ଏହି ବ୍ୟାଙ୍କ ମାଗଣାରେ ଦେଉଛି ୨୦ ଲକ୍ଷ ଟଙ୍କା !! ଏମିତି ଭାବରେ ଆକାଉଣ୍ଟ ଖୋଲନ୍ତୁ ଆଉ ଏହାର ଫାଇଦା ଉଠାନ୍ତୁ !!

0

Get real time updates directly on you device, subscribe now.

ଯଦି ଆପଣଙ୍କର ପଞ୍ଜାବ ନେସନାଲ ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ହିଁ ଅଟେ । PNB ନିଜ ଗ୍ରାହକମାନଙ୍କୁ ଫ୍ରି ରେ ପୁରା 20 ଲକ୍ଷ ଟଙ୍କାର ଫାଇଦା ଦେଉଛି । ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି, ତେବେ ଆପଣ PNB ରେ ଆକାଉଣ୍ଟ ଖୋଲି ଏହି ଖାସ ଅଫରର ଫାଇଦା ଉଠାଇ ପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କରେ PNB MySalary Account ଖୋଲିବାକୁ ପଡ଼ିବ । ଆସନ୍ତୁ ଆପଣଙ୍କୁ ଏହି ଅଫର ବିଷୟରେ କହିବା ।

PNB ରେ ମିଳିବ ଏହି ସୁବିଧା :-

PNB ତରଫରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଯଦି ନିଜ ସ୍ୟାଲେରିକୁ ଭଲ ଭାବରେ Manage କରିବାକୁ ଚାହୁଁଛନ୍ତି, ତେବେ ‘PNB MySalary Account’ ଖାତା ଖୋଲନ୍ତୁ । ଏହା ଅଧୀନରେ ଯଦି କୌଣସି ବ୍ୟକ୍ତି ସହ ବ୍ୟକ୍ତିଗତ ଦୁର୍ଘଟଣା ଘଟିଯାଏ, ତେବେ ବୀମା ସହିତ ଓଭର ଡ୍ରାଫ୍ଟ ଏବଂ ସ୍ୱିପ ସୁବିଧାର ମଧ୍ଯ ଲାଭ ମିଳିବ ।

ଏହିପରି ମିଳିବ 20 ଲକ୍ଷ ଟଙ୍କାର ଫାଇଦା :-

PNB ନିଜ ସ୍ୟାଲେରି ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଇନ୍ସ୍ୟୁରାଂସ କଭର ସହିତ ଆହୁରି ଅନେକ ପ୍ରକାରର ସୁବିଧା ଦେଉଛି । ଜିରୋ ବାଲାନ୍ସ ଏବଂ ଜିରୋ କ୍ୱାଟର୍ଲି ଆଭରେଜ୍ ବାଲାନ୍ସ ସୁବିଧା ବାଲା PNB MySalary Account ଖୋଲିଲେ ଆପଣଙ୍କୁ 20 ଲକ୍ଷ ଟଙ୍କାର ପର୍ସନାଲ ଆକ୍ସିଡେଣ୍ଟ କଭର ଦିଆଯାଉଛି । ଅର୍ଥାତ୍ ଏହି ଆକାଉଣ୍ଟ କୁ ଖୋଲିଲେ ଆପଣଙ୍କର ଖାଲି ଫାଇଦା ହିଁ ରହିଛି ।

4ଟି କାଟାଗୋରୀର ଅଟେ ଏହି ଆକାଉଣ୍ଟ :-

1. ‘ ସିଲଭର’ କାଟାଗୋରୀ – ଏଥିରେ ମାସକୁ 10 ହଜାରରୁ ନେଇ 25 ହଜାର ଟଙ୍କା ପାଉଥିବା ଲୋକମାନଙ୍କୁ ରଖାଯାଇଛି ।

2. ‘ ଗୋଲ୍ଡ’ କାଟାଗୋରୀ – ଏହି କାଟାଗୋରୀରେ ମାସକୁ 25001 ଟଙ୍କାରୁ ନେଇ 75000 ଟଙ୍କା ସ୍ୟାଲେରୀ ପାଉଥିବା ଲୋକମାନଙ୍କୁ ରଖାଯାଇଛି ।

3. ‘ ପ୍ରିମିୟମ’ କାଟାଗୋରୀ – ଏଥିରେ ମାସକୁ 75001 ଟଙ୍କାରୁ ନେଇ 150000 ଟଙ୍କା ଶ୍ୟାଲେରି ପାଉଥିବା ଲୋକଙ୍କୁ ରଖାଯାଇଛି ।

4. ‘ ପ୍ଲାଟିନମ’ କାଟାଗୋରୀ – ଏହି କାଟାଗୋରୀରେ ମାସକୁ 150001 ଟଙ୍କାରୁ ଅଧିକ ଟଙ୍କା ପାଉଥିବା ଲୋକଙ୍କୁ ରଖାଯାଇଛି ।

ଜାଣନ୍ତୁ କାହାକୁ କେତେ ଫାଇଦା ମିଳିବ :-

– ବ୍ୟାଙ୍କ୍ ତରଫରୁ ଗ୍ରାହକମାନଙ୍କୁ ଓଭର ଡ୍ରାଫ୍ଟ ସୁବିଧା ଦିଆଯାଇଥାଏ ।

– ସିଲଭର କାଟାଗୋରୀ ଲୋକମାନଙ୍କୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟର ସୁବିଧା ମିଳିବ ।

– ଗୋଲ୍ଡ କାଟାଗୋରୀ ଲୋକମାନଙ୍କୁ 150000 ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟର ସୁବିଧା ମିଳିବ ।

– ପ୍ରିମିୟମ କାଟାଗୋରୀ ଲୋକମାନଙ୍କୁ 225000 ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟର ସୁବିଧା ମିଳିବ ।

– ପ୍ଲାଟିନମ କାଟାଗୋରୀ ଲୋକମାନଙ୍କୁ 300000 ଟଙ୍କା ପର୍ଯ୍ୟନ୍ତ ଓଭର ଡ୍ରାଫ୍ଟର ସୁବିଧା ମିଳିବ ।

Leave A Reply

Your email address will not be published.