ଦେଖନ୍ତୁ ଭିଡ଼ିଓ : ଯୁବତୀଙ୍କୁ ଇମ୍ପ୍ରେସ କରିବାକୁ ବ୍ୟକ୍ତିଜଣକ କଲେ ଏପରି ଷ୍ଟଣ୍ଟ,କିନ୍ତୁ ତା ପରେ ଯାହା ହେଲା …

0

Get real time updates directly on you device, subscribe now.

ସୋସିଆଲ ମିଡିଆର ଏହି ଜମାନାରେ ସମସ୍ତେ ପପୁଲାର ହେବାକୁ ଚାହାନ୍ତି|କିଛି ଲୋକ ଅଜବଗଜବ ହଇରାଣ କରି ଚର୍ଚ୍ଚାରେ ରହିବାକୁ ଚାହାଁନ୍ତି|ଫଟୋ ଓ ଭିଡିଓରେ ଲାଇକ ପାଇଁ ବେଳେବେଳେ ଲୋକ ମାନେ ନିଜର ଜୀବନକୁ ମଧ୍ୟ ଵାଜି ଲଗାଇ ଦେଇଥାନ୍ତି|ଖାସକରି ଯୁବକଙ୍କ ମଧ୍ୟରେ ଏହି କ୍ରେଜ ରହିଥାଏ|ଏହି ତରିକାରେ କିଛି ଲୋକଙ୍କୁ ସଫଳତା ମିଳେ ଓ କିଛି ଲୋକ ମଜାକ ବନିଥାନ୍ତି|ଏଭଳି ଏକ ଵ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି|

ଆମେ ସମସ୍ତେ ଜାଣନ୍ତି ଯେ ଆଜିକାଲିର ସମୟ ଦେଖାଇବାର ସମୟ, ଓ ସମସ୍ତେ ନିଜ ନିଜର କଳା ଦେଖାଇବାକୁ ଚାହାନ୍ତି|ଏଵେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି|ଯାହା ଜଣେ ଯୁବକ ସହ ଜଡ଼ିତ ଯିଏ ସ୍ପୋର୍ଟସ ବାଇକରେ ଯୁବତୀଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଛନ୍ତି, କିନ୍ତୁ ଶେଷରେ ଏପରି କିଛି ହେଲା ଫଳରେ ସେ ଲୋକହସା ହେଲା ଫଳରେ ସେ ଏହାପରେ କେଵେ ଷ୍ଟଣ୍ଟ ଦେଖାଇବାକୁ ଚେଷ୍ଟା କରିବ ନାହିଁ|

ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ ଯେ ଗୋଟିଏ ସ୍ଥାନରେ ବହୁତ ଲୋକ ନିଜର ସ୍ପୋର୍ଟସ ବାଇକ ପାଇଁ ଛିଡା ହୋଇଛନ୍ତି|ଏମାନଙ୍କ ମଧ୍ୟରୁ ଜଣେ ଯୁବକ ଯୁଵତୀମାନଙ୍କୁ ଇମ୍ପ୍ରେସ କରିବାକୁ ତାକୁ ପାଖକୁ ଡାକେ ଓ ନିଜର ବାଇକରେ ବସିବାକୁ କହେ|କିନ୍ତୁ ସେତେବେଳେ ଏପରି କିଛି ହୁଏ ହସିହସି ଗଡିଯିବେ|ଆପଣ ଦେଖିପାରିବେ ବ୍ୟକ୍ତି ଯେତେବେଳେ ଷ୍ଟଣ୍ଟ ଦେଖାଇବାକୁ ବାଇକ ନେଇ ରେସରେ ଦୈଡେ ନିୟନ୍ତ୍ରଣ ହରାଇ‌ ପାଖ ବାଇକ ସହ ଧକ୍କା କରିଦିଏ|

ଭିଡିଓକୁ ଟୁଇଟରରେ ଦ ଡାରୱନ ଆୱାର୍ଡ଼ ନାମକ ପେଜରେ ସେୟାର କରାଯାଇଛି|ଏଥିରେ ୟୁଜର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ସମସ୍ତେ କହୁଛନ୍ତି ଯୁବକମାନେ ଏଭଳି ଜୀଵନକୁ ବିପଦପୂର୍ଣ୍ଣ କରିବା ଅନୁଚିତ|ଜଣେ ୟୁଜର କହିଛନ୍ତି ଷ୍ଟଣ୍ଟ‌ କରୁଥିଵା ଲୋକମାନେ ଜୀଵନକୁ ପାଣି ଛଡାଇ କରିଥାନ୍ତି|ଆଉଜଣେ କହିଛନ୍ତି ଏହା ଜୀବନ ମରଣାନ୍ତକ|ଆଉଜଣେ ଲେଖିଛନ୍ତି ଜଣାନାହିଁ ଲୋକଙ୍କୁ କେତେବେଳେ ଜଣାପଡିବ ଯେ ତାଙ୍କ ଭୁଲ ଜୀବନ ନେଇପାରେ|

Leave A Reply

Your email address will not be published.