ପ୍ରାଇଭେଟ୍ ପାର୍ଟରେ‌ ବମ୍ ଫସାଇ ହସ୍ପିଟାଲରେ ପହଞ୍ଚିଲା ବ୍ୟକ୍ତି, ଦେଖିକି ଥରିବାକୁ ଲାଗିଲେ ଡାକ୍ତର ! ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଦୁର୍ଘଟଣା କେବେବି ହୋଇପାରେ|ଦୁର୍ଘଟଣା ଉପରେ କାହାର‌ କଣ୍ଟ୍ରୋଲ ନଥାଏ|ବେଳେବେଳେ ଏପରି ଦୁର୍ଘଟଣା ହୋଇଯାଏ ଯେ ଲୋକମାନେ ଆଶ୍ଚର୍ୟ୍ଯ ହୋଇଯାଆନ୍ତି|ଏଵେ ନିକଟରେ ଏକ ଅଜବ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିର ଷ୍ଟୋରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି|ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତିର ପ୍ରାଇଭେଟ୍ ପାର୍ଟରେ ଖତରନାକ‌ ବମ ଫସିଗଲା|ଯେତେବେଳେ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ|ବାହାର କରାଯାଇଥିବା ବମ ବିଶ୍ୱଯୁଦ୍ଧ ୨ର କୁହାଯାଉଛି|ଏହାକୁ ତୁରନ୍ତ ଡିଫ୍ୟୁଜ କରାଯାଇଛି|

ଘଟଣା ୨ ଡିସେମ୍ବରର ବୋଲି କୁହାଯାଉଛି|ବ୍ୟକ୍ତିକୁ ଯେମିତି ହସ୍ପିଟାଲରେ ଆଡମିଟ କରାଗଲା ସମସ୍ତଙ୍କ ହୋସ ଉଡ଼ିଗଲା|ଆଡମିଟ ହୋଇଥିବା ବ୍ୟକ୍ତି ମିଲିଟାରୀ ସଦସ୍ୟ ଥିଲା|ଘରର ସଫା ସମୟରେ ଘରେ ରଖାଯାଇଥିବା ଏହି ଵମ୍ ଉପରେ ବ୍ୟକ୍ତି ଖସି ପଡିଲା|ବମ ଠିଆ ରଖାଯାଇଥିଲା|ଫଳରେ ବ୍ୟକ୍ତିର ପ୍ରାଇଭେଟ୍ ଭିତରେ ସିଧାସଳଖ ପଶିଗଲା|ଯନ୍ତ୍ରଣାରେ ଜର୍ଜରିତ ବ୍ୟକ୍ତିକୁ ହସ୍ପିଟାଲରେ ଆଡମିଟ କରାଗଲା ଓ ସେଠାରେ ତ ଅବସ୍ଥା ଦେଖି ବମ ଡିଫ୍ୟୁଜ ଦଳକୁ ଡକାଗଲା|

ରିପୋର୍ଟ୍ ଅନୁସାରେ ବାହାର କରଯାଇଥିବା ଵମ୍ ରୟାଲ ଆର୍ଟିଲାରି ଦ୍ୱାରା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା|ପରେ ଏହାକୁ ଦକ୍ଷିଣ ଆଫ୍ରିକାରେ ବ୍ରିଟିଶ ଟ୍ୟାଙ୍କ ମଧ୍ୟ ବ୍ୟବହାର କରିଥିଲେ|ଏହା ପାଖାପାଖି ୫୭ ସେମି ଗୋଲ ଓ ୧୭୦ ମିମି ଲମ୍ବା ହୋଇଥାଏ|ଦ ସନକୁ ମିଳିଥିବା ସୂଚନା ଅନୁସାରେ ଘରର ସଫା ସମୟରେ ଘରେ ରଖାଯାଇଥିବା ଏହି ଵମ୍ ଉପରେ ବ୍ୟକ୍ତି ଖସି ପଡିଲା|ବମ ଠିଆ ରଖାଯାଇଥିଲା|ଫଳରେ ବ୍ୟକ୍ତିର ପ୍ରାଇଭେଟ୍ ଭିତରେ ସିଧାସଳଖ ପଶିଗଲା|

ଯେତେବେଳେ ବ୍ୟକ୍ତି ହସ୍ପିଟାଲ ଗଲା , ଡାକ୍ତର ଫସିଥିବା ଜିନିଷ ଦେଖି ଡରିଗଲେ|ସେ ଏହାକୁ ତୁରନ୍ତ କନଫର୍ମ କରିବାକୁ ବମ ନିରୋଧୀ ଦଳ ଡକାଇଲେ|ପରେ ପୋଲିସ ମଧ୍ୟ ପହଞ୍ଚିଲେ|ବାହାର କରାଯାଇଥିବା ଵିସ୍ଫୋଟକକୁ ତୁରନ୍ତ ଡିଫ୍ୟୁଜ କରିଥିଲେ|ବ୍ୟକ୍ତିକୁ ଏହି ଘଟଣା ପରେ ହସ୍ପିଟାଲରୁ ଛୁଟି ଦିଆଗଲା|ଡାକ୍ତର ମାନେ କହିଛନ୍ତି ବ୍ୟକ୍ତିକୁ ରିକଭର ପାଇଁ କିଛି ସମୟ ଲାଗିବ|ଯଦିଓ ଏହି ମାମଲା ମିଡିଆରେ ଆସିବା ମାତ୍ରେ ଭାଇରାଲ ହୋଇଥିଲା|

Leave A Reply

Your email address will not be published.