ତକିଆରେ ସ୍ତ୍ରୀର ମୁହଁ ଦବାଇବାକୁ ପହଞ୍ଚିଲା ସ୍ବାମୀ,କିନ୍ତୁ କରିଦେଲା ବହୁତ୍ ବଡ଼ ଭୁଲ,ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

କୁହାଯାଏ ପତିପତ୍ନୀଙ୍କ ସମ୍ପର୍କ ସବୁଠାରୁ ସୁନ୍ଦର ହୋଇଥାଏ|ସମସ୍ତେ ନିଜର ଜୀବନରେ ଜୀବନସାଥୀର ବହୁ ଅପେକ୍ଷା କରିଥାଏ ଓ ଯେତେବେଳେ ତା ସହ ଦେଖା ହୋଇଯାଏ ତେଵେ ସ୍ୱପ୍ନ ପୂରଣ ହୋଇଥାଏ|ଆପଣ ସୋସିଆଲ ମିଡିଆରେ ଏଭଳି ଵହୁ ଭିଡିଓ ଦେଖିଥିବେ ଯେଉଁଥିରେ ପତିପତ୍ନୀ ମସ୍ତି କରୁଥାନ୍ତି|ଏଭଳି ଏକ ଭିଡିଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଯାହା ବହୁ ମଜାଦାର|ଏହି ଭିଡିଓରେ ଜଣେ ବ୍ୟକ୍ତି ସୋଇଥିବା ପତ୍ନୀଙ୍କ ମୁହଁକୁ ତକିଆରେ ଦଵାଇବାକୁ ଯାଇଥିଲା, ଯଦିଓ ସେ ଭୁଲରେ ପାଦ ଦଵେଇଲେ|ଏହାପରେ ପତି ସହ ମଜାଦାର ଘଟଣା ଘଟିଲା|

ସୋସିଆଲ ମିଡ଼ିଆ ୟୁଜର୍ସକୁ ଏହି ଭିଡିଓ ବହୁ ପସନ୍ଦ ଆସୁଛି ଓ ଲୋକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି|ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ ଯେ ବ୍ୟକ୍ତିର ପତ୍ନୀ ଚାଦର ଘୋଡାଇ ସୋଇଛନ୍ତି|ଏତେବେଳେ ଶାନ୍ତିରେ ପତି ହାତରେ ତକିଆ ନେଇ ଆସନ୍ତି|ଭିଡିଓରେ ପତି ପତ୍ନୀଙ୍କୁ ମାରି ଛୁଟକାରା ନେଵାକୁ ଚାହିଁଥାନ୍ତି|ଏଥିପାଇଁ ସିଧା ତାଙ୍କ ମୁହଁ ଆଡକୁ ତକିଆ ନେଇଥାନ୍ତି ଓ ଜୋରରେ ପତ୍ନୀଙ୍କ ମୁହଁ ଦବାଇଥାନ୍ତି|

ଭିଡିଓ ସେତେବେଳେ ମଜାଦାର ହୋଇଥାଏ ଯେତେବେଳେ ପତି ଗୋଟିଏ ଵଡ ଭୁଲ କରିବସେ|ପ୍ରକୃତରେ ପତି ଯେଉଁ ଆଡକୁ ଯାଇ ପତ୍ନୀଙ୍କ ମୁହଁ ଦଵାଏ ତାହା ମୁହଁ ନୁହେଁ ଗୋଡ ହୋଇଥାଏ|ତେଣୁ ପତି ଗୋଡ ଦବାଇଥାଏ|ଯେତେବେଳେ ପତ୍ନୀଙ୍କ ଏପରି କରେ ସେ ଉଠିଯାଏ ଓ ଆଶ୍ଚର୍ଯ୍ୟ ହୋଇଯାଏ|ଏହାପରେ ସେ କହେ କ’ଣ କରୁଛ? ଏଥିରେ ପତି ଡରିଯାଏ|

ଭିଡିଓରେ ଆଗକୁ ଆପଣ ଦେଖିପାରିବେ ପତ୍ନୀ ପୁଣି ପଚାରେ କ’ଣ ହେଉଛି?ପତି କହେ ଯେ ତମେ ଥକି ଯାଇଥିବ ତେଣୁ ଏପରି କରୁଛି|ଏହାପରେ ପତ୍ନୀ କହେ ଜୋରରେ ଦବାଅ|ସୋସିଆଲ ମିଡିଆରେ ୟୁଜର୍ସକୁ ଏତେ ପସନ୍ଦ କରୁଛନ୍ତି ଯେ ସବୁଆଡେ ସେୟାର କରୁଛନ୍ତି|ଭିଡିଓ ରିଅଲ ନୁହେଁ ମଜାକ ଭାବେ ବନା ଯାଇଛି|ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି|ଏହାକୁ ରିୟଲସ୍ପର୍ଟସ ଏରେନା ନାମକ ପେଜରେ ଦେଖିପାରିବେ|ଏଥିରେ ଲକ୍ଷ ଲକ୍ଷ କମେଣ୍ଟ ସହ ଲାଇକ ମିଳୁଛି|

Leave A Reply

Your email address will not be published.