆ ତିନୋଟି ରାଶି ମୋଟ 6000 ଟଙ୍କା ପଠାଇଥାନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ଦେଶର କୃଷକଙ୍କୁ ସାହାର୍ଯ୍ୟ କରିବା ସହ ତାଙ୍କର ଆର୍ଥିକ ସାହାର୍ଯ୍ୟ କରିଥାନ୍ତି।
ଲିଷ୍ଟରେ ଦେଖନ୍ତୁ ନିଜର ନାମ:-
– ସର୍ବପ୍ରଥମେ Pmkisan.Gov.In ୱେବସାଇଟ ଓପନ କରନ୍ତି।
– କୃଷକ ୱେବସାଇଟରେ ‘Farmers corner’ ଅପ୍ସନରେ କ୍ଲିକ କରନ୍ତୁ।
– ଏହି ସେକ୍ସନରେ ଯାଇ ଆପଣ ଲାଭାର୍ଥୀ ସୂଚୀରେ କ୍ଲିକ କରନ୍ତୁ।
– ଏଥିରେ କୃଷକଙ୍କୁ ନିଜ କ୍ଷେତ ସହ ଜଡ଼ିତ ସୂଚନା ଯେମିତି- ରାଜ୍ୟ, ଜିଲ୍ଲା, ଉପ ଜିଲ୍ଲା, ବ୍ଲକ ଓ ଗ୍ରାମର ନାମ ଏହି ସେସନରେ ଭରିବାକୁ ହେବ।
-ଏହାପରେ କୃଷକଙ୍କୁ get ରିପୋର୍ଟ ଅପ୍ସନରେ କ୍ଲିକ କରି ଆପଣଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଲିଷ୍ଟ ଆସିଯିବ।
– ଏହାପରେ କିଷାନ ଲିଷ୍ଟରେ ଆପଣ ନିଜର କିସ୍ତି status ଦେଖିପାରିବେ।
ମୋବାଇଲରୁ ମଧ୍ୟ ସୂଚନା ପ୍ରାପ୍ତ କରନ୍ତୁ:-
ପିଏମ କିଷାନ ସମ୍ମାନ ଯୋଜନା ଲ୍ୟାଣ୍ଡଲାଇନ ନମ୍ବର୍- 011- 23381092 23382401
– ଏହାର ଟୋଲ ଫ୍ରି ନମ୍ବର୍ 18001155266
– ଏହାର ହେଲ୍ପଲାଇନ ନମ୍ବର୍ 155261, 0120-6025109