କୋଲ ଇଣ୍ଡିଆରେ ଚାକିରି କରିବା ପାଇଁ ଚିନ୍ତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ କୋଲ ଫିଲ୍ଡ ଲିମିଟେଡ୍ ଅପାରଣ୍ଟିସ ୫୩୯ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଅଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୱେବସାଇଟ ଲିଙ୍କ centralcoalfields.in କୁ ଯାଇ କ୍ଲିକ କରି ଜାଣିପାରିବେ।
ପଦବୀ ବିଷୟରେ ବିବରଣୀ: ୫୩୯
ଇଲେକ୍ଟ୍ରିସିଆନ: ୧୯୦
ଫିଟର: ୧୫୦
ମେକାନିକ ରିପେୟାର ଏବଂ ମେଣ୍ଟେନାନ୍ସ: ୫୦
COPA: ୨୦
ମେସିନିଷ୍ଟ: ୧୦
ଟ୍ୟୁନର: ୧୦
ଇଲେକ୍ଟ୍ରନିକ୍ସ ମେକାନିକ: ୧୦
ପ୍ଲମ୍ବର: ୭
ଫଟୋଗ୍ରାଫର: ୩
ଫ୍ଲୋରିଷ୍ଟ ଏବଂ ଲ୍ୟାଣ୍ଡସ୍କାପର: ୫
ଆକାଉଣ୍ଟ ଏକ୍ସକ୍ୟୁଟିଭ: ୩୦
ଜରୁରୀ ତାରିଖ:-
ଆବେଦନ କରିବା ପାଇଁ ଶେଷ ତାରିଖ ୫ ଡିସେମ୍ବର ୨୦୨୧।
ଦରମା:-
ମାସକୁ ୭ ହଜାର ଟଙ୍କା।
ଶିକ୍ଷାଗତ ଯୋଗ୍ୟତା:-
ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ପ୍ରକାର ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି।
ଅଧିକ ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ:-
https://freeebook.jagranjosh.com/free-pdf-page?file=ccl-notification-2021.pdf